ଦରବୃଦ୍ଧି, ବେକାରୀ, ବିରୁଦ୍ଧରେ କଂଗ୍ରେସର ଜେଲଭରୋ ଆନ୍ଦୋଳନ

ବ୍ରହ୍ମପୁର : କେନ୍ଦ୍ର ମୋଦୀ ସରକାର ଓ ରାଜ୍ୟ ନବୀନ ସରକାରଙ୍କ ଜନ ବିରୋଧୀ ନୀତି, ଦରବୃଦ୍ଧି, ବେକାରୀ, CBI, ED ର ଦୁରୁପଯୋଗ, ଧର୍ମ ନାଁ'ରେ ଦେଶର ଭାଇଚାରାକୁନଷ୍ଟ କରିବା, ଦୁର୍ନୀତି, ଗଣତନ୍ତ୍ରି, ସମ୍ବିଧାନ ବ୍ୟବସ୍ଥା ଉପରେ ଆକ୍ରମଣ, ପ୍ରଭୁତି ଘଟଣା କୁ ନେଇ ଆଜି ଗଞ୍ଜାମ ଜିଲ୍ଲା

ଫୋଟ ଓ ଭିଡ଼ିଓ ଭାଇରାଲ କରିବା ଅଭିଯୋଗରେ ଜଣେ ଗିରଫ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନସ୍ଥ ଏକ ଗ୍ରାମରେ ଜଣେ ଯୁବତୀଙ୍କ ସହ ବୁଲାବୁଲି କରିଥିବା କିଛି ଫୋଟ ଓ ଭିଡ଼ିଓ ଭାଇରାଲ କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଯୁବକ ହେଲେ ପାଟପୁର ଥାନା ସିଙ୍ଗିପୁର ଗ୍ରାମର କୃଷ୍ଣଚନ୍ଦ୍ର

ଅନଲାନରେ ପାର୍ଟ ଟାଇମ ଜବ ଖୋଜିବା ମହଙ୍ଗା ପଡିଲା, ୧ ଲକ୍ଷ ୫୫ ହଜାର ଠକେଇର ଶିକାର ହେଲେ ମହିଳା

ବ୍ରହ୍ମପୁର : ଅନଲାଇନରେ ପାଟର୍ର୍ ଟାଇମ ଜବ ଖୋଜିବା ଜଣେ ମହିଳାଙ୍କୁ ମହଙ୍ଗା ପଡିଛି । ଇନ୍‌ଭେଷ୍ଟମେଣ୍ଟ ଜବ ଦେବାକୁ କହି ସାଇବର ଠକମାନେ ତାଙ୍କ ଠାରୁ ୧ ଲକ୍ଷ ୫୫ ହଜାର ଟଙ୍କା ଠକି ନେଇଛନ୍ତି l ଏ ନେଇ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ ନଂ ୨୮/୨୨ରେ ଏକ ମାମଲା ରୁଜୁ କରି

ନୌସେନା ପାଇଁ ନିର୍ମାଣ ହେଲା ଭାରତର ପ୍ରଥମ ଯାତ୍ରୀବାହୀ ଡ୍ରୋନ ‘ବରୁଣ’

ନୂଆଦିଲ୍ଲୀ : ପୁଣେର ଏକ ଷ୍ଟାର୍ଟଅପ ସାଗର ଡିଫେନ୍ସ ଇଂଜିନିୟରିଂ କମ୍ପାନି ଭାରତୀୟ ନୌସେନା ପାଇଁ ନିର୍ମାଣ କରିଛି ଦେଶର ପ୍ରଥମ ଯାତ୍ରୀବାହୀ ଡ୍ରୋନ ବରୁଣ । ଏହାର ବିଶେଷତା ହେଉଛି ଏଥିରେ ଜଣେ ଯାତ୍ରୀ ବସି ପାରିବେ, କିନ୍ତୁ କେହି ପାଇଲଟ ରହିବେ ନାହିଁ । ଅର୍ଥାତ ଜଣେ ବ୍ୟକ୍ତି ଏଥିରେ

ସଂସଦରେ ମହିଳାଙ୍କ ୩୩ ପ୍ରତିଶତ ସଂରକ୍ଷିତ ମହିଳା ଆସନ ପାଇଁ ରାଜ୍ୟସଭାରେ ଦାବି କଲେ ସସ୍ମିତ ପାତ୍ର

ଭୁବନେଶ୍ୱର: ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ସଂସଦରେ ମହିଳାଙ୍କ ସଂରକ୍ଷଣ ବିଲ୍ ପାଇଁ ଦାବି ଉପସ୍ଥାପନ କରିଛନ୍ତି । ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍ ପାଇଁ ସସ୍ମିତ ରାଜ୍ୟସଭାରେ ଦାବି ଉପସ୍ଥାପନ କରିଛନ୍ତି । ସସ୍ମିତ ଦାବି ରଖିଥିଲେ ଯେ, ଉଭୟ ବିଧାନସଭା ଏବଂ

ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ଏବେ ଖବରକାଗଜ ସମ୍ଭାଳିବେ ଉଦ୍ଧବ

ମୁମ୍ବାଇ: ପତ୍ରା ‘ଚଲ୍‌’ ଜମି ଦୁର୍ନୀତି ମାମଲାରେ ଦୀର୍ଘ ସମୟ ଜେରା କରିବା ପରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ତାଙ୍କୁ ପ୍ରଥମେ ଅଗଷ୍ଟ ୪ପର୍ଯ୍ୟନ୍ତ ଇଡିର ହେପାଜତକୁ ପଠାଯାଇଥିବା ବେଳେ ପୁଣି ତାଙ୍କର ହେପାଜତର ଅବଧି ଅଗଷ୍ଟ

ଖାଲିଥିବା ବିଭିନ୍ନ ପଦବି ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅଧିନ ବିଭିନ୍ନ କ୍ୟାଡରରେ ଖାଲିଥିବା ପଦବି ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ବନ୍ଧରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ ନିର୍ଦ୍ଦେଶ ଦେଇଛନ୍ତି।

ଚିଙ୍ଗୁଡ଼ି ଘେରିକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ , ବୋମାମାଡରେ ଜଣେ ଆହତ

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଂଚଳରେ ଚିଙ୍ଗୁଡ଼ି ଘେରିକୁ କେନ୍ଦ୍ରକରି ବୋମାମାଡରେ ଜଣେ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମଗିରି ଥାନା ଅନ୍ତର୍ଗତ ସିଆରା ଗାଁରେ ଚିଙ୍ଗୁଡ଼ି ଘେରିକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଗୋଷ୍ଠୀ ସଂଘର୍ଷରୁ

ଭାରତର ତେଜସ୍ ବିମାନ ପ୍ରତି ଆମେରିକାର ଆଗ୍ରହ

ନୂଆଦିଲ୍ଲୀ : ଭାରତରେ ନିର୍ମିତ ଲଢୁଆ ବିମାନ ତେଜସ୍ ବା ଏଲସିଏର ଚାହିଦା ଅନ୍ତର୍ଜାତୀୟ ସ୍ତରରେ ବଢିବାରେ ଲାଗିଛି । ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ବି ଭାରତର ତେଜସ ବିମାନ ପ୍ରତି ଆଗ୍ରହ ଦେଖାଇଛି ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।ଆଜି ଲୋକସଭାରେ ଏକ

ତାଇଓ୍ବାନକୁ ଡରାଇଲେ ଚୀନର ୬୮ଟି ଲଢୁଆ ବିମାନ,୧୩ ଯୁଦ୍ଧ ଜାହାଜ

ତାଇପେଇ : ତାଇଓ୍ବାନ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ, ଚୀନର ୬୮ଟି ଚୀନ ଯୁଦ୍ଧବିମାନ ଓ ୧୩ଟି ଯୁଦ୍ଧ ଜାହାଜ ତାଇଓ୍ବାନ ପ୍ରଣାଳୀ ( ଚୀନ ଓ ତାଇଓ୍ବାନ ମଧ୍ୟରେ ଥିବା ସାମୁଦ୍ରିକ ଅଂଚଳ)ର ମଧ୍ୟରେଖା ଅତିକ୍ରମ କରିଛନ୍ତି । ଚୀନର ଏହି କାର୍ଯ୍ୟକୁ ତାଇଓ୍ବାନ ନିନ୍ଦା କରିଛି ।ଆମେରିକାର ନିମ୍ନ