୧୦ ତାରିଖ ଯାଏଁ ପ୍ରବଳ ବର୍ଷା, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆଜିଠୁ ୧୦ ତାରିଖ ଯାଏଁ ଅବିଶ୍ରାନ୍ତ ବର୍ଷା। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ତତସଂଲଗ୍ନ ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୪.୫ କିଲୋମିଟର ଯାଏ ବ୍ୟାପିଛି । ପ୍ରଭାବରେ ଆସନ୍ତା ୭ ତାରିଖରେ ଉତ୍ତରପଶ୍ଚିମ

ଜାଲ ସାର୍ଟିଫିକେଟ ପ୍ରସ୍ତୁତି ଅଭିଯୋଗରେ ୩ ଗିରଫ

ଯାଜପୁର: ଭିନ୍ନକ୍ଷମ ଭତ୍ତା ପାଇଁ ଜାଲ ସାର୍ଟିଫିକେଟ ପ୍ରସ୍ତୁତି ଅଭିଯୋଗ ହୋଇଛି। ଜାଲ ସାର୍ଟିଫିକେଟ ପ୍ରସ୍ତୁତି କରୁଥିବା ଅଭିଯୋଗରେ ଯାଜପୁର ପୁଲିସ ୩ ଜଣଙ୍କୁ ଗିରଫ କରିଛି। ନକଲି ଷ୍ଟାମ୍ପ ଓ ପ୍ୟାଡ ବ୍ୟବହାର କରି ଭିନ୍ନକ୍ଷମ ଭତ୍ତା ପାଇଆା ପାଇଁ ସାର୍ଟିଫିକେଟ ପ୍ରସ୍ତୁତି ହୋଇଥିବା

ବିଷାକ୍ତ ମଦ ପିଇ ୭ ଜଣଙ୍କର ମୃତ୍ୟୁ, ୧୫ ଗୁରୁତର

ଛାପ୍ରା: ବିହାରରେ ପୁଣି ନକଲି ମଦମୃତ୍ୟୁ । ରାଜ୍ୟରେ ବିଷାକ୍ତ ମଦ୍ୟପାନ କରି ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଅସୁସ୍ଥ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକ ଦୃଷ୍ଟି ଶକ୍ତି ହରାଇ ଥିବା ଜଣାପଡ଼ିଛି। ମାକେର ପୁଲିସ ଷ୍ଟେସନ ଅଧିନରେ ଏହି ଘଟଣା ଘଟିଥିବା ସରନ ଜିଲ୍ଲାପାଳ ରାଜେସ ମିନା

ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ: ପିପିଟିର ମେକାନିକାଲ ମୁଖ୍ୟଯନ୍ତ୍ରୀଙ୍କ ସମେତ ୪ ଗିରଫ

ଭୁବନେଶ୍ବର: ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ ମାମଲାରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୪ ଜଣଙ୍କୁ ସିବିଆଇ ଗିରଫ କରିଥିବା ଜଣାଯାଇଛି। ୨୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାକୁ ନେଇ ୨୪ ଘଣ୍ଟାର ମାରାଥନ ଚଢ଼ାଉ ପରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗିରଫ

ଆମେରିକା ସହ ସମ୍ପର୍କଚ୍ଛିନ୍ନ କଲା ଚାଇନା ! ନାନ୍ସିଙ୍କ ଉପରେ ଲଗାଇଲା କଟକଣା

ବେଜିଂ: ତାଇୱାନ ସହ ବିବାଦକୁ ଦୃଷ୍ଟିରେ ରଖି ରାଗରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାରେ ଲାଗିଛି ଚାଇନା। ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ଚାଇନାର ଧମକ ସତ୍ତ୍ୱେ ତାଇୱାନ ଗସ୍ତ କରିଥିବାରୁ ବେଜିଂ ଏବେ ପ୍ରତିଶୋଧ ନେବା ମୁଡରେ ରହିଛି। ପୂର୍ବରୁ ତାଇୱାନର ଜଳ ରାଶି ଓ

ଖୋଲିବ ଆବାସ୍ ପ୍ଲସ୍ ପୋର୍ଟାଲ, କେନ୍ଦ୍ରମନ୍ତ୍ରୀ ଗିରିରାଜଙ୍କୁ ଭେଟିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାରେ ପାଖାପାଖି ୨୭ ଲକ୍ଷ ହିତାଧିକାରୀ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ସାମିଲ ହୋଇଛନ୍ତି । ରାଜ୍ୟର ହିତାଧିକାରୀଙ୍କ ପାଇଁ ଆବାସ୍ ପ୍ଲସ୍ ପୋର୍ଟାଲ ଖୋଲିବା ଆବଶ୍ୟକ । ଜଣେ ହେଲେ ବି ହିତାଧିକାରୀ ଏହି ଯୋଜନାରୁ ଯେପରି ବଞ୍ଚିତ ନହେବେ, ସେଥିଲାଗି ବ୍ୟାପକ

ଝିଅକୁ ୪ ମହଲାରୁ ତଳକୁ ଫିଙ୍ଗିଦେଲେ ମହିଳା ଦାନ୍ତ ଡାକ୍ତର

ବେଙ୍ଗାଲୁରୁ: ଭୟଙ୍କର ଘଟଣା ଘଟାଇଛନ୍ତି ଜଣେ ମହିଳେ ଦାନ୍ତ ଡାକ୍ତର। ସେ ହଠାତ୍‌ ନିଜର ୪ ବର୍ଷର ଝିଅକୁ ୪ ମହଲାରେ ଥିବା ଘରର ବାଲକୋନୀରୁ ତଳକୁ ‍ଫିଙ୍ଗି ହତ୍ୟା କରିଛନ୍ତି। ବେଙ୍ଗାଲୁରୁର ଗୋଟିଏ ଆପାର୍ଟମେଣ୍ଟର ରହୁଥିବା ଜଣେ ଡାକ୍ତର ଏପରି କାଣ୍ଡ ଘଟାଇଛନ୍ତି।ମହିଳା ଡାକ୍ତର ଜଣଙ୍କ ଝିଅକୁ

ମୋଦିଙ୍କୁ ଭେଟିଲେ ମମତା ବାନାର୍ଜୀ, ରାଷ୍ଟ୍ରପତିଙ୍କୁ ବି ସାକ୍ଷାତ କରିବେ

ନୂଆଦିଲ୍ଲୀ: ବିଜେପି ଓ ଟିଏମସି ମଧ୍ୟରେ ଚାଲିଥିବା ବାକ୍‌ଯୁଦ୍ଧ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନୂଆଦିଲ୍ଲୀରେ ଥିବା ମୋଦିଙ୍କ ବାସଭବନରେ ପହଞ୍ଚି ମମତା ତାଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ବର୍ତ୍ତମାନ ୪

ଧକ୍କା ଦେବା ପରେ ଜଳିଗଲା ଦ୍ରୁତଗାମୀ ମର୍ସିଡିଜ, ଚାଲିଗଲା ଗର୍ଭବତୀଙ୍କ ସହ ୬ ଜଣଙ୍କ ଜୀବନ

ୱାଶିଂଟନ: ଭୟଙ୍କର ସଡ଼କ ଦୁର୍ଘଟଣାର ଲାଇଭ ଚିତ୍ର ସିସିଟିଭିରେ କଏଦ ହୋଇଛି। ଗୋଟିଏ ଦ୍ରୁତଗାମୀ ମର୍ସିଡିଜ୍‌ କାର ନାଲି ଲାଇଟ ଅତିକ୍ରମ କରି ଏକାଧିକ କାର୍‌କୁ ଧକ୍କା ଦେଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମର୍ସିଡିଜ ସମେତ ୩ଟି କାର୍‌ରେ ନିଆଁ ଲାଗି ଯାଇଛି। ଏଥିରେ ୬ ଜଣ ପ୍ରାଣ

କଂଗ୍ରେସ ରାମ ଜନ୍ମଭୂମି ବିରୋଧୀ, ତେଣୁ ଅଗଷ୍ଟ ୫ରେ କଳା ବିକ୍ଷୋଭ କରୁଛି : ଅମିତ ଶାହ

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ଆଜି କଂଗ୍ରେସ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିଛି। କଂଗ୍ରେସର ସବୁ ନେତା କଳା ପୋଷାକ ଓ କଳା ପତାକା ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରିଛନ୍ତି। ତେବେ କଂଗ୍ରେସ ଏହି ‘କଳା ବିରୋଧ’କୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର