Sign in
Sign in
Recover your password.
A password will be e-mailed to you.
୧୮ ବର୍ଷ ହେଲେ ଭୋଟର କାର୍ଡ ପାଇଁ ଆଉ ବର୍ଷେ ଅପେକ୍ଷା କରିବାକୁ ପଡ଼ିବ ନାହିଁ: ସୁଶୀଲ ଲୋହାନି
ଭୁବନେଶ୍ବର: ୧୮ ବର୍ଷ ହେଲେ ଭୋଟର କାର୍ଡରେ ସାମିଲ ପାଇଁ ଆଉ ବର୍ଷେ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏଣିକି ବର୍ଷକୁ ୪ ଥର ଆବେଦନ କରିପାରିବେ ନୂଆ ଭୋଟର। ଜାନୁଆରୀ ୧,ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖ ସୁଦ୍ଧା ୧୮ ବର୍ଷ ପୂରୁଥିଲେ ନା ସାମିଲ ପାଇଁ ଆବେଦନ କରିପାରିବେ ବୋଲି!-->…
ଦୁଇ ମାସର ଗର୍ଭବତୀ ପ୍ରେମିକାକୁ ଛାଡି ପ୍ରେମିକ ଫେରାର
ବାଲେଶ୍ୱର: ଲଭ, ସେକ୍ସ , ଧୋକ୍କା । ପ୍ରଥମେ ଭଲ ପାଇଲେ ପରେ ପରିବାରର ଅଜାଣତରେ ବିବାହ କଲେ । କିନ୍ତୁ ଏବେ ୨ମାସର ଗର୍ଭବତୀ ପ୍ରେମିକାକୁ ଛାଡି ପ୍ରେମିକ ଫେରାର । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ନୂଆଗାଁରେ ଘଟିଛି ଏପରି ଘଟଣା ।
ପିଡୀତା କୋରାପୁଟର ଏକ ନର୍ସିଂହୋମରେ କାମ କରନ୍ତି ।!-->!-->!-->…
ଯାଜପୁରରେ ଟ୍ରକ୍ ଚଢ଼ାଇ ମାଆ ଝିଅଙ୍କୁ ହତ୍ୟା ଘଟଣା: ଗିରଫ ହେଲା ଅଭିଯୁକ୍ତ ଡ୍ରାଇଭର
ଯାଜପୁର: ଯାଜପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥର ବରଡ଼ା ଛକରେ ଟ୍ରକ୍ ଚଢ଼ାଇ ମାଆ ଝିଅଙ୍କୁ ହତ୍ୟା ଘଟଣା । ଆରୁହା ଛକରେ ମାଆ, ଝିଅ ଓ ଡ୍ରାଇଭର ମଧ୍ୟରେ ଝଗଡ଼ାର ଭିଡିଓ ମୋବାଇଲରେ ସୁଟ୍ କରିଥିଲେ ଝିଅ ସୋନାଲି । ସେହି ମୋବାଇଲକୁ ଜେନାପୁର ପୋଲିସ ଜବତ କରିଛି । ମୋବାଇଲକୁ ତଦନ୍ତ ପରିସର!-->…
ରାଜ୍ୟରେ ଆଉ ୮୩୬ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଆଜି ମଧ୍ୟ ଦୈନିକ କରୋନା ସଂକ୍ରମଣ ସଂଖା ଏକ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୩୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮୮ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୩୪୮ ଜଣ ସ୍ଥାନୀୟ ସଂକ୍ରମିତ ।
ସେହିଭଳି!-->!-->!-->…
ଆଠଗଡ଼ରେ କୁକୁଡ଼ା ଚୋରିକୁ ନେଇ ହତ୍ୟା!
ଆଠଗଡ଼: କୁକୁଡା ଚୋରିରୁ ହତ୍ୟା ଅଭିଯୋଗ । ଆଠଗଡ଼ ଥାନା କନ୍ଦରପୁର ଟାଙ୍ଗୀ ସାହିରେ କୁକୁଡ଼ା ଚୋରିକୁ ନେଇ ହତ୍ୟା ଅଭିଯୋଗ । କୁକୁଡା ଫାର୍ମ ପାଖରୁ ମୃତଦେହ ଉଦ୍ଧାର କରିଛି ଆଠଗଡ ପୋଲିସ । ମୃତକ କନ୍ଦରପୁର ଗାଁର ଗଣେଶ ସାମଲ ।
ଗଣେଶ ପୂର୍ବରୁ ଉକ୍ତ ଫାର୍ମରେ କାମ କରୁଥିଲେ । ଗତକାଲି!-->!-->!-->…
ଲଜ୍ୟା… : ଏକଲବ୍ୟ ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ଅଭିଯୋଗ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଳକର ଚମ୍ପାନଗର ସ୍ତିତ ଏକଲବ୍ୟ ବିଦ୍ୟାଳୟରେ ଦଶମ ଶ୍ରେଣୀର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ଘର ମାଥିଲି ବ୍ଲକରେ ବୋଲି ଜଣାପଡିଛି । ପରିବାର ଲୋକଙ୍କ କହିବା ଅନୁସାରେ ଗତ ଜୁଲାଇ ମାସ ୧୨ତାରିଖ ରାତିରେ!-->!-->!-->…
ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ କୃପାସିନ୍ଧୁ ପଣ୍ଡାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା
ଛତ୍ରପୁର : ସ୍ଥାନୀୟ ପିଏନୟୁଏ କଲେକ ପରିସରରେ ଛତ୍ରପୁରର ବରିଷ୍ଠ ସାମ୍ବାଦିକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱର୍ଗତ କୃପାସିନ୍ଧୁ ପଣ୍ଡାଙ୍କ ସ୍ମୃତିରେ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ସଭାପତି ପ୍ରଶାନ୍ତ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି!-->…
ଅଗଷ୍ଟ ୧୩ ତାରିଖରେ ଅନୁଷ୍ଠିତ ହେବ ଜିଲ୍ଲା ଓ ତାଲୁକସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
ଫୁଲବାଣୀ (୦୪/୦୮) : କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଏବଂ ଜିଲ୍ଲାର ସମସ୍ତ ତାଲୁକ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ତାଲୁକ ସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା!-->…
ୟୁକୋ ବ୍ୟାଙ୍କ ଓ ମିଶନ ଶକ୍ତି ବିଭାଗ, ଓଡିଶା ସରକାର ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ
ଭୁବନେଶ୍ୱର: ୟୁକୋ ବ୍ୟାଙ୍କର କୋଲକାତାସ୍ଥିତ ମୁଖ୍ୟ କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇସ୍ରାକ୍ ଅଲ୍ଲୀ ଖାନ୍ ତା ୨୬.୦୭.୨୦୨୨ରୁ ତା୨୮.୦୭.୨୦୨୨ରିଖ ପର୍ଯ୍ୟନ୍ତ ଓଡିଶା ପରିଦର୍ଶନରେ ଆସିଥିଲେ । ତାଙ୍କ ଉପସ୍ଥିତିରେ ଭୁବନେଶ୍ୱର ଅଞ୍ଚଳର ମହାପ୍ରବନ୍ଧକ ତଥା ଅଞ୍ଚଳ ମୁଖ୍ୟ ଗୌତମ!-->…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ବୈଷ୍ଣବ ମହାନ୍ତିଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ଲିଖିତ ଦୁଇଟି ପୁସ୍ତକ ଶେଷ ଚିଠି ଓ ଭାଗବତ କଥାମୃତ ଉନ୍ମୋଚନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀ ମହାନ୍ତିଙ୍କୁ ତାଙ୍କର ସାରସ୍ବତ କୃତି ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ!-->!-->!-->…