ଓଷ୍ଠ, ପାଦ ଫଟା ପାଇଁ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର : ହରିହର ନଗର ପ୍ରଥମ ସାରଣୀ ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ଶୀତଦିନେ ପାଦ, ଅଧର ଫଟାରୁ ରକ୍ଷା ପାଇବା ପାଇଁ ସଚେତନତା କରା ଯାଇଥିଲା l ରୁକ୍ଷ, ଶୁଷ୍କ ବାୟୁ ପ୍ରବାହ ଦ୍ଵାରା ଓଠ,ପାଦ ଓ ଚର୍ମ ଫାଟେ l ଏହାର ପ୍ରତିରୋଧ ପାଇଁ ଥଣ୍ଡା ପବନରେ ଦ୍ରୁତ ଗତିରେ ବୁଲିବେ ନାହିଁ…

ଚାଲିଗଲେ ଦେଶର ପ୍ରଥମ ଭୋଟର, ସେ ମତଦାନ ପାଇଁ ଗଲେ ପ୍ରଶାସନ ରେଡ୍ କାର୍ପେଟ ବିଛାଏ

ଶିମଲା: ଚାଲିଗଲେ ଦେଶର ପ୍ରଥମ ଭୋଟର। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନେତା ଚୟନ ଲାଗି ଦେଶରେ ଭୋଟଦାନ କରିଥିବା ପ୍ରଥମ ବ୍ୟକ୍ତିଙ୍କ ଶନିବାର ପରଲୋକ ଘଟିଛି। ହିମାଚଳ ପ୍ରଦେଶର କାଲପାର ଏହି ଭୋଟର ଶ୍ୟାମ ସରନ ନେଗି ନିଜ ବାଷଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତେବେ ମୃତ୍ୟୁ ପୂର୍ବରୁ…

ରାତାରାତି ପୁଲିସ କର୍ମଚାରୀ ମାଲାମାଲ, ଆକାଉଣ୍ଟରେ ଜମା ହେଲା ୧୦୦ ମିଲିଅନ ଟଙ୍କା

ନୂଆଦିଲ୍ଲୀ: ହିନ୍ଦୀ ସିନେମାର ଏକ ଗୀତ ଶୁଣିଥିବେ। ଦେନେୱାଲା ଜଭି ଦେତା ଦେତା ଛପର ଫାଡ଼କେ । ଠିକ୍‌ ଏମିତି ଜଣେ ବ୍ୟକ୍ତିଙ୍କ ଭାଗ୍ୟ ହଠାତ୍‌ ଚମକି ଉଠିଛି। ଜଣେ ସାଧାରଣ ପୁଲିସ କର୍ମଚାରୀ ରାତାରାତି ମାଲାମାଲ ହୋଇଯାଇଛନ୍ତି। ତାଙ୍କ ହାତରେ ଲାଗିଛି ୧୦ କୋଟି ଟଙ୍କା। ଯାହାକୁ କମେଇବା ପାଇଁ…

ଏସ ଏସ ଭି ଏମ ଫୁଲବାଣୀରେ ମାତୃ କର୍ମଶାଳା…

ଫୁଲବାଣୀ :- ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ପରିସରରେ ଶିଶୁ ବାଟିକା ର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ତଥା ଆଇନଜିବୀ ହରିଶ୍ଚନ୍ଦ୍ର ମହାରଣା ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ l ସଂଭାଗ ଶିଶୁ…

ଫୁଲବାଣୀରେ ବିଜେପିର ବିଜୟ ଉତ୍ସଵ ପାଳିତ…

ଫୁଲବାଣୀ - ଧାମ ନଗର ବିଧାନସଭା ଉପନିର୍ବାଚନ ବିଜେପି ପ୍ରାର୍ଥୀ ଙ୍କ ବିଜୟ ଘୋଷଣା ପରେ ଫୁଲବାଣୀ ରେ ବିଜେପି ବିଜୟ ଉତ୍ସଵ ମନାଇଛି ଆଶା ଓ ଆଶଙ୍କା ରେ ଥିବା ବିଜେପିବିଜୟ ଘୋଷଣା ପରେ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l ଫୁଲବାଣୀର ବିଜୁ ପଟନାୟକ ଛକ ରେ…

ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର…

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ବରଡ଼ିପଲ୍ଲୀ ଗାଁ ନିକଟସ୍ଥ କରାପଡିଆ ଛକରେ ରବିବାର ରାତି ସାଢେ ୮ଟା ସମୟରେ ବାଇକ୍ ଦୁର୍ଘଟଣାରେ ଜନୈକ ଯୁବକ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଗୁରୁତର ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ବାରିକପଲ୍ଲୀ ଗ୍ରାମର…

ବ୍ରହ୍ମପୁର ରେ ବିଜେପି ପାଳିଲା ବିଜୟ ଦିବସ : ମିଷ୍ଟାନ ସହ ଫୁଟାଇଲେ ବାଣ…

ବ୍ରହ୍ମପୁର : ଧାମନଗର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସୂର୍ଯ୍ଯବଂଶୀ ସୂରଜଙ୍କ ଐତିହାସିକ ବିଜୟକୁ ନେଇ ଆଜି ବ୍ରହ୍ମପୁର ବିଧାନସଭା ନିର୍ବାଚନୀ ମଣ୍ଡଳୀ ପକ୍ଷରୁ ସ୍ଥାନୀୟ ଗାନ୍ଧୀନଗର ଛକ ଠାରେ "ବିଜୟ ଉତ୍ସବ" ପାଳନ ହୋଇଯାଇଛି । ସୂର୍ଯ୍ୟବଂଶୀ ସୂରଜ ୮୦୩୫୧ ଭୋଟ ପାଇ ତାଙ୍କ…

ଆଇନ ସେବା ପ୍ରାଧୀକରଣ ଦ୍ୱାରା ସେବା ଲୋକଙ୍କ ନିକଟରେ ପହଁଚି ପାରୁଛି…

ଫୁଲବାଣୀ :-ଜାତୀୟ ଆଇନ ସେବା ପ୍ରାଧୀକରଣ ଦ୍ୱାରା ସେବା ପ୍ରଦାନ ମୂଳକ ବିଶାଳ ଆଇନ ସେବା ଶିବିର ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଦୌରାଜଜ୍ ଶିତିକଣ୍ଠ ସାମଲ ଯୋଗଦେଇ ନିଜର ମନ୍ତବ୍ଯରେ କହିଥିଲେ ଯେ ଲୋକ ମାନେ ଜମିଜୁମା ଏବଂ…

ଧାମନଗର ଉପନିର୍ବାଚନରେ ବିଜୟ ଉତ୍ସବ ପାଲୁଛି ଜିଲ୍ଲା ବିଜେପି

ମାଲକାନଗିରି : ଜିଲ୍ଲାରେ ବିଜେପି ଲଗାତାର ଦୁଇଦୁଇଟି ନିର୍ବାଚନରେ ଗୋଷ୍ଟି କନ୍ଦଳ ଯୋଗୁଁ ନିଜର ଅସ୍ତିତ୍ବ ହରାଇବା ପରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ଆଜି ଧାମନଗର ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିଥିବାରୁ ବିଜୟୀ ଉତ୍ସବ ପାଳନ କରାଯାଇଛି । ଆଜି ଜିଲ୍ଲା ସଦରରେ ଥିବା…

ଠାକୁର କାର୍ତ୍ତିକେଶ୍ଵରଙ୍କ ପୂଜା ଉତ୍ସବ ଆରମ୍ଭ

ବୁଗୁଡା : ସ୍ଥାନୀୟ କେନାଲ ସାହିରେ ସାହି ବାସିନ୍ଦାଙ୍କ ପକ୍ଷରୁ ଠାକୁର କାର୍ତ୍ତିକେଶ୍ଵରଙ୍କ ପୂଜା ମହାସମାରୋହରେ ଆରମ୍ଭ ହୋଇଯାଇଛି । ଉକ୍ତ ଉତ୍ସବରେ ପୁରୋହିତ ଭାବେ ଦୀପକ ଦାଶ ଓ ଗିରୀଶ କୁମାର ଦାଶ ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜାପାଠ ସମ୍ପାଦନ କରିଥିବା ବେଳେ ଶିକ୍ଷକ…