Sign in
Sign in
Recover your password.
A password will be e-mailed to you.
ରାଜ୍ୟର୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୭୦ କୋଭିଡ୍ ପଜିଟିଭ୍
ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୭୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦୯ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୩୬୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୫୭ ଜଣ ସଂକ୍ରମିତ ରହିଛନ୍ତି ।
!-->!-->!-->…
ନାଗରିକ କମିଟି ପକ୍ଷରୁ ରେଢ଼ାଖୋଲ ୧୨ ଘଣ୍ଟିଆ ବନ୍ଦ
ରେଢ଼ାଖୋଲ: ୫୫ନଂ ଜାତୀୟ ରାଜପଥ ମରାମତି ଓ ନିର୍ମାଣ ଦାବିରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଭୀମ ଭୋଇ ଛକଠାରେ ନାଗରିକ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ରାସ୍ତା ଅବରୋଧ କରି କର୍ମୀ ମାନେ ବନ୍ଦ ପାଳନ କରିଛନ୍ତି । ଗତ ୨୦୧୭ ମସିହା ଠାରୁ ୫୫ନଂ ଜାତୀୟ ରାଜପଥ ସମ୍ପ୍ରସାରଣ (ଚାରି ଥାକିଆ!-->…
ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କ ଷୋଡଶ ତମ ଶ୍ରାଦ୍ଧବାର୍ଷିକ
ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କ ଆଜି ହେଉଛି ଷୋଡଶ ତମ ଶ୍ରାଦ୍ଧବାର୍ଷିକ l ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜଭବନ ନିକଟସ୍ଥ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ବିଧାୟକ ଶଶୀଭୁଷଣ ବେହେରା ଓ ପ୍ରଫୁଲ୍ଲ ସାମଲ!-->…
ଟ୍ରେନ ଲାଇନକୁ ଡେଇଁ ସାମ୍ବାଦିକଙ୍କ ଆତ୍ମହତ୍ୟା
ଭୁବନେଶ୍ବର: ଟ୍ରେନ ଲାଇନକୁ ଡେଇଁ ଜଣେ ସାମ୍ବାଦିକ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଟ୍ରେନ ଲାଇନରୁ ତାଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ କରିଛି ଜିଆରପି ପୁଲିସ। ଯୁବକଙ୍କ ନାମ ପାର୍ଥ ନାରାୟଣ ଦାସ। ତାଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରିର ଲମ୍ବିତଳ ଅଞ୍ଚଳରେ ବୋଲି କୁହାଯାଉଛି। ଏକ ଘରୋଇ!-->…
ବୁଷ୍ଟର ଡୋଜ ନେବାକୁ ଆଗ୍ରହ ଦେଖାଉ ନାହାନ୍ତି ଲୋକ: ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮୭ ପ୍ରତିଶତ ଲୋକେ ନେଇ ନାହାନ୍ତି ବୁଷ୍ଟର ଡୋଜ। ଅର୍ଥାତ ରାଜ୍ୟର ୨ କୋଟି ୮୨ ଲକ୍ଷ ଲୋକେ ନେଇ ନାହାନ୍ତି ବୁଷ୍ଟର ଡୋଜ । ବର୍ତ୍ତମାନ ସୁଦ୍ଧା କେବଳ ୪୨ ଲକ୍ଷ ୭୦ ହଜାର ୪୮୭ ଲୋକେ ବୁଷ୍ଟର ଡୋଜ ନେଇଛନ୍ତି। ଯାହାକି ମାତ୍ର ୧୩ ପ୍ରତିଶତ। ସେହିପରି!-->…
ଦାରିଙ୍ଗବାଡ଼ିର ଉନ୍ନତି କରଣ ପାଇଁ ବିଧାୟକ ଓ ବ୍ଲକ ପ୍ରଶାସନ ବିଭିନ୍ନ ସ୍ଥାନ ବୁଲି ଦେଖିଲେ
ଦାରିଙ୍ଗବାଡ଼ି(୪/୮) : ଓଡ଼ିଶାର ଭୂସ୍ବର୍ଗ କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଅଧିକ ସୁନ୍ଦର ସହିତ ବିଭିନ୍ନ ସୁବିଧା ଯୋଗାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଧାୟକ ଓ ବ୍ଳକ ପ୍ରଶାସନ ପ୍ରୟାସ ଆରମ୍ଭ କରିଛନ୍ତି । ଦାରିଙ୍ଗବାଡ଼ି ପର୍ଯ୍ୟଟନ ସ୍ଥଳୀ ଭାବେ ରାଜ୍ୟ ସରକାରଙ୍କ ଠାରୁ ମାନ୍ୟତା!-->…
ସ୍ବାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ବ୍ରହ୍ମପୁର(୦୪/୦୮) : ଚଳିତ ବର୍ଷ ଦକ୍ଷିଣାଞ୍ଚଳ ତଥା ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ପଡିଆ ଠାରେ ନିରାଡ଼ମ୍ବର ଭାବେ କୋଭିଡ୍ ନିୟମ ଅନୁପାଳନ ପୂର୍ବକ ପାଳନ କରାଯିବ । ଭିଡିଓ କନଫୋରେନସିଂ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ଜାତୀୟ ଉତ୍ସବଟିକୁ ସରସ!-->…
“ହର ଘର ତ୍ରିରଙ୍ଗା” ପାଇଁ ଗଞ୍ଜାମ ବିଜେପିର ପ୍ରସ୍ତୁତି ବୈଠକ
ବ୍ରହ୍ମପୁର : ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଭାରତ ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଛି । ଏହି ଉପଲକ୍ଷେ ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗ୍ରହ କ୍ରମେ ଭାରତର ପ୍ରତ୍ୟକଟି ଘରେ ଆସନ୍ତା ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପତାକା ତ୍ରିରଙ୍ଗା ଉଡ଼ାଯିବ । ଏହି!-->…
ରାଜସ୍ବ ବୃଦ୍ଧି ଦିଗରେ ସୈରାତ୍ ଉତ୍ସ ଗୁଡିକ ସୁବିନିଯୋଗ ହେଉ…
ଅଭିଯୋଗ ପରେ ଚେତାପଶିଲା...!
ଛତ୍ରପୁର (୪/୮) : ସୈରାତ୍ ଉତ୍ସ ଗୁଡିକର ସଠିକ ପରିଚାଳନା କରାଯାଇ ସୁବିନିଯୋଗ ହୋଇପାରିଲେ ରାଜସ୍ବ ବୃଦ୍ଧି ହୋଇ ପାରିବ ବୋଲି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଗଞ୍ଜାମ ଜିଲ୍ଲାର ସମସ୍ତ ରାଜସ୍ବ ଅଧିକାରୀ ମାନଙ୍କୁ ଅବଗତ କରାଇଛନ୍ତି । ଗଞ୍ଜାମ!-->!-->!-->…
ପୁରୁଷୋତ୍ତମପୁରରେ ସ୍ବଳ୍ପ ସଞ୍ଚୟ ଅଭିକର୍ତ୍ତାଙ୍କ ଶିବିର
ଛତ୍ରପୁର/ ପୁରୁଷୋତ୍ତମପୁର (୦୪/୦୮) : ଗଞ୍ଜାମ ଜିଲ୍ଲା ସ୍ବଳ୍ପ ସଞ୍ଚୟ ବିଭାଗ ଆନୁକୂଲ୍ୟରେ ବୁଧବାର ଦିନ ପୁରୁଷୋତ୍ତମପୁର ବ୍ଲକ୍ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସ୍ବଳ୍ପ ସଞ୍ଚୟ ଅଭିକର୍ତ୍ତା ମାନଙ୍କର ଏକ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ବିଭାଗୀୟ ଜିଲ୍ଲା ସ୍ବଳ୍ପ!-->…