Sign in
Sign in
Recover your password.
A password will be e-mailed to you.
ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ ଦାବିପତ୍ର
ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର ୪ ଗୋଟି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ସାଡି ଶାରଦା ରେଡ୍ଡୀ । ବଡମାଧପୁର ଗ୍ରାମର ଉଠା ଜଳସେଚନ ପ୍ରକଳ୍ପ ନଂ ୩, ୮, ୧୧ ଓ ବଡମାଧପୁର ଉଧୁପୁରନାଳ ପ୍ରକଳ୍ପ!-->…
ସେବାଶ୍ରମର ଛାତ୍ରଛାତ୍ରୀ ଝାଡା,ବାନ୍ତି ଓ ଜ୍ବରରେ ଆକ୍ରାନ୍ତ
ଫୁଲବାଣୀ : କନ୍ଧମାଳ ଜିଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ପିରିକୁଡ଼ି ସେବାଶ୍ରମର ପ୍ରାୟ କୋଡିଏ ଜଣ ଛାତ୍ରଛାତ୍ରୀ ସକାଳୁ ସକାଳୁ ହଠାତ ଅସୁସ୍ଥ ହୋଇ ପଡିଥିଲେ। କାହାକୁ ଜ୍ବର ହେଇଗଲାତ ଆଉ କାହାକୁ ଝାଡ଼ାବାନ୍ତି । ସ୍କୁଲ ପ୍ରଧାନଶିକ୍ଷକ ସମସ୍ତ ଅସୁସ୍ଥ ଛାତ୍ର ଛାତ୍ରୀଙ୍କୁ ଚିକିତ୍ସା ପାଇଁ!-->…
ମାଆ ପାଟ୍ଟଖଣ୍ଡା ଲୋକନୃତ୍ୟ ସଂଘର ନାଟକ ରାଧାପ୍ରେମ ଲୀଳା ଵା ରାଧାଙ୍କ ମାନ ଭଞ୍ଜନ ବହି ପୂଜନ
ବାଲିଗୁଡା : ଲୋକ କଳା ଲୋକବାଦ୍ୟ ଲୋକ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ମାଆ ପାଟଖଣ୍ଡା ଲୋକ ନୃତ୍ୟ ସଂଘ ପକ୍ଷରୁ ପ୍ରୟାସ କରାଯାଇଛି l ଅନୁଷ୍ଠାନର ସଭାପତି ଅଜିତ କୁମାର ପ୍ରଧାନୀ ଅଧିକାରୀ ପ୍ରମୋଦ କୁମାର ଦଣ୍ଡସେନା ସମ୍ପାଦକ ପ୍ରକାଶ ସାହୁ କୋଷାଧକ୍ଷ ସଚ୍ଚିଦା ନନ୍ଦଙ୍କ ପ୍ରୟାସ ରେ!-->…
ସାଲୁଙ୍କି ନଦୀକୁ ପ୍ରଦୂଷଣ ମୁକ୍ତ ପାଇଁ ପୌର ପ୍ରଶାସନ କୁ ନିର୍ଦ୍ଦେଶ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରକୁ ସତୁରୀ ଭାଗ ଘେରି ରହିଛି ସାଲୁଙ୍କି ନଦୀ । ଏହା ଫୁଲବାଣୀର ଜୀବନରେଖା । ନଦୀର ତଳଭାଗରେ ଅନେକ ଗ୍ରାମବାସୀ ଏହି ନଦୀଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି।କିନ୍ତୁ ଫୁଲବାଣୀ ସହରର ସମସ୍ତ ଅଳିଆ ଆବର୍ଜନା ଏବଂ ଅପରିଷ୍କାର ଜଳ ନଦୀରେ ମିଶିବା!-->…
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସେମିଫାଇନାଲ୍ରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ
ବର୍ମିଂହାମ: ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମିଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିଛନ୍ତି। ପୁରୁଷ ଦଳ କାନାଡାକୁ ଏକତରଫା ଭାବେ ୮-୦ ଏବଂ ମହିଳା ଦଳ ସେହି କାନାଡାକୁ ୩-୨ ଗୋଲ୍ରେ ପରାସ୍ତ କରି ଏହି ସଫଳତା ଲାଭ କରିଛନ୍ତି। ଭାରତୀୟ ପୁରୁଷ ଦଳ ତା’!-->…
ଏବେ ‘ଶିବସେନା’ ବିବାଦ ଉପରେ ନିଷ୍ପତ୍ତି ଗ୍ରହଣ ନ କରିବାକୁ ନିର୍ବାଚନ କମିସନ୍କୁ କହିଲେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ସିନ୍ଦେ ଅଥବା ଠାକ୍ରେଙ୍କ ମଧ୍ୟରୁ କିଏ ମୂଳ ‘ଶିବସେନା’ର ପ୍ରତିନିଧିତ୍ବ କରୁଛନ୍ତି ସେ ସଙ୍କ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ ନ କରିବାକୁ ଆଜି ସୁପ୍ରିମ୍ କୋର୍ଟ ନିର୍ବାଚନ କମିସନ୍କୁ କହିଛନ୍ତି। ସୁପ୍ରିମ୍ କୋର୍ଟ ଆହୁରି ମଧ୍ୟ!-->…
ଏୟାରପୋର୍ଟ ଡଷ୍ଟବିନରୁ ମିଳିଲା ସୁନା ଇଟା
ଲକ୍ଷ୍ନୌ : ଭାରତରେ ସୁନା ଉପରେ ଆମଦାନୀ ଟିକସ ବଢିଯାଇଥିବାରୁ ଚୋରାବେପାରୀମାନେ ବିଭିନ୍ନ ଅଭିନବ ଉପାୟରେ ବିଦେଶରୁ ସୁନା ଚୋରୋଚାଲାଣ କରୁଛନ୍ତି । ଗୁରୁବାରଦିନ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ଏୟାରପୋର୍ଟର ଏକ ଡଷ୍ଟବିନରୁ ୬ଟି ସୁନା ଇଟା ମିଳିଛି । ସୀମା ଶୁଳକ (କଷ୍ଟମ୍ସ)!-->…
ନାଲି ଆଖି ଦେଖାଇଲା ଚାଇନା: ଆଜି ତାଇୱାନ ଚାରିପାଖ ସମୁଦ୍ରରେ ସମରାଭ୍ୟାସ କରିବ ଡ୍ରାଗନ୍
ନୂଆଦିଲ୍ଲୀ: ତାଇଓ୍ୱାନ୍-ଆମେରିକା ସଂପର୍କକୁ ନେଇ ନାଲି ଆଖି ଦେଖାଇଛି ଚାଇନା। ତାଇୱାନ ଚାରିପାଖ ସମୁଦ୍ରରେ ଆଜି ସମରାଭ୍ୟାସ କରିବ ଡ୍ରାଗନ୍। ସେପଟେ ତାଇଓ୍ୱାନ ରାଷ୍ଟ୍ରପତି ଭବନ ସମେତ ଗୁରୁତ୍ୱପୂର୍ଣ୍ଣ ବିଭାଗର ୱେବସାଇଟ୍ ଉପରେ ସାଇବର୍ ଆଟାକ୍ ହୋଇଥିବା ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ!-->…
ଆଇଏଏସ ଅଫିସରଙ୍କ ଉପରେ ବର୍ଷିଲେ ହାଇକୋର୍ଟ: କହିଲେ, ତୁମେ ଜିଲ୍ଲାପାଳ ପାଇଁ ଫିଟ୍ ନୁହଁ
ଇନ୍ଦୋର: ଜଣେ ଜିଲ୍ଲାପାଳଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ। ପଞ୍ଚାୟତ ନିର୍ବାଚନରେ ଜଣେ ପରାଜୟ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରିଥିବାରୁ ସମ୍ପୃକ୍ତ ଆଇଏଏସ ଅଫିସରଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି କୋର୍ଟ। ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ଭର୍ତ୍ସନା କରିବା ସହ!-->…
ସ୍ୱାଧୀନତା ଦିବସରେ ରାଜଧାନୀରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ଅବସରର ରାଜଧାନୀ ଦିଲ୍ଲୀରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ। ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା(ଏଲଇଟି) ଏବଂ ଜୈସ-ଇ-ମହମ୍ମଦ(ଜେଇଏମ) କରିପାରନ୍ତି ଆକ୍ରମଣ। ଏମିତି କିଛି ଆଭାସ ପାଇଛି ଗୋଇନ୍ଦା ବିଭାଗ। ଏନେଇ ବିଭାଗ ଦିଲ୍ଲୀ ପୁଲିସକୁ ଆଲର୍ଟ କରିଛି। ଏ!-->…