Sign in
Sign in
Recover your password.
A password will be e-mailed to you.
ଖ୍ରୀଷ୍ଟିଅ ସାମ୍ପ୍ରଦାୟର ଆଜି ବିଷ୍ପ ବ୍ୟାପି ସଣ୍ଡେସ୍କୁଲ ଦିବସ ପାଳିତ…
ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ତ ଖ୍ରୀଷ୍ଟିୟ ସମ୍ପ୍ରଦାୟର ଆଜି ବିଶ୍ଵବ୍ୟାପି ସଣ୍ଡେସ୍କୁଲ ଦିବସ ପ୍ରତ୍ୟକ ମଣ୍ଡଳୀରେ ପାଳନ କରୁଥିବା ବେଳେ ରୁତୁଙ୍ଗିଆ ପାଷ୍ଟୋରେଟ ର ୧୫ ଗୋଟି ମଣ୍ଡଳୀ ମିସି ବୌଦୁଙ୍ଗିଆ ମଣ୍ଡଳୀରେ!-->!-->!-->…
ବ୍ରହ୍ମପୁରରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସଚେତନତା…
ଯେଉଁ ଦେଶ ଯେତେ ଦୁର୍ନୀତିମୁକ୍ତ ସେହି ଦେଶ ସେତେ ସମୃଦ୍ଧ
ବ୍ରହ୍ମପୁର : ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷ ଠାରେ ଦୁର୍ନୀତି ନିବାରଣ ସଚେତନତା ସଭା ଓ ଶପଥପାଠ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ଆରକ୍ଷୀ!-->!-->!-->…
ଦୁର୍ନୀତି ଦେଶ ତଥା ରାଜ୍ୟର ବିକାଶରେ ଅନ୍ତରାୟ ସୃଷ୍ଟି କରୁଛି
ଫୁଲବାଣୀ ୦୫/୧୧ : କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗଙ୍କ ନିଷ୍ପତି ଓ ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସମେତ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଦୁର୍ନୀତି ନିବାରଣ ସପ୍ତାହ ୨୦୨୨ ପାଳିତ!-->…
କାର୍ତ୍ତିକ ଓ ପ୍ରଣବ ପ୍ରକାଶ ମେମୋରିଆଲ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ପରିସରରେ ଆୟୋଜିତ କାର୍ତ୍ତିକ ଓ ପ୍ରଣବ ପ୍ରକାଶ ମେମୋରିଆଲ୍ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟର ଉଦଘାଟନ!-->…
ଲକ୍ଷ୍ମୀନୃସିଂହ କଳାମନ୍ଦିର ତରଫରୁ ଶିଶୁ ପ୍ରତିଭା ଅନ୍ୱେଷଣ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ ୪।୧୧ହିଞ୍ଜିଳିକାଟୁ ଲକ୍ଷ୍ମୀନୃସୀଂହ କଳାମନ୍ଦିର ପରିଷରରେ ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ଯୋଗ ଦେଇ ଥିବା ବେଳେସମ୍ନାନିତ ଅତିଥିଭାବେ!-->…
ହାଇକମାଣ୍ଡ ନିଷ୍ପତ୍ତି ଦେବା ଜାଣି ଆଶାୟୀ ବଢ଼ୁଛନ୍ତି
ମାଲକାନଗିରି,୦୫/୧୧ : ଆସନ୍ତା ୯ ତାରିଖରେ ହେବାକୁ ଥିବା କୋରାପୁଟ କେସିସି ବ୍ୟାଙ୍କ ସଭାପତି ପଦବୀ ର ନାମାଙ୍କନ ଦାଖଲ ର ଶେଷଦିନ।ଯେତିକି ପାଖେଇ ଆସୁଛି ଅସାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି।ବର୍ତ୍ତମାନ ସୁଦ୍ଧା ଅସାୟୀଙ୍କ ମଧ୍ୟରେ କୋରାପୁଟ ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ ,ପୂର୍ବତନ!-->…
ସାମ୍ବାଦିକଙ୍କ ପତ୍ନୀ ବିୟୋଗ
ବୁଗୁଡ଼ା (୫/୧୧) : ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ସରୋଜ କୁମାର ପ୍ରଧାନଙ୍କ ଧର୍ମପତ୍ନୀ ସୁଲତା ପ୍ରଧାନ(୪୦)ଙ୍କ ଅକାଳ ବିୟୋଗ ଘଟିଛି । ସେ ଦୀର୍ଘ ଦିନ ହେଲା ଶାରୀରିକ ଅସୁସ୍ଥତା ଅନୁଭବ କରିଆସୁଥିଲା ବେଳେ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ!-->…
ସଦନମେଣ୍ଡି ଓ କେନପାଜୁ ଠାରେ ପଲିସଭା ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଗୁମାଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଦନମେଣ୍ଡି ଓ କେନପାଜୁ ଠାରେ ପଲିସଭା ଅନୁଷ୍ଠିତ ହୋଇଯାଇଛି l ଉଭୟ ଗ୍ରାମରେ ଭକ୍ତ କହଁର ସଭା ପରିଚାଳନା କରିଥିଲେ l ଗ୍ରାମର ଜଳ ପରିମଳ, ରାସ୍ତାଘାଟ ମରାମତି, ଛେଳି ଗୁହାଳ, ଗାଈ ଗୁହାଳ ଓ କେନାଲ ମରାମତି ଉପରେ ଆଲୋଚନା!-->…
କନ୍ଧମାଳ ଜିଲ୍ଲା ଆଶାକର୍ମୀ ସଙ୍ଘ ପକ୍ଷରୁ ମାଦିକୁନ୍ଦା ଠାରୁ ବିଶାଳ ଶୋଭାଯାତ୍ରା
ଫୁଲବାଣୀ :- ଭାରତୀୟ ମଜଦୁର ସଂଘ ସହ ଅନୁବନ୍ଧିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘର ନିର୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ଆଶା କର୍ମୀ ସଙ୍ଘର ଏକ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଫୁଲବାଣୀ ଜିଲାପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଶ୍ରୀମତୀ ଅମ୍ବିକା ବେହେରା ଙ୍କ!-->…
ହାଟପଦାଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ
ଫୁଲବାଣୀ :-ନିଃସ୍ୱାର୍ଥପରମାର୍ଥ ସେବା ସଂଘକନ୍ଧମାଳ ପକ୍ଷରୁ ହାଟପଦା ମାଆ ନାରାୟଣୀଙ୍କ ସଭାଗୃହରେ ଏକ ସ୍ୱଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ରକ୍ତଦାନ ମହତ ଦାନ। ଏହି ସ୍ଲୋଗାନକୁ ଚରିତାର୍ଥ କରିବାକୁ ପ୍ରତ୍ୟେକ ଯୁବକ ଆଗେଇ ଆସିବା ଦରକାର।ନିଃସ୍ୱାର୍ଥ ପରମାର୍ଥ ସେଵା ସଂଘ!-->…