Sign in
Sign in
Recover your password.
A password will be e-mailed to you.
ଭିଜିଲାନ୍ସ ଜାଲରେ ବାଲିପାଟଣା ଏଏସଆଇ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ମହିଳା ଏଏସଆଇ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନାର ମହିଳା ଏଏସଆଇ ପୁସ୍ପଲତା ପାଇକରାୟଙ୍କୁ ବୁଧବାର ଓଡ଼ିଶା ଭିଜିଲାନ୍ସ ଲାଞ୍ଚ ନେବା ବେଳେ ଧରିଛି । ଜଣେ ଏତଲାକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା!-->…
ବାସିଖାଦ୍ୟ ଖାଇ ଜଣେ ମୃତ, ୫ ଅସୁସ୍ଥ
ସୋର : ଭୋଜିରେ ବଳି ପଡ଼ିଥିବା ଖାଦ୍ୟକୁ ରାତିରେ ଗରମ କରି ଖାଇଥିଲେ। ଆଉ ତା'ପରେ ଜଣେ ପରେ ଜଣେ କରି ଏମିତି ଗୋଟିଏ ପରିବାରରେ ୬ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସମସ୍ତେ ମେଡ଼ିକାଲ୍ରେ ଭର୍ତ୍ତି ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୫ ଜଣ ଗୁରୁତର ଅସୁସ୍ଥ ହୋଇ କଟକରେ ଏକ!-->…
ପାଟଣାଗଡ ଓ କୁଚିଣ୍ଡାରେ ଖୋଲିବ ନୂଆ ITI
ଭୁବନେଶ୍ବର: ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI) ଖୋଲାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାଦ୍ବାରା ଏହି ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବେ। କୁଚିଣ୍ଡାରେ!-->…
ଜୟପୁର ଓ ଉତକେଲା ବିମାନବନ୍ଦରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ଉଠାଇଲେ ସାଂସଦ ମାନସ ମଙ୍ଗରାଜ
ନୂଆଦିଲ୍ଲୀ : କୋରାପୁଟ ଜିଲ୍ଲାର ଜୟପୁର ଓ କଳାହାଣ୍ଡିର ଉତକେଲା ଏୟାରପୋର୍ଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ସଂସଦରେ ସ୍ୱତନ୍ତ୍ର ଆଲେଖ୍ୟ ଜରିଆରେ ଏହି ପ୍ରସଙ୍ଗ ଉଠାଇଛନ୍ତି ମାନସ ମଙ୍ଗରାଜ । ୨୦୧୭ରେ ମାଓ ଅଧ୍ୟୁଷିତ କୋରାପୁଟ ଓ!-->…
ଶ୍ରୀମନ୍ଦିର ଗର୍ଭଗୃହରୁ ଖସିଲା ପ୍ଲାଷ୍ଟର
ପୁରୀ: ଶ୍ରୀମନ୍ଦିର ଗର୍ଭଗୃହରୁ ପଥର ଖସିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଭକ୍ତଙ୍କ ମହଲେ ଅସନ୍ତୋଷ ପ୍ରକାଶ ପାଇଥିଲା ।
ଗର୍ଭଗୃହରୁ ପଥର ନୁହେଁ ପ୍ଲାଷ୍ଟର ଖସିଥିବା କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ଗର୍ଭ ଗୃହରେ ଆଦ୍ରତା ଅଧିକ ରହୁଥିବା ରତ୍ନ!-->!-->!-->…
ମୁକ୍ତା ଯୋଜନାରେ ସାମିଲ ହେଲେ ଶ୍ରମିକ
ଭୁବନେଶ୍ୱର: ମୁକ୍ତା ଯୋଜନାରେ ସାମିଲ ହେଲେ ଶ୍ରମିକ। ଏଣିକି କର୍ମ ନିଯୁକ୍ତି ପାଇବେ ସହରୀ ଶ୍ରମିକ । ଭୁବନେଶ୍ୱର, କଟକ ପରି ରାଜ୍ୟର ଅନ୍ୟ ସହରରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଏନେଇ ଆଜି ଲୋକସଭା ଭବନରେ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଛି । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା!-->…
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମିରେ ଭାରତୀୟ ମହିଳା ହକି ଦଳ
ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମି ଫାଇନାଲରେ ପହଞ୍ଚି ଯାଇଛି ଭାରତୀୟ ମହିଳା ଦଳ। ମଙ୍ଗଳବାର ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିବା ସବିତା ପୁନିଆଙ୍କ ଭାରତୀୟ ଟିମ ଆଜି ଜବରଦସ୍ତ ପ୍ରଦର୍ଶନ କରିଛି। ଆଜି ଦଳ କାନାଡାକୁ ୩-୨ ଗୋଲରେ ପରାସ୍ତ କରି ସେମି ଫାଇନାଲରେ ସ୍ଥାନ ପକ୍କା!-->…
୨୦୪୭ ସୁଦ୍ଧା ଭାରତ ହେବ ବିଶ୍ୱଗୁରୁ
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କହିଛନ୍ତି ଯେ ଯଦି ଦେଶବାସୀ ଆସନ୍ତା ୨୫ ବର୍ଷ ମଧ୍ୟରେ ଦେଶର ବିକାଶ ପାଇଁ ଥିବା ସଂକଳ୍ପକୁ ପୂରଣ କରନ୍ତି, ତେବେ ଭାରତ ୨୦୪୭ ସୁଦ୍ଧା ବିଶ୍ୱ ଗୁରୁ ହୋଇଯିବ।୨୦୪୭ରେ ଭାରତ କିପରି ହେବ ବିଶ୍ୱ ଗୁରୁ? ଏହା ପ୍ରତ୍ୟେକ!-->…
କାଗଜପତ୍ରରେ ୩ଟି କମ୍ପାନିର ନିର୍ଦ୍ଦେଶକ ଥିବା ବ୍ୟକ୍ତି ପ୍ରକୃତରେ ଅର୍ପିତାଙ୍କ ଡ୍ରାଇଭର
କୋଲକାତା : କୋଲକାତାର ଜଣେ ବ୍ୟକ୍ତିଙ୍କ ନାମ ହେଉଛି କଲ୍ୟାଣ ଧର । ସରକାରୀ କାଗଜପତ୍ର ଅନୁସାରେ ସେ କୋଟି କୋଟି ଟଙ୍କାର ବ୍ୟବସାୟ କରୁଥିବା ତିନୋଟି କମ୍ପାନିର ନିର୍ଦ୍ଦେଶକ । ଏଣୁ ସ୍ବାଭାବିକ ଭାବେ ସେ କୋଟି କୋଟି ଟଙ୍କାର ମାଲିକ ବୋଲି କୁହାଯାଇପାରିବ । କିନ୍ତୁ ସତ ତାହା ନୁହେଁ । ତାଙ୍କର!-->…
ପୁଟିନଙ୍କ ପ୍ରେମିକା ଆଲିନା କାବେଭାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା
ନୂଆଦିଲ୍ଲୀ: ପୁଟିନଙ୍କ ପ୍ରେମିକା ଆଲିନା କାବେଭାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା। ଆମେରିକାର ଟ୍ରେଜେରୀ ବିଭାଗ ମଙ୍ଗଳବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରେମିକାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିବା ଜଣାପଡ଼ିଛି। ଟ୍ରେଜେରୀ ବିଭାଗର ବିବୃତିରେ କୁହାଯାଇଛି ଯେ, ୟୁକ୍ରେନ!-->…