ଓଡିଶୀ ନୃତ୍ୟରେ ରାଜ୍ୟରେ ପ୍ରଥମ ସ୍ଥାନ ପାଇ ଜିଲ୍ଲାପାଇଁ ଗୌରବ ଆଣିଲେ ମାଲକାନଗିରି ଛାତ୍ରୀ

ମାଲକାନଗିରି (୨।୮) : ଗତ ୩୧ ଜୁଲାଇ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପରେ ଓଡିଶୀ ନୃତ୍ୟ ପରିଷଦ ଦ୍ୱାରା ପଦ୍ମଶ୍ରୀ ଡଃ ଇଲିଆନା ସିତାରିଷ୍ଟୀ, ଡଃ ସ୍ନେହାପ୍ରଭା ସାମନ୍ତରାୟଙ୍କ ସଭାପତିତ୍ୱରେ ୧୬ଟି ଓଡିଆ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛିା ଉକ୍ତ ମହୋତ୍ସବରେ ମାଲକାନଗିରି ନିବାସୀ

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୬ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୬ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସ୍ୱାଧୀନତା ଦିବସ ପାଳନ ପାଇଁ

ଆଜିଠାରୁ ଡାକ ଘରେ ମିଳିବ ଜାତୀୟ ପତାକା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ମୂଖ୍ୟ ଡାକଘରେ ସ୍ୱାଧୀନତାର ୭୫ତମ ଆ ଜାଦୀ କି ଅମୃତ ମହୋତ୍ସବ ଅବସରରେ ହର ଘର ମେ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ଉଦେଶ୍ୟରେ କମ ମୂଲ୍ୟରେ ଜାତୀୟ ପତାକା ବିକ୍ରୟ ଆରମ୍ଭ ହୋଇଛି l ଏହାକୁ ଫୁଲବାଣୀ ମୁନିସିପାଲିଟି ପୋୖରାଧ୍ୟାକ୍ଷା

ଯାଜପୁର ପ୍ରେମିକ ଆତ୍ମହତ୍ୟା: ବ୍ଲାକମେଲିଂ ଅଭିଯୋଗରେ ପ୍ରେମିକା ସମେତ ୪ ଗିରଫ

ଯାଜପୁର: ବହୁଚର୍ଚ୍ଚିତ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଚାଉଳିଆ ଗାଁର ଶେଷଦେବ ସାହୁ ଆତ୍ମହତ୍ୟା ଘଟଣାରେ ନୂଆ ଟୁଇଷ୍ଟ । ଧରା ପଡିଲା ପ୍ରେମିକାର ମିଛ ପ୍ରେମ । ଟଙ୍କା ପାଇଁ ପ୍ରେମ ଜାଲରେ ଫସାଇ ଯୁବକଙ୍କୁ ପ୍ରତାରିତ କରିଥିଲେ ପ୍ରେମିକା । ଏପରିକି ନୂଆ ପ୍ରେମିକ ସହ

ଅସନପାଟ ଆଶ୍ରମ ସ୍କୁଲର ୨୫ ଛାତ୍ରୀ ଅଜଣା ରୋଗରେ ଆକ୍ରାନ୍ତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକ ଆସନପାଟ ଆଶ୍ରମ ସ୍କୁଲର ୨୫ ଜଣ ଛାତ୍ରୀ ଅଜଣା ରୋଗରେ ପୀଡିତ ହୋଇଥିବା ଖବର ମିଳିଛି। ସମସ୍ତ ଆକ୍ରାନ୍ତ ଅନୁସୂଚିତ ଜନଜାତି ବର୍ଗର ହୋଇଥିବାବେଳେ ସେମାନେ ଏସ ଏସ ଡି ବିଭାଗ ଦ୍ଵାରା ପରିଚାଳିତ ଅସନପାଟ ଆଶ୍ରମରେ ହଷ୍ଟେଲରେ ରହୁଛନ୍ତି। ଆଜି

ଡେଙ୍ଗୁ ଜ୍ୱରର ସତର୍କ ଓ ସଚେତନତା ଶୋଭାଯାତ୍ରା

ମାଲକାନଗିରି(୨।୮) : ବର୍ତ୍ତମାନ ବର୍ଷା ଲାଗି ରହିଥିବା କାରଣରୁ ଗାଁ ଗହଳି ଓ ସହର ବଜାରରେ ଥିବା ନାଳ ନର୍ଦ୍ଦମା ପାଣି ଜମିବା ଫଳରେ ଏଡିସ ମଶାର ବଂଶ ବୃଦ୍ଧି କାରଣରୁ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସେଥିପାଇଁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେବା

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ ୨୦ ହଜାର ଟଙ୍କା ଜରିମାନା

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ଜିରିମିଆ ପ୍ରଧାନ (୨୭)କୁ

ମୃତ୍ୟୁ ପ୍ରମାଣପତ୍ର ପାଇଁ ୫ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କିରାଣୀ

ଖୋର୍ଦ୍ଧା: ମୃତ୍ୟୁ ପ୍ରମାଣପତ୍ର ଦେବା ପାଇଁ ଜଣେ ବ୍ୟକ୍ତି ଠାରୁ ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ତଥା ଭାରପ୍ରାପ୍ତ ଭାଇଟାଲ୍ ଷ୍ଟାଟିଷ୍ଟିକ୍ସ କିରାଣୀ ଅନୂପ କୁମାର ଶତପଥୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସୂଚନାନୁସାରେ,

ଗଛରେ ପିଟିହେଲା କାର,ଜଣେ ମୃତ,୪ ଆହତ

ଫୁଲବାଣୀ : ଆଜି ଅପରାହ୍ନ ତିନିଟା ରେ ଏକ କାର ଫୁଲବାଣୀ -ଭୁବେନଶ୍ବର ରାସ୍ତା ଖଜୁରୀପଡା ଥାନା ଅନ୍ତର୍ଗତ ବାରପୋଲିଆ ଠାରେ ଏକ କାର ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟିହୋଇଯିବା ଫଳରେ ଜଣକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର

କିଟ୍‍ ପଲିଟେକ୍‍ନିକ ରାଜ୍ୟରେ ପ୍ରଥମ

ଭୁବନେଶ୍ୱର,୨/୮: କ୍ୟୁସିଆଇ ନାବେଟ ର‌୍ୟାଙ୍କିଂରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ କିଟ୍‍ ପଲିଟେକ୍‍ନିକ୍‍ ଓଡ଼ିଶାର ପ୍ରଥମ ସ୍ଥାନ ଅଧିକାର କରିଛି। ସଂପ୍ରତି ଗୁଣାତ୍ମକ ଶିକ୍ଷା ଓ ଗୁଣାତ୍ମକ ଶିକ୍ଷାନୁଷ୍ଠାନ ଉପରେ ରାଜ୍ୟ ସରକାର ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ