Sign in
Sign in
Recover your password.
A password will be e-mailed to you.
କଳିଙ୍ଗ ଷ୍ଟାଡିୟମରେ ନେପାଳ-ବାଂଲାଦେଶ ଖେଳାଳି ହାତାହାତି
ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ହକି ଗ୍ରାଉଣ୍ଡ ପାଲଟିଯାଇଛି ବ୍ୟାଟଲ ଗ୍ରାଉଣ୍ଡ । କଳିଙ୍ଗ ଷ୍ଟାଡିୟମରେ ନେପାଳ ଏବଂ ବାଂଲାଦେଶ ଖେଳାଳି ହାତାହାତି ହୋଇଛନ୍ତି । ସାଫ ଫୁଟବଲ ମ୍ୟାଚ୍ ବେଳେ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ମାରପିଟ୍ ହୋଇଛି । କିଛି ସମୟ ପାଇଁ ମ୍ୟାଚ୍ ବନ୍ଦ ରହିବା ପରେ ମ୍ୟାଚ୍!-->…
ତେଲୁଗୁ ରେଡ୍ଡୀ ସମ୍ପ୍ରଦାୟର ଲୋକଙ୍କୁ OBC ପଚ୍ଛୁଆବର୍ଗଶ୍ରେଣୀରେ ସାମିଲ କରିବା ନିମନ୍ତେ ଦାବୀ
ବ୍ରହ୍ମପୁର : ଓଡ଼ିଶାରେ ବସବାସ କରୁଥିବା ପ୍ରାୟ ୧୫ ଲକ୍ଷ ଲୋକ ସମସ୍ତ ତେଲୁଗୁ ରେଡ୍ଡୀ ସମ୍ପ୍ରଦାୟର ଲୋକଙ୍କୁ OBC ପଚ୍ଛୁଆବର୍ଗଶ୍ରେଣୀରେ ସାମିଲ କରିବା ନିମନ୍ତେ ରାଜ୍ୟସରକାର ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନିମନ୍ତେ ମହାସଂଘ ଦାବୀ ଉପସ୍ଥାପନ କରିଛନ୍ତି । ପ୍ରାଥମିକ!-->…
୩ଦିନିଆ ମାଲକାନଗିରି ଗସ୍ତରେ ବିଏସଏଫ ଏଡିଜି ଆଶିଷ ଗୁପ୍ତା
ମାଲକାନଗିରି : ବିଏସ୍ଏଫ୍ ଏଡିଜି ଆଶିଷ ଗୁପ୍ତାଙ୍କ ୩ଦିନିଆ ମାଲକାନଗିରି ଓ ସ୍ବାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି । ଏହି ସବୁ ଅଞ୍ଚଳ ଗସ୍ତ କରି ଏଡିଜି ଯବାନମାନଙ୍କ ସହ ଆଲୋଚନା କରିବା ସହ, ମାଓ ସ୍ଥିତି ନେଇ ସମୀକ୍ଷା କରିଥିଲେ । ସ୍ବାଭିମାନ ଅଞ୍ଚଳରେ ଏଡିଜି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା!-->…
ମାଲକାନଗିରି ପୌରପରିଷଦ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ନିମନ୍ତେ ବୈଠକ
ମାଲକାନଗିରି (୨/୮) : ଆଜି ମାଲକାନଗିରି ଉପ - ଜିଲ୍ଲାପାଳ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ, ମାଲକାନଗିରି ସହରର ବିଭିନ୍ନ ସମସ୍ୟା ଓ ତା'ର ସମାଧାନ ନିମନ୍ତେ ଗୋଟିଏ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମାଲକାନଗିରି ପୈାରପରିଷଦର!-->…
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦୦ ମିଟର ଦୌଡ଼ରେ ଦୂତୀ ଚାନ୍ଦ ବିଫଳ
ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦୦ ମିଟର ଦୌଡ଼ରେ ଦୂତୀ ଚାନ୍ଦ ବିଫଳ ହୋଇଛନ୍ତି । ରାଉଣ୍ଡ-୧ ହିଟ୍ ୫ରେ ଚତୁର୍ଥ ସ୍ଥାନରେ ରହି ସେମିଫାଇନାଲରୁ ସେ ବଞ୍ଚିତ ହୋଇଛନ୍ତି । ୧୧.୫୫ ସେକେଣ୍ଡରେ ଦୂରତା ପାର କରି ଦୂତୀ ସେମିରୁ ବଞ୍ଚିତ ହୋଇଛନ୍ତି ।
ସୂଚନାଯୋଗ୍ୟ ରାଜ୍ୟଗୋଷ୍ଠୀ!-->!-->!-->…
ନିଜ ଇଚ୍ଛା ଶକ୍ତି ବଳରେ ଜଣେ ସଫଳ ଚିତ୍ରକାର : ଭବାନୀ
ମାଲକାନଗିରି : ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଲୁକାୟିତ ଅବସ୍ଥାରେ ରହିଛି ଅନେକ ପ୍ରତିଭାବାନ ଝିଅ l ମାଲକାନଗିରି ଜିଲ୍ଲାରେ ଏମିତି ଅନେକ ଝିଅ ଅଛନ୍ତି ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭାକୁ ପ୍ରମାଣିତ କରିଚାଲିଛନ୍ତି l କିଛି ଝିଅ ଆଗକୁ ବଢ଼ିବା ପାଇଁ ଅନେକ ସ୍ବପ୍ନ!-->…
ଜଳ ସମ୍ପଦ ବିଭାଗ ପାଇଁ ରାଜ୍ୟ ସରକାର ଦେଲେ ନୂଆ ନିଯୁକ୍ତି, ଯୋଗଦେଲେ ୧୦୬ ମେକାନିକାଲ ଇଂଜିନିୟର
ଭୁବନେଶ୍ବର: ରାଜ୍ୟସରକାରଙ୍କ କର୍ମଚାରୀ ଚୟନ ଆୟୋଗ ମାଧ୍ୟମରେ ଆଜି ଜଳ ସମ୍ପଦ ବିଭାଗର ୧୦୬ ଜଣ ଜୁନିୟର ଇଂଜିନିୟର (ମେକାନିକାଲ) ଯୋଗ ଦେଇଛନ୍ତି । ଏନେଇ ଆୟୋଜିତ ଏକ ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତିପତ୍ର ଦେବା ସହ ନବ ନିଯୁକ୍ତ କର୍ମଚାରୀମାନଙ୍କୁ!-->…
ଆଇପିଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ବଦଳିଲେ ବୌଦ୍ଧ ଓ ଦେବଗଡ଼ ଏସ୍ପି
ଭୁବନେଶ୍ବର : ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବୌଦ୍ଧ ଓ ଦେବଗଡ଼ ଜିଲ୍ଲାର ଏସପିଙ୍କୁ ପରିବର୍ତ୍ତନ କରାଯାଇଛି । ପ୍ରହ୍ଲାଦ ସହାଇ ମୀନା ହେଲେ ବୌଦ୍ଧ ଜିଲ୍ଲାର ନୂଆ ଏସପି । କ୍ରାଇମ ଡିସିପି ପ୍ରମୋଦ ରଥଙ୍କୁ ଦେବଗଡ଼ ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ଆଜି ରାଜ୍ୟ!-->…
ଓଟିଏମ୍ ପୂର୍ବ କର୍ମଚାରୀଙ୍କୁ ମିଳିବ ବକେୟା ଅର୍ଥ, ୧୫୦ କୋଟି ଦେବାକୁ ସରକାର ପ୍ରସ୍ତୁତ
ଓଟିଏମ ପୁନଃରୁଦ୍ଧାର ପ୍ରସଙ୍ଗରେ ହାଇକୋର୍ଟ ମାମଲାର ଶୁଣାଣି। ଅଫିସିଆଲ ଲିକ୍ୟୁଡେଟର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଓଟିଏମ କମ୍ପାନୀର କେତେ କର୍ମଚାରୀଙ୍କର କେତେ ଟଙ୍କା ବକେୟା ରହିଛି, ସେନେଇ ହିସାବ କରିବାକୁ ଚାଟାର୍ଡ ଆକାଉଣ୍ଟଣ୍ଟ!-->…
୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଆର୍ଆଇ
ବାଲେଶ୍ୱର:୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ବାଲେଶ୍ୱର ସଦର ତହସିଲ ବଇଞ୍ଚା ରାଜସ୍ୱ ନିରୀକ୍ଷକ (ଆର୍ଆଇ) ଡଲି ସେଠୀ । ମୃତ୍ୟୁକାଳୀନ ସହାୟତାର ରାଶି ବାବଦକୁ ରିପୋର୍ଟ ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ସେ ଏହି ଲାଞ୍ଚ ନେଉଥିଲେ ।
ସୂଚନା ଅନୁସାରେ, ତ୍ୟୁକାଳୀନ!-->!-->!-->…