ମେଘା ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଦାରିଙ୍ଗବାଡ଼ି, (୨/୮) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଧିନସ୍ତ ବ୍ରାହ୍ମଣୀଗାଁ ଗ୍ରାମପଞ୍ଚାୟତ ଅଧିନସ୍ତ ଗ୍ରାମ ବାସୀ ମାନେ ପାନୀୟଜଳର ଉତ୍କଟ ସମସ୍ୟାରେ ଦୀର୍ଘ ବର୍ଷ ଧରି ହଇରାଣ ହରକତ ହୋଇ ଆସୁ ଛନ୍ତି। ପାନୀୟ ଜଳ ସମସ୍ୟା ନେଇଁ ବହୁବର୍ଷ ଧରି ପଞ୍ଚାୟତ ବାସୀ ଜିଲାପାଳ, ବିଧାୟକ ଓ

ଜୟଦେବ କଲେଜରେ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ମାସ ମାସ ଧରି ଛାତ୍ରୀଙ୍କୁ ଦିଆଯାଉଥିଲା ଶାରୀରିକ ଓ ମାନସିକ ନିର୍ଯାତନା । ଗୁରୁ ଶିଷ୍ୟ ସଂପର୍କକୁ କଳଙ୍କିତ କରୁଥିବା ଏହି ଘଟଣା ଘଟିଛି ରାଜଧାନୀ ଛାତି ଉପରେ । ଭୁବନେଶ୍ୱର ଜୟଦେବ କଲେଜର ଇକୋନୋମିକ୍ସ ବିଭାଗର ଛାତ୍ରୀଙ୍କୁ କଲେଜର ଫିଜିକ୍ସ ବିଭାଗର ଅଧ୍ୟାପକ ଦୀର୍ଘଦିନ ଧରି

୧୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ଟ୍ରଫ୍‌ ଲାଇନ୍‌ ବର୍ତ୍ତମାନ ଦୁର୍ବଳ ଅବସ୍ଥାରେ ଗତି କରୁଛି। ଯାହା ଫଳରେ ରାଜ୍ୟରେ ମୌସୁମୀ ବର୍ଷାର ସମ୍ଭାବନା ନାହିଁ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାଗୁଡ଼ିକରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା

ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ଜୟପୁର : ବୈପାରିଗୁଡାର ଗରମପାଣି ଜଙ୍ଗଲରୁ ବିପୁଳ ପରିମାଣେ ମାଓ ବିସ୍ପୋରକ ଜବତ । ବନ୍ଧୁକର ଗୁଳି ଓ ବିସ୍ପୋରକ ଜବତ ହୋଇଛି। ଡିଭିଏଫ ଓ ରାମଗିରି କ୍ୟାମ୍ପର ବିଏସଏଫ ର ମିଳିତ କମ୍ବି ଅପରେସନ ବେଳେ ମାଓ ବିସ୍ପିୋରକ ଜବତ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଳେ କୋରାପୁଟ ଏସପି _ବରୁଣ

ଅବୈଧ ଡିଜିଟାଲ୍ ଲୋନ୍ ଆପ୍ ମାମଲାରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଗିରଫ କଲା EOW

ଭୁବନେଶ୍ବର: ଡିଜିଟାଲ ଋଣ ଆପ୍‌ ଠକେଇ ମାମଲାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଗିରଫ । ଦିଲ୍ଲୀରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ନୀରବ ଗୁପ୍ତାଙ୍କୁ ଗିରଫ କଲା EOW । ଡିଜିଟାଲ୍‌ ଆପ୍‌ରେ ଋଣ ଦେଇ ଲୋକଙ୍କଠାରୁ ଅଧିକ ଟଙ୍କା ଆଦାୟ କରୁଥିଲେ। ଋଣ ଆଦାୟ ପାଇଁ ଲୋକଙ୍କୁ ମୋବାଇଲ୍‌ରେ ଧମକ ଆସୁଥିଲା।

କାଷ୍ଟିଂ କାଉଚ୍ ମାମଲା: କମେଡି କିଙ୍ଗ୍ ପପୁ ପମପମଙ୍କୁ କ୍ଲିନଚିଟ୍

ଭୁବନେଶ୍ୱର: କମେଡି କିଙ୍ଗ୍ ପପୁ ପମପମଙ୍କୁ ମିଳିଲା କ୍ଲିନଚିଟ୍ ।୨୦୧୬ର କାଷ୍ଟିଂ କାଉଚ୍ ମାମଲାରେ କ୍ଲିନଚିଟ୍ ମିଳିଥିବା ସୂଚନା ମିଳିଛି । ପପୁଙ୍କ ନାଁରେ ଅଭିଯୋଗ ଆଣିଥିଲେ ନାବାଳିକା । ଏହା ସହ ଆଜି ପପୁଙ୍କ ସହ ସହଯୋଗୀ ଗିଟୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଦୁହିଁଙ୍କୁ

ରାଜ୍ୟରେ ଆଉ ୭୪୧ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୪୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୩ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୦୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ୧୮ ବର୍ଷ ବୟସ ମଧ୍ୟରେ ୧୩୮ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ

କେନ୍ଦୁଝରରେ ଜାତୀୟ ଜନଜାତି ଆୟୋଗ ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମକ ଘଟଣା : ତଦନ୍ତ ରିପୋର୍ଟ ଦେବାକୁ ଅଧ୍ୟକ୍ଷଙ୍କ…

କେନ୍ଦୁଝର ୨ । ୮ : କେନ୍ଦୁଝରରେ ଜାତୀୟ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକଙ୍କୁ ଦୁଇ ଦିନରେ ଦୁଇଟି ସ୍ଥାନରେ ମରଣାନ୍ତକ ଆକ୍ରମଣକୁ ନେଇ ପ୍ରଶାସନର ଦାୟିତ୍ବ ଓ କର୍ତ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇବା ସହ ଏହା ଏକ ପ୍ରାୟୋଜିତ ଆକ୍ରମଣ ବୋଲି କହିଛନ୍ତି ଅନନ୍ତ ନାୟକ ।

ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡର ପ୍ରହାର : ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର

ଫୁଲବାଣୀ(୦୨/୦୮) : କେନ୍ଦ୍ରସରକାର ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନା ସୃଷ୍ଟି କରାଯାଉଛି।ଏପରିକି ଘରୋଇ ଶିକ୍ଷାନୁଷ୍ଠାନରେ ଯାହା ସବୁ ଦିଆ ଯାଉଛି ତା ଠାରୁ ଆହୁରି ଅଧିକ ସୁବିଧା ପାଇବା ପାଇଁ ନୂତନ ଶୈଳୀରେ ଉଚ୍ଚ ବିଦ୍ୟାଳୟ ମାନଙ୍କୁ କୋଟି

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଲନ୍‌ ବଲ୍‌ରୁ ଐତିହାସିକ ପଦକ ନିଶ୍ଚିତ

ବର୍ମିଂହାମ୍‌ ନିଜ ପରିଚୟ ପାଇଁ ସଂଘର୍ଷ କରୁଥିବା ଲନ୍‌ ବଲ୍‌ରୁ ଭାରତ ଏକ ଐତିହାସିକ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜୟକୁ ନିଶ୍ଚିତ କରିଛି। ଲନ୍‌ ବଲ୍‌ର ମହିଳା ଫୋର୍‌ସ ପ୍ରତିଯୋଗିତାରେ ଭାରତୀୟ ଦଳ ସୋମବାର ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌କୁ ୧୬-୧୩ରେ ପରାସ୍ତ କରି ସର୍ବପ୍ରଥମ ଥର