Sign in
Sign in
Recover your password.
A password will be e-mailed to you.
ସୁନ୍ଦରଗଡ଼ ମାଟିର ପୁଅ ଦୟାନିଧି ତନ୍ତୀ ହେଲେ କେନ୍ଦ୍ରୀୟ ସୁରକ୍ଷା ବଳର ଡି.ଆଇ.ଜି
ରାଉରକେଲା,(ବସନ୍ତ କୁମାର ଜେନା): ସୁନ୍ଦରଗଡ ଜିଲ୍ଲାର ସବଡେଗାରେ ଜନ୍ମିତ ଓଡ଼ିଆ ପୁଅ ଦୟାନିଧି ତନ୍ତୀ ଆଜି କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ )ର ଡିଆଇଜି ପଦବୀରେ ଅଧିଷ୍ଠିତ ହୋଇପାରିଛନ୍ତି। ଏହା ସୁନ୍ଦରଗଡ଼ ଏବଂ ଓଡିଶା ପ୍ରତି ଗର୍ବ ଓ ଗୌରବର ବିଷୟ ହୋଇପାରିଛି।କେନ୍ଦ୍ରୀୟ ସୁରକ୍ଷା!-->…
ଚୁକ୍ତିଭିତ୍ତିକ ନିଯୁକ୍ତି କୁ ଉଚ୍ଛେଦ ପ୍ରତିବାଦ ରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର…
ନବରଙ୍ଗପୁର : ଚୁକ୍ତି ଭିତ୍ତିକ କର୍ମଚାରୀ ମହାସଂଘ ନବରଙ୍ଗପୁର ତରଫରୁ ଆଜି ଏକ ମେମୋରେଣ୍ଡମ୍ ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦିଆଯାଇଛି । ଏଥିରେ ମୁଖ୍ୟତଃ ଚୁକ୍ତିଭିତ୍ତିକ ନିଯୁକ୍ତି କୁ ଉଚ୍ଛେଦ କରିବା ସଙ୍ଗେ ସଙ୍ଗେ ୬ ବର୍ଷ ପୂରଣ କରିଥିବା ଚାକିରୀଆ ଙ୍କୁ ସରକାରୀ ଚାକିରିଆ!-->…
ଯୁବକଙ୍କୁ ଖଣ୍ଡାରେ ନିର୍ମମ ଭାବେ ହତ୍ୟା : ହତ୍ୟାକାରୀ ଙ୍କୁ ଗିରଫ ଦାବି ରେ ଶବ ରଖି ପରିବାର ଲୋକ ଙ୍କ…
ନବରଙ୍ଗପୁର : ନବରଙ୍ଗପୁର ସହରରେ ବୁଲିଲା ଖଣ୍ଡା l ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନବରଙ୍ଗପୁର ସଦରମୁହକୁମା ସ୍ଥିତ ଗଦବାଗୁଡା ଅଞ୍ଚଳ ର ଶେଖ ନିଜାମକୁ କିଛି ଯୁବକ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି । ଏପଟେ ଶେଷ ସମୟ ରେ ନିଜାମ ନିଜ ବୟାନ ରେ ଆକ୍ରମଣ କାରୀ ଙ୍କ ନାଁ ପ୍ରକାଶ!-->…
ସୁନ୍ଦରଗଡ଼ ସହରରେ ସାମୁହିକ ବନ୍ଦେ ମାତରଂ କାର୍ଯ୍ୟକ୍ରମ…
ସୁନ୍ଦରଗଡ଼ : ସୁନ୍ଦରଗଡ଼ ,ସ୍ୱତନ୍ତ୍ରତା ର ୭୫ ତମ ବର୍ଷ ଅବସରରେ ସାରା ଭାରତ ବର୍ଷରେ ପାଳିତ ହେଉଛି ଅମୃତ ମହୋତ୍ସବ। ୧୫ ଅଗଷ୍ଟ ୨୦୨୧ ରୁ ଏକ ବର୍ଷ ପର୍ଯ୍ୟନ୍ତ ଏହି ଉତ୍ସବ ପାଳିତ ହେବ। ଏହି କ୍ରମରେ ଆଜି ସକାଳ ୭ ଟାରେ ସୁନ୍ଦରଗଡ଼ ନଗରରେ ସାମୁହିକ ବନ୍ଦେ ମାତରଂ କାର୍ଯ୍ୟକ୍ରମ ର ଆୟୋଜନ!-->…
ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗରେ ଯୋଗଦେଲେ ୬୮୯୧ ହାଇସ୍କୁଲ ଶିକ୍ଷକ
ଭୁବନେଶ୍ୱର: ଆପଣମାନେ ସମସ୍ତେ ଯୁବକ ଓ ବହୁତ ଉତ୍ସାହୀ । ତେଣୁ ଶିକ୍ଷକତାକୁ ଏକ ଚାକିରି ଭାବରେ ଗ୍ରହଣ ନ କରି ଏହାକୁ ଏକ ସଂକଳ୍ପ ଭାବେ ନେଇ କାମ କରନ୍ତୁ । ମୋର ବିଶ୍ୱାସ, ମୋ ଓଡ଼ିଶାର ପିଲାମାନଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବାରେ ଆପଣମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଆଜି!-->…
ଶେଷ ହେଲା ବଜେଟ୍ ଅଧିବେଶନ
ଭୁବନେଶ୍ବର: ଶେଷ ହେଲା ବଜେଟ୍ ଅଧିବେଶନ (ମୈାସୁମୀ ଅଧିବେଶନ) । ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତ୍ତି । ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ଶେଷ ହୋଇଛି ବଜେଟ୍ ଅଧିବେଶନ । ତେବେ ଶେଷ ଦିନରେ ସବୁଠୁ ବଡ଼ କଥା ଯାହା ହୋଇଛି ତାହା ହେଉଛି ବିଧାୟକଙ୍କ ଦରମା!-->…
ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ବାଚସ୍ପତି ଗଠନ କଲେ କମିଟି
ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ବାଚସ୍ପତି କମିଟି ଗଠନ କରିଛନ୍ତି। ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଥିବାବେଳେ ଏଥିରେ କଂଗ୍ରେସ ଓ ବିଜେପିର ସଦସ୍ୟ ଅଛନ୍ତି। ଦରମା ଓ ଭତ୍ତା ବୃଦ୍ଧି ନେଇ କମିଟି ଅନୁଧ୍ୟାନ କରି ରିପୋର୍ଟ!-->…
ଭୋଜି ଖାଇ ୪୦ ଅସୁସ୍ଥ, ଜଣେ ମୃତ
ଭୋଗରାଇ: ଭୋଜି ଖାଇ ୪୦ ଅସୁସ୍ଥ। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଦାରୁହା ଗ୍ରାମରେ। ୪୦ ଜଣ ଝାଡ଼ା ବାନ୍ତିରେ ଅସୁସ୍ଥ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଚିକିତ୍ସା ଅବହେଳା କାରଣରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ପ୍ରାପ୍ତ ସୂଚନା ମୁତାବକ୍!-->!-->!-->…
POS ମେସିନ ଲଗାଇବା ଆଳରେ ଦୋକାନୀମାନଙ୍କୁ ଠକୁଥିବା ଦମ୍ପତି ଗିରଫ
ଯାଜପୁର: ବିଭିନ୍ନ ଦୋକାନରେ POS ବା ପଏଣ୍ଟ ଅଫ ସେଲ ମେସିନ ଲଗାଇବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଥିବା ଦମ୍ପତିଙ୍କ ଗ୍ୟାଙ୍ଗକୁ କାବୁ କରିବାକୁ ସକ୍ଷମ ହୋଇଛି ଯାଜପୁର ପୋଲିସ। ଏହି ଠକଙ୍କ ଠାରୁ ନଗଦ ଲକ୍ଷ ଟଙ୍କା,୬୩ଟି ଏଟିଏମ କାର୍ଡ,ଗୋଟିଏ କ୍ରେଡିଟ କାର୍ଡ,୭ଟି ମୋବାଇଲ ଫୋନ,୪୬ ଟି!-->…
ନିଉଡ୍ କଲ୍ ଜାଲରେ ଫସିଲେ ଇଞ୍ଜିନିୟର, କିସ୍ତିରେ ନେଇଗଲେ ୨୫ ଲକ୍ଷ ଟଙ୍କା
ଭୁବନେଶ୍ୱର: ନିଉଡ଼ କଲର ଶିକାର ହେଲେ ବିଏସଏନଏଲ ଇଂଜିନିୟର । ନଗ୍ନ ନାୟିକାଙ୍କ ନିଉଡ୍ ଭିଡ଼ିଓ କଲ ଜାଲରେ ଫସି ଇଂଜିନିୟର ଆକାଉଣ୍ଟରୁ ୨୫ ଲକ୍ଷ କଟିଯାଇଛି । ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଠକେଇର ଶିକାର ହୋଇଥିବା ଇଞ୍ଜିନିୟର । ଠକେଇ ଶିକାର ହୋଇଥିବା ଇଞ୍ଜିନିୟର ଜଣକ ଏନେଇ!-->…