ସୋନିଆ, ରାହୁଲଙ୍କୁ ଜେରା ପରେ ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌ କାର୍ଯ୍ୟାଳୟରେ ପଶିଲା ଇଡି

ନୂଆଦିଲ୍ଳୀ: ‘ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌’ ଖବରକାଗଜ ମାମଲାରେ କଂଗ୍ରେସ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ଜେରା ହେବା ପରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ (ଇଡି) ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌ ଖବରକାଗଜ କ‌ାର୍ଯ୍ୟାଳୟ ପରିସରରେ ଚଢ଼ାଉ

ଗୁଜୁରାଟ ପାଇଁ ଆପର ଜୋରଦାର କସରତ, ବିଧାନସଭା ନିର୍ବାଚନର ୪ ମାସ ପୂର୍ବରୁ ଘୋଷଣା ହେଲା ୧୦ ପ୍ରାର୍ଥୀଙ୍କ ନାମ

ଅହମ୍ମଦାବାଦ: ଚଳିତ ବର୍ଷ ଗୁଜୁରାଟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତାକୁ ଆସିବା ପରେ ଗୁଜୁରାଟରେ କ୍ଷମତାକୁ ଆସିବାକୁ ସମ୍ପୂର୍ଣ୍ଣ ଉଦ୍ୟମ କରୁଥିବା ଦଳ ୧୦ଟି ଆସନ ପାଇଁ

୧୦ ଥର କଲ କଲେ ବି ପଶ୍ଚିମବଙ୍ଗ ମନ୍ତ୍ରୀମାନେ ଫୋନ ଉଠାନ୍ତି ନାହିଁ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ପ୍ରତୀମା ଭୋମିକ ମଙ୍ଗଳବାର ଦିନ ଲୋକସଭାରେ ପଶ୍ଚିମବଙ୍ଗ ସରକାରଙ୍କ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ‘ଆମେ ୧୦ ଥର କଲ କଲେ ବି ପଶ୍ଚିମବଙ୍ଗ ମନ୍ତ୍ରୀମାନେ ଫୋନ୍ ଉଠାନ୍ତି ନାହିଁ… ଏହା ହେଉଛି ପରିସ୍ଥିତି।” ରାଜ୍ୟରେ କେନ୍ଦ୍ର ସରକାରଙ୍କ

ଅଲ-ଜଓ୍ବାହିରିକୁ ନିପାତ କରିଛି ଆମେରିକାର ରହସ୍ୟମୟ ‘ନିଞ୍ଜା ବମ୍’

ନୂଆଦିଲ୍ଲୀ : ଆମେରିକା ଦ୍ବାରା ଅଲକାଇଦା ମୁଖ୍ୟ ଆଇମନ୍ ଅଲ-ଜଓ୍ବାହିରିକୁ ଡ୍ରୋନ ଆକ୍ରମଣ କରି ହତ୍ୟା କରାଯିବା ଘଟଣା ସମଗ୍ର ବିଶ୍ବରେ ଚର୍ଚ୍ଚାରେ ରହିଛି । କାବୁଲର ଏକ ଘରେ ଥିବା ବାଲକୋନିରେ ସେ ବୁଲୁଥିବାବେଳେ ଆମେରିକାର ଡ୍ରୋନରୁ ଏକ ବୋମା ନିକ୍ଷେପ ହୋଇ ତାକୁ ନିପାତ କରିଥିଲା

ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ, ୭ ଛୁଇଁଲା ସଂଖ୍ୟା

ଥିରୁବନ୍ତପୁରମ୍‌: ମାଡି ଚାଲିଛି ମଙ୍କିପକ୍ସ ଭୂତାଣୁ। କେରଳରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ୩୦ ବର୍ଷିୟ ଯୁବକ ଏହି ଭାଇରସ୍‌ରେ ସଂକ୍ରମିତ ହୋଇଥିବା ନେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିଣା ଜର୍ଜ ସୂଚନା ଦେଇଛନ୍ତି।ଆକ୍ରାନ୍ତ ଯୁବକ ଜଣକ କେରଳର ମଲ୍ଲପୁରମ୍‌ ଅଞ୍ଚଳର।

ନାନ୍ସି ତାଇୱାନ ଗଲେ ପରିଣାମ ଭୋଗିବ ଆମେରିକା : ଚାଇନା

ବେଜିଂ: ଆମେରିକାକୁ ଖୋଲା ଧମକ ଦେଇଛି ଚାଇନା। ଆମେରିକାର ବାଚସ୍ପତି ନାନ୍ସି ପେଲୋସି ତାଙ୍କର ଏସିଆ ଟ୍ରିପ ବେଳେ ଯଦି ତାଇୱାନ ଗସ୍ତ କରିବେ, ତା’ହେଲେ ଏହାର ଭୟଙ୍କର ପରିଣାମ ୱାଶିଂଟନକୁ ଭୋଗିବାକୁ ପଡ଼ିବ ବୋଲି ଆଜି ଚାଇନା ପକ୍ଷରୁ ଚେତାବନୀ ଦିଆଯାଇଛି। ତାଇୱାନକୁ ଚାଇନା ସବୁବେଳେ ନିଜର କହି

ମହିଳାଙ୍କୁ ବିଜ୍ଞାପନରେ କାମ କରିବା ମନା

ତେହରାନ୍‌: ମହିଳାଙ୍କୁ ବିଜ୍ଞାପନ ମନା। ଏଣିକି ଆଉ ମହିଳାମାନେ ବିଜ୍ଞାପନରେ କାମ କରିପାରିବେ ନାହିଁ। ଏଭଳି କଛି ନିର୍ଦ୍ଦେଶ ଜାରି କରିଛନ୍ତି କଟ୍ଟରପନ୍ଥୀ ଇସଲାମିକ ନେତାମାନେ। ଏକ ଆଇସ୍‌କ୍ରିମ ବିଜ୍ଞାପନକୁ ନେଇ ବିବାଦ ଉପୁଜିବା ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି।ନିକଟରେ ଇରାନ୍‌ରେ

ପାର୍ଥ ଚାଟାର୍ଜୀଙ୍କ ଉପରକୁ ଚପଲ ପିଙ୍ଗିଲେ ମହିଳା

କୋଲାକତା: ବେଙ୍ଗଲ ଶିକ୍ଷକ ନିଯୁକ୍ତି ଦୂର୍ନୀତି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ବହିଷ୍କୃତ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପରେ ଲୋକଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି। ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଇଡି ପାର୍ଥ ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିଛି। ଏଥିସହ

ଅଲକାଏଦାର ମୁଖ୍ୟ ହେବ ସୈଫ !

ୱାଶିଂଟନ: କୁଖ୍ୟାତ ଆତଙ୍କୀ ସଂଗଠନ ଅଲକାଏଦାର ମୁଖ୍ୟ ଆୟମାନ ଅଲ ଜୱାହିରୀ ଆମେରିକାର ଡ୍ରୋନ ଷ୍ଟ୍ରାଇକରେ ଆଖିବୁଜିଛି। ଓସାମା ବିନ ଲାଡେନ ପରେ ଜୱାହିରୀ ହିଁ ଅଲକାଏଦାର କମାଣ ସମ୍ଭାଳୁଥିଲା। ତେବେ ଲାଡେନ ଭଳି ଜୱାହିରୀର ଖେଳ ମଧ୍ୟ ଆମେରିକା ସୁରକ୍ଷାକର୍ମୀମାନେ ଶେଷ କରି

ମୋ ଘରେ ୫୦ କୋଟି ଟଙ୍କା ରଖାଯାଇଥିବା କଥା ମୁଁ ଜାଣିନଥିଲି : ଅର୍ପିତା ମୁଖାର୍ଜୀ

ନୂଆଦିଲ୍ଲୀ: ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ବଡ଼ ବୟାନ ଦେଇଛନ୍ତି। ତାଙ୍କର ଦୁଇଟି ଘରୁ ନଗଦ ୫୦ କୋଟି ଟଙ୍କା ମିଳିବା ପରେ ଇଡି ତାଙ୍କୁ ଗିରଫ କରିଥିଲା। ତାଙ୍କ ଘରୁ ଏତେ ପରିମାଣର ଟଙ୍କା ମିଳିଥିଲେ ମଧ୍ୟ ସେ ଏ