Sign in
Sign in
Recover your password.
A password will be e-mailed to you.
ଅଗଷ୍ଟ ୫ରୁ ୧୫ ଯାଏ ବିନା ପ୍ରବେଶ ଶୁଳ୍କରେ ଦେଖିହେବ ତାଜମହଲ ଓ କୋଣାର୍କ
ନୂଆଦିଲ୍ଲୀ: ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI) ଅଧୀନରେ ସଂରକ୍ଷିତ ସମସ୍ତ ସ୍ମାରକରେ ଅଗଷ୍ଟ ୫ରୁ ଅଗଷ୍ଟ ୧୫ ମଧ୍ୟରେ ପ୍ରବେଶ ଶୁଳ୍କ ନିଆଯିବ ନାହିଁ | ଅର୍ଥାତ ଯେ କୌଣସି ବି ବ୍ୟକ୍ତି ଏସବୁ ସ୍ମାରକ ଭିତରକୁ ମାଗଣାରେ ଯାଇପାରିବେ | ଅର୍ଥାତ୍ ଦେଶର ସମସ୍ତ ସଂରକ୍ଷିତ ସ୍ମାରକୀରେ!-->…
ସପା ନେତାଙ୍କ କନ୍ଷ୍ଟ୍ରକ୍ସନ କମ୍ପାନୀ ଉପରେ ଆଇଟି ରେଡ୍
ଲକ୍ଷ୍ନୌ: ଅଡୁଆରେ ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟି ନେତା। ଉତ୍ତର ପ୍ରଦେଶର ବଡ କନ୍ଷ୍ଟ୍ରକ୍ସନ କମ୍ପାନୀ ଘନାରାମର ଅନେକ ଠିକଣା ଉପରେ ଆୟକର ବିଭାଗ ଚଢ଼ାଉ କରିଛି। ଝାନ୍ସି, ଲକ୍ଷ୍ନୌ ସମେତ ଅନେକ ଠିକଣା ଉପରେ ଆଇଟି ରେଡ୍ କରିବା ସହ ସମସ୍ତ ଦସ୍ତାବିତ ଯାଞ୍ଚ କରୁଛି। ଉକ୍ତ କନ୍ଷ୍ଟ୍ରକ୍ସନ!-->…
କଂଗ୍ରେସ ଛାଡ଼ିଲେ ବିଧାୟକ ରାଜ ଗୋପାଲ, ପୁଣି ହେବ ଉପ ନିର୍ବାଚନ
ହାଇଦ୍ରାବାଦ: ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ପୁଣି ଗୋଟିଏ ହାଇଭୋଲଟେଜ ଉପ ନିର୍ବାଚନ ଦେଖିବାକୁ ମିଳିବ। କାରଣ କଂଗ୍ରେସ ବରିଷ୍ଠ ନେତା ତଥା ମୁନୁଗୋଡେର ବିଧାୟକ କୋମାତିରେଡ୍ଡୀ ରାଜ ଗୋପାଲ ଶେଷରେ ଦଳ ଛାଡ଼ିବା ନେଇ ଘୋଷଣା କରିଛନ୍ତି। ସେ କଂଗ୍ରେସ ଛାଡ଼ି!-->…
ତାଇୱାନ୍ ଛାଡିଲେ ନାନ୍ସି, ଦଣ୍ଡ ଦେବାକୁ ପ୍ରତିଜ୍ଞା କଲା ଚାଇନା
ବେଜିଂ: ଚାଇନାର ଧମକ ସତ୍ତ୍ୱେ ତାଇୱାନ୍ ଯାଇଥିବା ଆମେରିକା ସିନେଟର ବାଚସ୍ପତି ନାନ୍ସି ପେଲୋସି ଆଜି ନିଜ କାର୍ଯ୍ୟକ୍ରମ ସାରି ତାଇପେଇ ଛାଡିଛନ୍ତି। ନାନ୍ସି ତାଇୱାନ୍ରୁ ସିଧା ଦକ୍ଷିଣ କୋରିଆ ଗସ୍ତ କରିଛନ୍ତି। ତେବେ ନାନ୍ସିଙ୍କ ଗସ୍ତକୁ ବିରୋଧ କରୁଥିବା ଚାଇନା ଏବେ ନିଜର ଆଭିମୁଖ୍ୟକୁ!-->…
ମାଗଣା ଯୋଜନା ଉପରେ ଲାଗିବ ରୋକ : ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ
ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ରାବଡି ପ୍ରଥା ବା ମାଗଣା ଯୋଜନା ଉପରେ ଲାଗିବ ରୋକ୍। ଏହି ପ୍ରଥାକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ କଡା ଅଭିମୁଖ୍ୟ ଗ୍ରହଣ କରିଛନ୍ତି। ନିର୍ବାଚନ ଆସିଲେ ସବୁ ନେତା ମନ୍ତ୍ରୀ ଭୋଟର୍ଙ୍କୁ ଆକୃଷ୍ଟ କରିବା ପାଇଁ ପୁଳା ପୁଳା ମାଗଣା ପ୍ରତିଶ୍ରୁତି!-->…
ୟଙ୍ଗ ଇଣ୍ଡିଆନ ଲିଃ ଅଫିସ ସିଲ କଲା ଇଡି, ସୋନିଆଙ୍କ ଘର ଆଗରେ ପୁଲିସ ମୁତୟନ
ନଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନୂଆଦିଲ୍ଲୀରେ ଥିବା ହେରାଲ୍ଡ ହାଉସର କିଛି ଅଂଶକୁ ଆଜି ସିଲ୍ କରାଯାଇଛି। ବିଲଡିଂରେ ଥିବା ୟଙ୍ଗ ଇଣ୍ଡିଆନ ଲିଃ ଅଫିସକୁ ହିଁ ଇଡି ଆଜି ସିଲ୍ କରିଛି।!-->…
ଚାକିରି ଦେବା ନାଁରେ ଠକେଇ : ଚଳୁ କରିଗଲେ ୨୧ ଲକ୍ଷ ଟଙ୍କା…
ମାଲକାନଗିରି : ସରକାରୀ ଚାକିରୀ ଆଶାରେ ମାଲକାନଗିରି ଜିଲା ମାଥିଲି ଅଂଚଳରୁ ଠକାମୀର ଶୀକାର ହୋଇଛନ୍ତି ଶିକ୍ଷିତ ୪ ଯୁବକ ଏବଂ ଜଣେ ମହିଳା । ସରକାରୀ ପଦ ପଦବିରେ ନିଯୁକ୍ତି ଦେବାକୁ କହି ରଖି ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇ ୨୧ ଲକ୍ଷ ଚଳୁ କରିଦେଲେ ଏହି ମହାଠକ ଚିନ୍ମୟ ମହାପାତ୍ର ।!-->!-->!-->…
ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା, ଦୁଇ ଗୁରୁତର
ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରେ ଥିବା ବାବାଜୀ ଢ଼ାବା ସମ୍ମୁଖରେ ଏକ ଅଜଣା ଗାଡ଼ି ଧକ୍କାରେ ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କ ସମେତ ଦୁଇ ଗୁରୁତର ହୋଇଛନ୍ତି । ଗୁରୁତର ଆହାତ ବ୍ୟକ୍ତି ଜଣକ ହେଲେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର!-->…
ବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ : କାରଣ ଅସ୍ପଷ୍ଟ
ବାଲିଗୁଡ଼ା/ ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ରୁତୁଙ୍ଗିଆ ଗ୍ରାମ ପଞ୍ଚାୟତର କଟ୍ରିକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ପଞ୍ଚମ ଶ୍ରେଣୀ ଆଦିବାସୀ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ପରେ ବିଦ୍ୟାଳୟର ପ୍ରଧାନ!-->…
ଚୋର ଭାବି ଚୁଟି ବେପାରୀଙ୍କୁ ନିର୍ଧୁମ ମାଡ଼, ଅଚେତ ଅବସ୍ଥାରେ ଉଦ୍ଧାର ହୋଇ ଚିକିତ୍ସିତ
ହିଂଜିଳିକାଟୁ, ୨ା୮: ପଡ଼ୋଶୀ ପଶ୍ଚିମବଙ୍ଗରୁ ଦଳେ ବୁଲା ବେପାରୀ ଆସି ଅଂଚଳରେ ଚୁଟି ବଦଳରେ ରସ ବାସନ ବଦଳ ବେପାର କରୁଥିବା ବେଳେ ମଙ୍ଗଳବାର ଉକ୍ତ ବୁଲା ବେପାରୀଙ୍କୁ ଶେରଗଡ଼ ଥାନା ଗୋବିନ୍ଦପୁରରେ କିଛି ଗ୍ରାମ ଲୋକ ଚୋର ଭାବି ନିର୍ଧୁମ ମାଡ଼ ମାରିଛନ୍ତି । ଅନ୍ୟ ପକ୍ଷରେ ମାଡ଼ ଖାଇ ଅଚେତ!-->…