ନିଃସ୍ଵାର୍ଥପର ଭାବେ ସେବା ଯୋଗାଇ ଆସୁଛି ଟିମ ହ୍ୟୁମାନିଟି

ଫୁଲବାଣୀ : ଆଜି ଟିମ୍ ହ୍ୟୁମାନିଟି କନ୍ଧମାଳର ସଦସ୍ୟଙ୍କ ଆଉ ଏକ ମହାନ୍ କାର୍ଯ୍ୟ ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଲକ ଅନ୍ତର୍ଗତ ଗୁଟିଙ୍ଗିଆ ଗ୍ରାମର ୬୨ ବର୍ଷୀୟ ନାର୍ଷୁ ପାତ୍ର ନାମକ ଜଣେ ମହିଳାଙ୍କ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା । କିନ୍ତୁ ଶବ ସତ୍କାର ପାଇଁ

ବିଭିନ୍ନ ସମସ୍ୟା ନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ଉନ୍ନୟନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ନିକଟରେ ସମୁଦ୍ର କୂଳ ଲଙ୍ଘିବା ଫଳରେ ଅଂଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଆଗାମୀ ଦିନରେ ପୂର୍ଣ୍ଣିମା ରହିଥିବାରୁ ସମୁଦ୍ର କୂଳ ଅଧିକ ଲଙ୍ଘିବାର ଆଶଙ୍କା ରହିଥିବାରୁ ଅଂଚଳବାସୀ ମାନେ ଭୟଭୀତ ହୋଇ ଏହାର ସମାଧାନ ନିମନ୍ତେ

ସିହଳା ଗ୍ରାମ ପଞ୍ଚାୟତ ପାଠାଗାର ରେ ତାଲା ଝୁଲୁଛି !

ବ୍ରହ୍ମପୁର : କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ସିହଳl ଗ୍ରାମ ପଞ୍ଚାୟତ ପରିସର ରେ କୁକୁଡାଖଣ୍ଡି ପଞ୍ଚାୟତ ସମିତି ତରଫରୁ ଆମ ଗାଁ ଆମ ବିକାଶ ଯୋଜନା ଅଧୀନରେ ପାଠାଗାର ନିର୍ମାଣ କରାଯାଇଛି। ଏହି ପାଠାଗାର ନିର୍ମାଣ ନିମନ୍ତେ ୨୦୧୮ ମସିହା ଜୁଲାଇ ୩୧ ତାରିଖରେ ଭିତିପ୍ରସ୍ତର ସ୍ଥାପନ

ଛତ୍ରପୁର ଅପର ବସଷ୍ଟାଣ୍ଡ ବ୍ୟବସାୟୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସି କର୍ମଚାରୀ ମାନେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ହଇରାଣ ହରକତ କରୁଥିବା ନେଇ ଛତ୍ରପୁର ଅପର ବସଷ୍ଟାଣ୍ଡ ବ୍ୟବସାୟୀ ସଂଘ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଭେଟି ଏକ ଦାବିପତ୍ର

ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କୁ ଦାବି ଜଣାଇଲେ କଣମଣା ପଞ୍ଚାୟତବାସୀ

ଛତ୍ରପୁର : ଦୀର୍ଘ ତିନିବର୍ଷ ଧରି ଗୋପାଳପୁର୍ ବନ୍ଦର କର୍ତ୍ତୃପକ୍ଷଙ୍କୁ କଣମଣା ପଞ୍ଚାୟତ ବାସି କାମ ଯୋଗାଇ ଦେବା ପାଇଁ ଦାବି କରିଆସୁଥିଲା ହେଁ ପୋର୍ଟ କର୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଆଜି ପଞ୍ଚାୟତ ବାସି ଆଭିଯୋଗ ନେଇ ଗୋପାଳପୁର ପୋର୍ଟ କର୍ତୃପକ୍ଷଙ୍କ ଏକ ଦାବିପତ୍ର

ବ୍ରହ୍ମପୁର ଏସପିଙ୍କ ମାସିକ ଅପରାଧ ସମୀକ୍ଷା ବୈଠକ

ବ୍ରହ୍ମପୁର : ମାସିକ ଅପରାଧ ସମୀକ୍ଷା ବୈଠକ ବ୍ରହ୍ମପୁର ଏସପି ସର୍ବଣା ବିବେକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ବ୍ରହ୍ମପୁର ଏସପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ବ୍ରହ୍ମପୁର ପୋଲିସ ଜିଲ୍ଲାର ସମସ୍ତ ଏସ୍ଡିପିଓ, ଥାନା ଅଧିକାରୀ ଏବଂ ଅତିରିକ୍ତ ଏସପି ରମେଶ ଚନ୍ଦ୍ର

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ଦାରିଙ୍ଗବାଡ଼ି,୫/୮, ଦାରିଙ୍ଗବାଡ଼ି ବ୍ଳକ ତିଲୋରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଡକୁପୁଡ଼ା ଗ୍ରାମର ମୃତ ମୁଣ୍ଡୁଲା ମଲିକଙ୍କ ପୁଅ ବିକାଶ ମଲିକଙ୍କ ସ୍ତ୍ରୀ ପ୍ରିୟତମା ପ୍ରଧାନ(୨୪)ଙ୍କ ମୃତ୍ୟୁ, ସନ୍ଦେହଜନକ ବୋଲି ମୃତ ପ୍ରିୟତମାଙ୍କ ପରିବାର ପକ୍ଷରୁ ଦାବି କରୁଥିବା ପ୍ରକାଶ ପାଇଛି।ଏହା

ରନ୍ଧନ ଗ୍ୟାସ ଓ ଘରୋଇ ସାମଗ୍ରୀ ଦରଦାମ ବୃଦ୍ଧିକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ବେଳେ କଂଗ୍ରେସ କର୍ମୀଙ୍କୁ…

ମାଲକାନଗିରି : ଆଜି ରନ୍ଧନ ଗ୍ୟାସ ସାଙ୍ଗକୁ ଘୋରେଇ ଖାଦ୍ୟ ସାମଗ୍ରୀ ର ଅହେତୁକ ଦର ଦାମ ବୃଦ୍ଧି ଓ ବେକାରି ସମସ୍ୟାକୁ ପ୍ରତିବାଦ କରି ରାଜରାସ୍ତାକୁ ଓଲ୍ଲାଇଲା ଜାତୀୟ କଂଗ୍ରେସ । ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦପାତ୍ର ଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମି ମାନେ ରନ୍ଧନ

କଂଗ୍ରେସର ଇଡି ବିରୁଦ୍ଧରେ ଜୋରଦାର ପ୍ରତିବାଦ ଏବଂ ବିକ୍ଷୋଭ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ସମନ ନେଇ ବିଜେପି ଏବଂ ଇଡି ବିରୁଦ୍ଧରେ ଜୋରଦାର ପ୍ରତିବାଦ ଏବଂ ବିକ୍ଷୋଭ କରାଯାଇଛି। ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ଯୁବ

କନ୍ଧମାଳବାସୀଙ୍କ ସ୍ୱାର୍ଥ ପାଇଁ ସର୍ବଦା ଲଢେ଼ଇ କରନ୍ତି ରାଧାମୋହନ

ଫୁଲବାଣୀ : ରାଧାମୋହନ କନ୍ଧମାଳ ଜିଲ୍ଲାର ଜଣାଶୁଣା ବ୍ୟକ୍ତି | ଜଣେ ଏକା ଧାରରେ ଯୁବ ସମାଜସେବୀ,କନ୍ଧମାଳ ପିପୁଲସ ଫୋରମର ସଭାପତି,ସରକାରୀ ସାମ୍ବାଦିକ,ସାହିତ୍ୟିକ ଓ ସମ୍ପାଦକ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି ଖୁବ କମ ସମୟରେ । ଦୁଃଖୀ ଦରିଦ୍ର,ଅସହାୟକୁ ସହାୟତା କରିବା ପାଇଁ ସତେ