Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ ଆଉ ୧୧୭୮ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ଆଜି ବି ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୧୨ଶହ ମୁହାଁ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୭୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୦ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୪୮୮ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ!-->…
ରାଜ୍ୟ ସରକାର କରିଥିବା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ କୌଣସି ତ୍ରୁଟି ନାହିଁ: ହାଇକୋର୍ଟ
ଭୁବନେଶ୍ମର: ରାଜ୍ୟ ସରକାର କରିଥିବା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ କୌଣସି ତ୍ରୁଟି ନାହିଁ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ। ରାଜ୍ୟର ହାଇସ୍କୁଲ ଗୁଡିକରେ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତିକୁ ଚାଲେଞ୍ଜ କରି ରୁଜ୍ଜୁ ହୋଇଥିବା ତିନୋଟି ମାମଲାକୁ ହାଇକୋର୍ଟ ଖାରଜ!-->…
ବିରୋଧୀଙ୍କ ହଟଗୋଳ, ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀ ଦାବିରେ ବିଜେପି ଓ କଂଗ୍ରେସର ପ୍ରତିବାଦ
ଭୁବନେଶ୍ୱର: ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ । ବିଧାନସଭା ପ୍ରେସ୍ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ଛାଡ଼ିବାକୁ ଦାବି କରି ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକ ହୋ ହଲ୍ଲା କରିଥିଲେ । କୋଭିଡ୍ କଟକଣାରେ ଗୃହ ଚାଲିଛି । ସର୍ବଦଳୀୟ ବୈଠକରେ ମଧ୍ୟ ଏନେଇ ନିଷ୍ପତ୍ତି ହୋଇଥିବା!-->…
ସିଆରପିଏଫ ୧୨୭ ବାଟାଲିୟନ୍ ଓ ବାଲିଗୁଡା ପୋଲିସ୍ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫର ୧୨୭ ବାଟାଲିୟନ୍ ଓ ବାଲିଗୁଡା ପୋଲିସ୍ ତରଫରୁ ସ୍ୱାଧୀନତାର ୭୫ ବର୍ଷ ରେ 'ଅମୃତ ମହୋତ୍ସବ' କାର୍ଯ୍ୟକ୍ରମ ଅନ୍ତର୍ଗତ 'ବନ ମହୋତ୍ସବ' କାର୍ଯ୍ୟକ୍ରମ ସ୍ଥାନୀୟ ପାଟଖଣ୍ଡା ପବ୍ଲିକ୍ ସ୍କୁଲ ପରିସର ମଧ୍ୟରେ ଆୟୋଜିତ ହୋଇଯାଇଛି l ଏହି!-->…
ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓ ତାଣ୍ଡବ, ଜଣକୁ ହତ୍ୟା
ମାଲକାନଗିରି : ସୀମାନ୍ତରେ ଥମୁନି ମାଓ ହିଂସା। ମାଓ ସହିଦ ସପ୍ତାହ ପୂର୍ବରୁ ମାତିଛନ୍ତି ମାଓବାଦୀ। ଘରେ ପଶି ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଛତିଶଗଡ଼ ପୋଲମପାଲି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକଙ୍କ ସମ୍ମୁଖରେ ମାଓବାଦୀମାନେ ମାଡକାମି ଜଗା ନାମକ ଜଣେ!-->…
ମିଟର ଲାଗିଛି, ବିଲ୍ ଆସୁଛି କିନ୍ତୁ ବିଦ୍ୟୁତ୍ ସଂଯାଗ ନାହିଁ
ଫୁଲବାଣୀ- ବିଭାଗୀୟ ଅଧିକାରୀ ସବୁ ଦେଖି ଚୁପ୍ | ତିନିବର୍ଷ ହେବ ଘରେ ବିଦ୍ୟୁତ ସଂଯୋଗ ପାଇଁ ମିଟର ଲାଗିଛି, ବିଲ୍ ମଧ୍ୟ ଆସୁଛି କିନ୍ତୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତ ଟଣାସୁପକାଲ ଗ୍ରାମ!-->…
ଖୁବ୍ ଶୀଘ୍ର ଜିଲ୍ଲାରେ ସ୍ବାସ୍ଥ୍ୟକଲ୍ୟାଣ କେନ୍ଦ୍ର କାର୍ଯ୍ୟକ୍ଷମ ହେବ
ଛତ୍ରପୁର (୨୨/୦୭) : ଗଞ୍ଜାମ ଜିଲ୍ଲାରେ ସହରାଞ୍ଚଳ ଗୁଡିକରେ ଖୁବ୍ ଶୀଘ୍ର ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଗୁଡିକ ଖୋଲିବାକୁ ଯାଉଛି । ଏହି ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ମାନଙ୍କରେ ସ୍ବତନ୍ତ୍ର ସୁବିଧା ଗୁଡିକ ଉପଲବ୍ଧ ହେବ । ଏହି ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଗୁଡିକ ୧୫ ହଜାରରୁ ୨୦ ହଜାର!-->…
ବେଆଇନ୍ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ରୋକିବାକୁ ଜିଲ୍ଲା ପ୍ରଶାସନର କଡା ନିର୍ଦ୍ଦେଶ
ଛତ୍ରପୁର (୨୨/୦୭) : ଗଞ୍ଜାମ ଜିଲ୍ଲାର ସମସ୍ତ ଅଞ୍ଚଳରେ ରହିଥିବା ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ରୋକିବା ସକାଶେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା କଡା ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ବିଶେଷ କରି ଜଙ୍ଗଲ ଜମି ଅଞ୍ଚଳରେ ରହୁଥିବା ସୈରାତ୍ ଉତ୍ସ ଗୁଡିକର ଚୋରା ଚାଲାଣ କେମିତି ହେବ ନାହିଁ ସେଥି!-->…
ଏଡସ ରୋଗର ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି(୨୨/୦୭) : ମାଲକାନଗିରି ମହାବିଦ୍ୟାଳୟରେ ରେଡ ରିବନ କ୍ଲବ ଦ୍ୱାରା ଏଡସ ରୋଗର ନିରାକରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଯୁବ ରେଡକ୍ରସ ଏବଂ ସି.ଆଇ.ଏନ.ଆର ର ମିଳିତ ଉଦ୍ୟମରେ କରାଯାଇଥିଲା । ଏହି ସଭାରେ!-->…
ଗଣମାଧ୍ୟମ ପ୍ରଭାବ, କୂଅରୁ ଔଷଧ ଉଭାନ
ଫୁଲବାଣୀ(୨୨/୦୭) : ସରକାର ଗ୍ରାମାଞ୍ଚଳର ଗରିବ ରୋଗୀଙ୍କୁ ନିରାମୟ ଯୋଜନା ରେ ମାଗଣା ଔଷଧ ଦେଉଛନ୍ତି ହେଲେ ସେହି ଔଷଧ ରୋଗୀଙ୍କୁ ନଦେଇ ନିଜେ ରଖୁଥିବା ଔଷଧକୁ ଏହା ଭଲ କହି ଲୋକଙ୍କୁ ଶୋଷଣ ସରକାରୀ ଔଷଧ ରଖି ପରେ ଏକ୍ସପାଇର ଦେଖାଇ ଓ ଏହାସହିତ ଏକ୍ସପାଇର ହୋଇ ନ ଥିବା ଔଷଧକୁ ଶେଷରେ କୂଅ!-->…