Sign in
Sign in
Recover your password.
A password will be e-mailed to you.
ଗ୍ୟାଙ୍ଗଷ୍ଟର୍ଙ୍କ ଉପରେ NIAର ଆକ୍ସନ, ୫୦ରୁ ଅଧିକ ସ୍ଥାନରେ ରେଡ୍
ନୂଆଦିଲ୍ଲୀ: ଆକ୍ସନ ମୋଡରେ ନ୍ୟାସନାଲ ଇନ୍ଭେଷ୍ଟିଗେସନ୍ ଏଜେନ୍ସି ତଥା ଏଏନ୍ଆଇ। ଗ୍ୟାଙ୍ଗଷ୍ଟର୍ଙ୍କ ବିରୋଧରେ ଏନ୍ଆଇଏ ନେଇଛି ବଡ କାର୍ଯ୍ୟାନୁଷ୍ଠାନ। ମଙ୍ଗଳବାର ସାରା ଦେଶର ପ୍ରାୟ ୫ ରାଜ୍ୟରେ ୫୦ରୁ ଅଧିକ ସ୍ଥାନରେ ଏନ୍ଆଇଏ ଚଢ଼ାଉ କରିଛି। ଦେଶ ତଥା ବିଦେଶରେ ଥିବା ଆତଙ୍କବାଦୀ ଲିଙ୍କ,!-->…
ପୋଖରୀରୁ ଉଦ୍ଧାର ହେଲା ଯୁବକଙ୍କ ଭାସମାନ ଶବ
ବୁଗୁଡ଼ା (୧୮/୧୦) : ବୁଗୁଡ଼ା ଏନ୍ଏସି ଅନ୍ତର୍ଗତ ବୀରଧନଞ୍ଜୟପୁର ଶାସନର ଏକ ପୋଖରୀରୁ ଜନୈକ ଯୁବକଙ୍କ ଭାସମାନ ଶବକୁ ଆଜି ସକାଳେ ଉଦ୍ଧାର କରାଯାଇଥିବା ଜଣାଯାଇଛି । ମୃତ ଯୁବକ ଜଣକ ହରିଶରଣପୁର ଗ୍ରାମର ଲମ୍ବୋଦର ମିଶ୍ରଙ୍କ ପୁଅ ବାସୁଦେବ ମିଶ୍ର ବୋଲି ଜଣାପଡିଛି । ପ୍ରକାଶ ଯେ , ପ୍ରଚୁର!-->…
ଭୁସ୍ଖଳନ ଅଞ୍ଚଳକୁ ପ୍ରବେଶ ନିଷେଧ। ଗ୍ରାମ ବାସୀ ନିଜ ଭିଟାମାଟିକୁ ଫେରିଲେ
ଦାରିଙ୍ଗବାଡି, (୧୮/୧୦) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ ତାମାଙ୍ଗି ରାଜସ୍ୱ ଗ୍ରାମର ପଡା ଗ୍ରାମ କୁମ୍ଭାରୀପଦର ଗାଁ ନିକଟରେ ଚଳିତ ବର୍ଷର ଲଗାଣ ବର୍ଷାରେ ଭୁସ୍ଖଳନ ହୋଇ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା। ଏହି ଘଟଣାରୁ ଗ୍ରାମବାସୀ!-->…
ମା ବ୍ୟାଘ୍ରଦେବୀ କଳା ଓ ସଂସ୍କୃତି ପରିଷଦ ଟିକାବାଲି ତରଫରୁ ନାଟକ ମଞ୍ଚସ୍ଥ
ଫୁଲବାଣୀ : ଚଳିତ ଦଶହରା ପାର୍ବଣ ଅବସରରେ ୟୁଥ ୱାରୀୟର ଓ ମା ବ୍ୟାଘ୍ରଦେବୀ କଳା ଓ ସଂସ୍କୃତି ପରିଷଦ ଟିକାବାଲିର ମିଳିତ ଆନୁକୂଲ୍ୟରେ ଏକ ହସଲୁହଭରା ସାମାଜିକ ନାଟକ "ସୁଖ କିଣା ଏଠି ଦୁଃଖ ମାଗଣା " ଟିକାବାଲି ବସଷ୍ଟାଣ୍ଡ ଠାରେ ମଞ୍ଚସ୍ଥ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି!-->…
କେଦାରନାଥ ଯାଉଥିବା ହେଲିକପ୍ଟର କ୍ରାଶ୍, ୬ ମୃତ
ଡେରାଡୁନ: ଉତ୍ତରାଖଣ୍ଡରେ ବଡ ଦୁର୍ଘଟଣା। କେଦାରନାଥ ଯାଉଥିବା ଏକ ହେଲିକପ୍ଟର କ୍ରାଶ୍ ହୋଇଛି। କେଦାରନାଥ ଠାରୁ ୯ କିଲୋମିଟର ଦୂର ଗରୁଡଚଟ୍ଟୀରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି।
ମୃତକଙ୍କ ମଧ୍ୟରେ ୪ ଯାତ୍ରୀଙ୍କ ସମେତ ୨ଜଣ ପାଇଲଟ୍ ଅଛନ୍ତି। ବର୍ଷା ଓ କୁହୁଡି!-->!-->!-->…
ଗହମ ଓ ସୋରିଷର ଏମଏସ୍ପି ବୃଦ୍ଧି କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଆଜି କେନ୍ଦ୍ର ସରକାର ରବି ଫସଲ ପାଇଁ ବିଭିନ୍ନ ଖାଦ୍ୟ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସ୍ପି) ବୃଦ୍ଧି କରିଛନ୍ତି। ୨୦୨୩-୨୪ ରବି ପାଇଁ ଏହି ବର୍ଦ୍ଧିତ ଏମଏସ୍ପି ଦାମରେ ସରକାର ଚାଷୀଙ୍କ ଠାରୁ!-->…
ବିଲକିସ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ ଆଇନାନୁଯାୟୀ ଖଲାସ କରାଯାଇଛି- କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ: ୨୦୦୨ ମସିହା ଗୁଜରାଟ ଦଙ୍ଗା ପୀଡ଼ିତା ବିଲକିସ୍ ବାନୋଙ୍କ ୧୧ ଦୁଷ୍କର୍ମକାରୀଙ୍କୁ ଛାଡ଼ିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିବା ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ଗୁଜରାଟ ସରକାର ୧୯୯୨ ମସିହାର ପୁରୁଣା କ୍ଷମା ନୀତି ବଳରେ ଛାଡ଼ିବାକୁ ଚାହୁଁଥିବା ବେଳେ!-->…
ଆପାର୍ଟମେଣ୍ଟରେ ମାଡ଼ ହେଲା ଲଢ଼ୁଆ ବିମାନ, ୪ ମୃତ
ନୂଆଦିଲ୍ଲୀ: କ୍ରାଶ ହେଲା ରୁଷର ଲଢ଼ୁଆ ବିମାନ। ଇଞ୍ଜିନ ଖରାପ ଯୋଗୁ ଯୁଦ୍ଧ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇ ଜନବସତି ଅଞ୍ଚଳରେ ମାଡ ହୋଇଛି। ଦକ୍ଷିଣ ରୁଷର ୟେସ୍କେ ସହରର ଆଜୋଫ ପୋର୍ଟରେ ଲୋକେ ରହୁଥିବା ଅଞ୍ଚଳରେ ବିମାନଟି କ୍ରାଶ୍ ହୋଇଛି। ଫଳରେ ଏକ ଆପର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି!-->…
ଜୟଲଳିତାଙ୍କ ମୃତ୍ୟୁ ପଛରେ ଶଶିକଳାଙ୍କ ହାତ!
ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ମୃତ୍ୟୁ ପଛରେ ତାଙ୍କ ଘନିଷ୍ଠ ସହଯୋଗୀ ଭିକେ ଶଶିକଳାଙ୍କ ହାତ ଥିବା ସନ୍ଦେହ କରିଛି ଘଟଣାର ଯାଞ୍ଚ କରୁଥିବା ଗୋଟିଏ କମିଟି। ଏଥିପାଇଁ ଶଶିକଳା ଓ ପୂର୍ବତନ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ବିରୋଧରେ ପୁଲିସ୍ ତଦନ୍ତ କରିବାକୁ!-->…
ଏନ ଏ ସି ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଫୁଟବଲ ଵଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
ହିଞ୍ଜିଳିକାଟୁ ୧୭।୧୦ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଏନ ଏ ସି ଉଚ୍ଚ ଵିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି Iଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ଶିକ୍ଷା ଵିଭାଗ ତରଫରୁ ଛାତ୍ରୀ ମାନଙ୍କୁ ଫୁଟବଲ ଖେଳ ପ୍ରତି ଆକୃଷ୍ଟ କରିବା ପାଇଁ!-->…