Sign in
Sign in
Recover your password.
A password will be e-mailed to you.
ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଡକ୍ଟର ଆଶୁତୋଷ ବିଶ୍ବାସ
ଭୁବନେଶ୍ୱର(୨୧/୦୭) : ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଡାକ୍ଟର ଆଶୁତୋଷ ବିଶ୍ବାସ। ଏମ୍ସ ପରିସରରେ ପହଁଚିବା ପରେ ଡାକ୍ତର ବିଶ୍ୱାସ ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଏମ୍ସ ଭୁବନେଶ୍ୱରର ପ୍ରତିଷ୍ଠାତା ଭାରତ ରତ୍ନ ଅଟଳ ବିହାରୀ!-->…
ଆଜି ରାତି ସୁଧା ସବୁ ଜିଲ୍ଲାକୁ ପଠାଯିବ ଟିକା- ପରିବାର କଲ୍ୟାଣ ନିର୍ଦ୍ଦେଶକ
ଭୁବନେଶ୍ୱର: ରାଜ୍ୟରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ବିଭିନ୍ନ ଜିଲ୍ଲାରେ ବ୍ୟାପକ ପରିମାଣର ଟିକା ମହଜୁଦ୍ କରି ରଖାଯାଉଛି । କେନ୍ଦ୍ରରୁ ଆଜି ସକାଳେ ପୁଣି ୪.୮ ଲକ୍ଷ କୋଭିସିଲଡ଼ ଟିକା ଆସି ପହଞ୍ଚିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ!-->…
ଘୁମୁସର ବନଖଣ୍ଡରେ ଦନ୍ତା ହାତୀ ମୃତଦେହ ଜବତ, ଦାନ୍ତ ଚୋରି
ବ୍ରହ୍ମପୁର: ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡରେ ଏବେ ଅସୁରକ୍ଷିତ ହୋଇପଡ଼ିଛନ୍ତି ଦନ୍ତା ହାତୀ।ବୁଧବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବନାଞ୍ଚଳ ଓ ବେଲଗୁଣ୍ଠା ସେକ୍ସନ୍ ତଥା ଜଗନ୍ନାଥପ୍ରସାଦ ବ୍ଲକ୍ ଝାଡ଼ଭୂମି ପଞ୍ଚାୟତ କନ୍ଧନୂଆପଲ୍ଲୀ ଗ୍ରାମ ନିକଟ କାଜୁ ଜଙ୍ଗଲ ଭିତରୁ ଗୋଟିଏ!-->…
ଛାତ୍ରୀଙ୍କୁ ଗୁରୁଛାତ୍ର କଲ୍ୟାଣପାଣ୍ଠିରୁ ସହାୟତା
ପାତ୍ରପୁର : ପାତ୍ରପୁର ବ୍ଳକ ରାଙ୍କୁଡ଼ା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ପ୍ରିୟଙ୍କା ବଡମୁଣ୍ଡି ଗତକିଛି ଦିନ ହେବ ଅସୁସ୍ଥ ହୋଇ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଦିନକୁ ଦିନ ରୋଗ ଗୁରୁତର ହେବାକୁ ଲାଗିଲା। ପାତ୍ରପୁର ଅଞ୍ଚଳର କେତେକ!-->…
ପରଲୋକରେ ଅଭିନେତ୍ରୀ ରାଜେଶ୍ୱରୀ ରାୟ
ଭୁବନେଶ୍ୱର: ଦୁଃଖଦ ଖବର । ପରଲୋକରେ ଅଭିନେତ୍ରୀ ରାଜେଶ୍ୱରୀ । ଜୀବନ ଯୁଦ୍ଧରେ ହାରିଗଲେ କ୍ୟାନସର ପୀଡ଼ିତ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ । ବୁଧବାର ବିଳମ୍ବିତ ରାତିରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମସ୍ତିଷ୍କ ଓ ଫୁସ୍ଫୁସ୍ କ୍ୟାନସରରେ ପୀଡିତ!-->…
ସରକାରୀ ଜାଗା ଜବର ଦଖଲକୁ ନେଇ ତାରିଣୀ ମନ୍ଦିର ସାହିରେ ଉତ୍ତେଜନା
ମାଲକାନଗିରି : ମାଲକାନଗିରି ତାରିଣୀ ମନ୍ଦିର ସାହି ୱାର୍ଡ ନଂ ୮ରେ କିଛି ଦିନ ହେବ ଉତ୍ତେଜନା ଲାଗି ରହିଛି ଖବରରୁ ଜଣାପଡିଛି | ଯେ ତାରିଣୀ ମନ୍ଦିର ସାହିରେ ୨୦ବର୍ଷରୁ ଉର୍ଦ୍ଧ ସମୟ ଧରି କିଛି ଆଦିବାସୀ ତଥା ଭୂମିହୀନ ଲୋକ ବସ୍ତି ନିର୍ମାଣ କରି ରହି ଆସୁଥିଲେ l ସମସ୍ତେ ନିଜନିଜ ଭିତରେ ଭାଇ!-->…
ବ୍ଲକରେ ଚାଲିଥିବା ଅରାଜକତା ଓ ଦୁର୍ନିତୀ ନେଇ ବିଡିଓଙ୍କୁ ଦାବୀପତ୍ର
ଛତ୍ରପୁର : ଛତ୍ରପୁର ବ୍ଲକରେ ଚାଲିଥିବା ଅରାଜକତା ଓ ଦୁର୍ନିତୀ ସମ୍ପର୍କରେ ଅଭିଯୋଗ ନେଇ ସ୍ଥାନୀୟ ବିଧାୟକଙ୍କ ସପକ୍ଷ ଗୋଷ୍ଠୀର ପଂଚାୟତ ପ୍ରତିନିଧି ଓ ବିଜୁ ଜନତା ଦଳର କିଛି ଦଳୀୟ ନେତୃ ମଣ୍ଡଳୀ ଗୁରୁବାର ଛତ୍ରପୁର ତହସିଲଦାର ତଥା ଭାରପ୍ରାପ୍ତ ବିଡିଓ ପ୍ରକାଶ କୁମାର ମିଶ୍ରଙ୍କୁ ଭେଟି ଏକ!-->…
ସୋନିଆ ଗାନ୍ଧୀଙ୍କୁ ଇଡି ସମନ ପରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ୱର: ସୋନିଆ ଗାନ୍ଧୀଙ୍କୁ ଇଡି ସମନ ପରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ଭବନରୁ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ବାହାରିଥିଲେ। ରାଜମହଲ ଛକରେ ପୋଲିସ ଅଟକାଇବାରୁ କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ ହୋଇଥିଲେ।
ସୂଚନାଯୋଗ୍ୟ, ନ୍ୟାଶନାଲ!-->!-->!-->…
ଋଷିକୁଲ୍ୟା ନଦୀଗର୍ଭରେ ସୀମିତଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକଳ୍ପ ନିମନ୍ତେ କ୍ୟାବିନେଟରେ ମଞ୍ଜୁରୀ
ଛତ୍ରପୁର ବ୍ଲକ ପକ୍ଷରୁ ମୁଖ୍ୟମନ୍ତ୍ରୀ, ୫ ଟି ସଚିବ ଓ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା
ଛତ୍ରପୁର : ଦୀର୍ଘ ଦିନର ଦାବି ପରେ ଅଂଚଳ ବାସିଙ୍କ ହିତ ନିମନ୍ତେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଋଷିକୁଲ୍ୟା ନଦୀ ମଧ୍ୟରେ ୧୪୯.୬୦ କୋଟି!-->!-->!-->…
ବିଧାୟକଙ୍କ ହାତପାଣ୍ଠି ବୃଦ୍ଧି ନେଇ ବିଧାନସଭାରେ ଦାବି କଲେ ବିରୋଧୀ ଓ ଶାସକ ଦଳର ସଦସ୍ୟ
ଭୁବନେଶ୍ୱର: ବିଧାୟକଙ୍କ ହାତପାଣ୍ଠି ବୃଦ୍ଧି ନେଇ ବିଧାନସଭାରେ ସରଗରମ ଆଲୋଚନା ହୋଇଛି । ଉଭୟ ଶାସକ ଓ ବିରୋଧୀ ସଦସ୍ୟ ବିଧାୟକ ଏଥିପାଇଁ ଦାବି କରିଛନ୍ତି । ବର୍ତ୍ତମାନ ବିଧାୟକଙ୍କପାଣ୍ଠି ୩ କୋଟି ଟଙ୍କା ରହିଛି । ଏଥିରୁ ୨ କୋଟି ଟଙ୍କା ସାଧାରଣରେ, ଉଚ୍ଚଶିକ୍ଷା ପାଇଁ ୫୦ ଲକ୍ଷ ଏବଂ!-->…