‘ଏନ୍‌ଆର୍‌ସି’ ଯଥେଷ୍ଟ ନୁହେଁ, ଭାରତୀୟ ବୋଲି ପ୍ରମାଣ କରିବାକୁ ଜାତୀୟ ପତାକା ଉଡ଼ାନ୍ତୁ: ଆସାମ ମୁଖ୍ୟମନ୍ତ୍ରୀ

ଗୌହାଟୀ: ନାଗରିକତ୍ବ ପ୍ରମାଣ କରିବା ନିମନ୍ତେ ‘ନ୍ୟାସ୍‌ନାଲ୍‌ ରେଜିଷ୍ଟର୍‌ ଅଫ୍ ସି‌ଟିଜେନ୍‌’ରେ (ଏନ୍‌ଆର୍‌ସି) ଅନ୍ତର୍ଭୁକ୍ତ ହେବା ଲାଗି ଆବେଦନ କରିବା ଯଥେଷ୍ଟ ନୁହେଁ; ଭାରତୀୟ ବୋଲି ଦର୍ଶାଇବା ପାଇଁ ଲୋକେ ଜାତୀୟ ପତାକା ଉଡ଼ାଇବା ଉଚିତ ବୋଲି ମଙ୍ଗଳବାର ଦିନ ଆସାମର ମୁଖ୍ୟମନ୍ତ୍ରୀ

ଦେଶରେ ସାଢ଼େ ୨୧ ହଜାର ଟପିଲା କୋଭିଡ୍‌-୧୯ ସଂକ୍ରମଣ

ନୂଆଦିଲ୍ଲୀ: ବିଗତ ୧୫୨ ଦିନ ପରେ ଆଜି ଦେଶରେ ଦୈନିକ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ସଂଖ୍ୟା ସାଢ଼େ ୨୧ ହଜାର ଅତିକ୍ରମ କରିଯାଇଛି। ଆଜି ଦୈନିକ ପଜିଟିଭିଟି ହାର ୪.୨% ଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ୪.୫୧% ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ

ଭାରତ ଉଦ୍ଭାବନ ସୂଚକାଙ୍କ ୨୦୨୧ : ଓଡ଼ିଶା ତଳଆଡୁ ୨ୟ

ନୂଆଦିଲ୍ଲୀ : ନିତି ଆୟୋଗ ପକ୍ଷରୁ ଭାରତ ଉଦ୍ଭାବନ ସୂଚକାଙ୍କର ୩ୟ ସଂସ୍କରଣ ପ୍ରକାଶ ପାଇଛି । ଏହି ତାଲିକାର ନିଜ ନିଜ ବର୍ଗରେ କର୍ଣ୍ଣାଟକ, ମଣିପୁର ଓ ଚଣ୍ଡିଗଡ଼ ପ୍ରଥମ ସ୍ଥାନରେ ରହିଛନ୍ତି ।ବୃହତ୍ ରାଜ୍ୟ ବର୍ଗରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ଥିବାବେଳେ ତେଲେଙ୍ଗାନା, ହରିୟାଣା ଓ

ଆପୋଲୋ ହସପିଟାଲରେ ଭର୍ତ୍ତି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଦିଲ୍ଲୀର ଆପୋଲୋ ହସପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଅସୁସ୍ଥତା କାରଣରୁ ସେ ଭର୍ତ୍ତି ହୋଇଥିବା ଜଣାପଡ଼ଛି। ଡାଇଗ୍ନୋସିସ ପରେ ଭଗୱନ୍ତଙ୍କ ପାକସ୍ତଳୀରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏବେ ସେ

ଆମେରିକାରେ ରହୁଥିବା ଭାରତୀୟ ଝିଅ ମାୟୁସୀ ଭଗତଙ୍କ ଦୀର୍ଘ ୩ ବର୍ଷ ହେଲା ନିଖୋଜ

ନ୍ୟୁୟର୍କ: କୁଆଡ଼େ ଗଲେ ମାୟୁସୀ ଭଗତ। ୩ ବର୍ଷ ହେଲା ମାୟୁସୀଙ୍କ ପତ୍ତା ମିଳୁନି। ଆମେରିକାରେ ରହୁଥିବା ଭାରତୀୟ ଝିଅ ମାୟୁସୀ ଭଗତଙ୍କ ଦୀର୍ଘ ୩ ବର୍ଷ ହେଲା ନିଖୋଜ ଅଛନ୍ତି। ଆମେରିକାର ନ୍ୟୁଜର୍ସିରେ ରହୁଥିବା ମାୟୁସୀଙ୍କ ୩ ବର୍ଷ ହେଲା ଖୋଜଖବର ମିଳୁନି। ଫଳରେ ଆମେରିକାର ଫେଡେରାଲ ବ୍ୟୁରୋ

ନୂପୁର ଶର୍ମାଙ୍କୁ ସମର୍ଥନ କରିବାରୁ ଓକିଲଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ: ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଥମୁନୁ ବିଜେପିର ପୂର୍ବତନ ନେତ୍ରୀ ନୂପୁର ଶର୍ମାଙ୍କୁ ନେଇ ବିବାଦ। ତାଙ୍କୁ ଯିଏ ସମର୍ଥନ କରୁଛି, ତାକୁ ମିଳୁଛି ମୃତ୍ୟୁ ଦଣ୍ଡ। ଏହାର ଏକ ଜୀବନ୍ତ ଉଦାହରଣ ରାଜସ୍ଥାନର ହିନ୍ଦୁ ଦରଜୀ କହ୍ନେୟାଲାଲଙ୍କ ଠାରେ ଦେଖିବାକୁ ମିଳିଥିଲା। ଏବେ

ବିଶ୍ୱ ଧନୀ ତାଲିକାରେ ବିଲ ଗେଟ୍ସଙ୍କୁ ଅତିକ୍ରମ କଲେ ଆଦାନି

ନୂଆଦିଲ୍ଲୀ: ଧନି ତାଲିକାରେ ବିଶ୍ୱର ପ୍ରତିଷ୍ଟିତ ଧନୀ ବ୍ୟକ୍ତି ବିଲ ଗେଟ୍ସଙ୍କୁ ଅତିକ୍ରମ କଲେ ଗୌତମ ଆଦାନି। ଆଦାନି ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନି ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ମାଇକ୍ରୋସଫ୍ଟର କୋ ଫାଉଣ୍ଡର ବିଲ ଗେଟ୍ସଙ୍କୁ ପଛରେ ପକାଇ ଆଦାନି ଧନର କୁବେର ହୋଇ

ଶ୍ରୀଲଙ୍କା ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ବିକ୍ରମସିଙ୍ଘେ

କଲମ୍ବୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ବିକ୍ରମସିଙ୍ଘେ। ତାଙ୍କୁ ମୁଖ୍ୟ ବିଚାରପତି ଶପଥ ପାଠ କରାଇଛନ୍ତି। ତେବେ ଦେଶରେ ନୂଆ ରାଷ୍ଟ୍ରପତି ନିର୍ବାଚନ ହେବା ପରେ ବି ରାଜଧାନୀ କଲମ୍ବୋରେ ବିକ୍ଷୋଭ ପ୍ରଦର୍ଶନ ଥମିନି। ବିକ୍ଷୋଭକାରୀମାନେ

ସୋନିଆ ଗାନ୍ଧିଙ୍କୁ ଇଡିର ଜେରା, ପ୍ରତିବାଦରେ କଂଗ୍ରେସର ଟ୍ରେନ୍ ଅବରୋଧ, ପୋଡ଼ାଜଳା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଇଡିର ଡାକରା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ଦେଶବ୍ୟାପି ଜାରି ରହିଛି ଆନ୍ଦୋଳନ। ଆଜି ଦିଲ୍ଲୀରେ କଂଗ୍ରେସ କର୍ମୀମାନେ ତୀବ୍ର ବିରୋଧ କରିଛନ୍ତି । କଂଗ୍ରେସ କର୍ମୀମାନେ ଶିବାଜୀ ବ୍ରିଜ୍‌ ରେଲୱେ ଷ୍ଟେସନରେ

ରାଇଘର ବ୍ଲକ ଶାନ୍ତିନଗରଠାରେ ପୁଣି ମାଓ ପୋଷ୍ଟର

ଉମରକୋଟ(୨୧/୦୭) : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ଶାନ୍ତିନଗରଠାରେ ଆଜି ସକାଳେ ପୁଣି ଏକ ମାଓ ପୋଷ୍ଟର ଦେଖିବାକୁ ମିଳିଛି | ମାଓ ପୋଷ୍ଟର ରେ ମାଓବାଦୀ ସୀତାନଦୀ ଡିଭିଜନ ପକ୍ଷରୁ ଚେତାବନି ଦେଇଛନ୍ତି | ଫରେଷ୍ଟ ବାଲାକୁ କେନ୍ଦ୍ରକରୀ ଲେଖିଛନ୍ତି ଟଙ୍କା ଖାଇ ଜଙ୍ଗଳ କାଟିବା ବନ୍ଦ