ପୁଣି ବିଜେବି କଲେଜ ଛାତ୍ରଙ୍କୁ ରାଗିଂ

ଭୁବନେଶ୍ବର: ରୁଚିକା ମହାନ୍ତିଙ୍କ ମୃତ୍ୟୁରେ ସାରା ରାଜ୍ୟ ଉଠୁଥିବା ପଡୁଥିବା ବେଳେ ବିଜେବି କଲେଜରେ ପୁଣି ସାମ୍ନାକୁ ଆସିଲା ରାଗିଂ ଅଭିଯୋଗ। ବିଜେବି କଲେଜର +୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଏକାଧିକ ସିନିୟର୍ ନିର୍ଯାତନା ଦେବା ସହ

ମାଟ୍ରିମୋନି ସାଇଟରେ ଯୁବକଙ୍କ ଠାରୁ ୨୪ ଲକ୍ଷ ଲୁଟିନେଲେ ଯୁବତୀ

ଭୁବନେଶ୍ୱର: ମାଟ୍ରିମୋନି ସାଇଟରେ ଠକିଗଲେ ଆଇଟି ପ୍ରଫେସନାଲ । ୨୪ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ଆଇଟି ପ୍ରଫେସନାଲ । ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କଲେ ଯୁବକ । ଯୁବତୀ ନିଜକୁ ବାଲେଶ୍ଵରର ଝିଅ କହିଥିଲା, ନିଜର ନାମ ପ୍ରିୟା ଗୁପ୍ତା କହୁଥିଲା । କାଲିଫର୍ଣ୍ଣିଆରେ MBBS କରୁଥିବା

ବେଆଇନ ମଦ ଚାଲାଣ : ଜଣେ ଗିରଫ

କେ.ନୂଆଗାଁ : ବେଆଇନ ମଦ ଚାଲାଣ ବେଳେ ଜଣକୁ ଗିରଫ କରିଛି କେ.ନୂଆଗାଁ ପୋଲିସ । ଆଜି ସକାଳ ସାତଟା ସମୟରେ ଓଆର୦୭ Y ୪୦୬୩ ନମ୍ବର ବିଶିଷ୍ଟ ଏକ ମୋଟରସାଇକଲ ଯୋଗେ ଗୌଡ଼ ଗାଁର ପ୍ରଦୀପ ବେହେରା ବେଆଇନ ବିକ୍ରି କରିବାକୁ ଯାଉଥିବା ବେଳେ ପୋଲିସ ତାକୁ ଧବରା ଛକଠାରେଏ ଏସଆଇଏସ. ସି ଏଚ.ମୁର୍ମୁ ଏବଂ

ପୋଷ୍ଟର ମୁକ୍ତ ହେବ ରାଜଧାନୀ, ରାସ୍ତାକଡ଼ କାନ୍ଥରେ ଲଗାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ପୋଷ୍ଟର ମୁକ୍ତ ହେବ ସ୍ମାର୍ଟସିଟି । ଏଣିକି ଭୁବନେଶ୍ୱରରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇବା ମନା । ରାଜଧାନୀରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ । ବିଏମସିର ଲକ୍ଷ୍ୟ ପୋଷ୍ଟର ମୁକ୍ତ ହେବ ସ୍ମାର୍ଟସିଟି । ଏନେଇ ଟ୍ୱିଟ ଯୋଗେ ସାଧାରଣ ଲୋକଙ୍କୁ

ଛତ୍ରପୁର ଓକିଲ ସଂଘ ପକ୍ଷରୁ ନୂତନ ଏଡ଼ିଜେ ଓ ଜେଏମଏଫସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଛତ୍ରପୁର : ଆଜି ଛତ୍ରପୁର ଓକିଲ ସଂଘ ତରଫରୁ ନୂତନ ଭାବେ କାର୍ଯ୍ୟସ୍ଥଳୀରେ ଯୋଗ ଦେଇଥିବା ଏଡ଼ିଜେ ଶ୍ରୀ ମନୋରଞ୍ଜନ ଦାସ ଓ ଜେଏମଏଫସି ଜୁଏଲ ପଟ୍ଟନାୟକଙ୍କୁ ଛତ୍ରପୁର କୋର୍ଟକୁ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧନା ସଭାର ଏକ ଆୟୋଜନ କରାଯାଇଥିଲା। ଏହି ସଭାରେ ସବଜଜ ମାନସ ରଞ୍ଜନ ରାୟ ଓ

ବ୍ରହ୍ମପୁର ରେଳ ଷ୍ଟେସନରେ ୱାନ୍ ଷ୍ଟେସନ ୱାନ୍ ପ୍ରୋଡ଼କ୍ଟ ଆଉଟଲେଟ୍ ର ଉଦ୍‌ଘାଟନ

ବ୍ରହ୍ମପୁର : ବ୍ରହ୍ମପୁର ରେଳ ଷ୍ଟେସନ ଚତୁର୍ଥ ନଂ ପ୍ଲାଟ୍ ଫର୍ମ ଠାରେ ଓରମାସ୍ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ୱାନ୍ ଷ୍ଟେସନ ୱାନ୍ ପ୍ରୋଡ଼କ୍ଟ ଆଉଟଲେଟ୍ ର ଉଦ୍‌ଘାଟନ ହୋଇଯାଇଛି । ଏହା ରାଜ୍ୟ ସରକାରଙ୍କ ମିଶନ୍ ଶକ୍ତି ଯୋଜନାରେ ମହିଳା ମାନଙ୍କୁ ସ୍ୱାବିଲମ୍ବୀ କରିବା ପାଇଁ

ଜେଲ୍‌ ଗଲେ ୧୧ ହଜାର ଲାଞ୍ଚ ନେଇ ଧରାପଡ଼ିଥିବା ଡାକ୍ତର

କଟକ: ଲାଞ୍ଚ ନେଉଥିବା ସମୟରେ ଗତକାଲି ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଉମାକାନ୍ତ ଖେଜୁରିଆଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ଭିଜିଲାନ୍ସ । ଏହା ପୂର୍ବରୁ ଡାକ୍ତର ଉମାକାନ୍ତ ଖେଜୁରିଆଙ୍କୁ ମାରାଥନ ଜେରା କରିଥିଲା ଭିଜିଲାନ୍ସ ଟିମ ।

ରାୟଗଡା ଜିଲ୍ଲା ପରେ କୋରାପୁଟକୁ ବ୍ୟାପିଲା ହଇଜା !

କୋରାପୁଟ : ରାୟଗଡା ଜିଲ୍ଲା କାଶୀପୁର ପରେ କୋରାପୁଟକୁ ବ୍ୟାପିଲା ହଇଜା । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ହାତୀମୁଣ୍ଡା ଗାଁରେ ଝାଡାବାନ୍ତିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ଦଶମନ୍ତପୁର ବ୍ଲକର ଛତାଆମ୍ବରେ ୧୧ ଜଣ ଝାଡାବାନ୍ତିରେ

ବାଘ ଛାଲ ଜବତ କଲା ଏସଟିଏଫ; ବ୍ୟବସୀୟୀ ଗିରଫ

ଭୁବନେଶ୍ୱର ୨୦/୦୭: ଏସଟିଏଫ ପଞ୍ଝାରେ ବାଘ ଛାଲ ବେପାରୀ। ବାଘ ଛାଲ ଉଦ୍ଧାର ସହ ଜଣେ ଗିରଫ। ଗିରଫ ବ୍ୟକ୍ତି ଜଣଙ୍କ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଅନ୍ତର୍ଗତ ଗୌଡଗୁଡାର ମନୋହର ଗୌଡ। ମନୋହରଙ୍କ ଏକ ଠାରୁ ବାଘ ଛାଲ ଜବତ କରାଯାଇଛି। ବାଘ ଛାଲ କାରବାର ନେଇ ଖବର ପାଇ ଏସଟିଏଫ

କାଶୀପୁରରେ ପାଣି ଉତ୍ସରୁ ହୋଇଛି ସଂକ୍ରମଣ, ସ୍ଥିତି ନିୟନ୍ତ୍ରଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କାଶୀପୁର: ରାୟଗଡା ଜିଲ୍ଲା କାଶୀପୁର ଓ ଦଶରଥପୁରରେ ହଇଜା ସଂକ୍ରମଣ ଘଟଣା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି କାସଈପୁରରେ ପାଣି ଉତ୍ସରୁ ସଂକ୍ରମଣ ହୋଇଛି । ଯାହା ଫଳରେ କଲେରା ବ୍ୟାକ୍ଟେରିଆର ସଂକ୍ରମଣ ଥିବା ଜଣାପଡିଛି