Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୫ଦିନ ପର୍ଯ୍ଯନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଓ ଅତିପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି। ଏ ନେଇ ପ୍ରବଳବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଅତି ପ୍ରବଳବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡିକ ପାଇଁ ଅରେଞ୍ଜ!-->…
ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇନାହାନ୍ତି ୪୪,୨୪୫ ଛାତ୍ରଛାତ୍ରୀ
ଭୁବନେଶ୍ବର,୨୦।୭ ଚଳିତ ୨୦୨୨ ବର୍ଷର ମାଟ୍ରିକ ପରୀକ୍ଷାରେ ୪୪୨୪୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି। ରାଜ୍ୟର ମୟୂରଭଞ୍ଜ ଜିଲାରେ ସର୍ବାଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି। - ଏ ବିଷୟରେ ତଦନ୍ତ କରିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିବା ଗଣଶିକ୍ଷା!-->…
ରାଜଧାନୀରେ ବଢ଼ିଲା ଟିକାକରଣ କେନ୍ଦ୍ର
ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବୁଷ୍ଟର ଅଥବା ପ୍ରିକସନ୍ ଡୋଜ୍ ଦେବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଉଛି। ଏହି କ୍ରମରେ ଭୁବନେଶ୍ୱରରେ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇଛି। ପୂର୍ବରୁ ଏହା ୧୯!-->…
ଟୁଙ୍ଗୁରୁ ଭୋଳ ପରେ ଶଙ୍କର କହଁର, ସ୍ତ୍ରୀର ମାନ୍ୟତା ପାଇଁ ଥାନାରେ ଧାରଣା
ଭୁବନେଶ୍ୱର: ଟୁଙ୍ଗୁର ଭୋଳକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଏବେ ଶଙ୍କର କହଁର ଘଟଣା ସାମ୍ନାକୁ ଆସିଛି। ମହିଳାଙ୍କ ଜିଦ୍ ଯେ ମୋର ଶଙ୍କର କହଁର ଦରକାର। ସ୍ତ୍ରୀର ମାନ୍ୟତା ପାଇଁ ଥାନାରେ ଧାରଣାରେ ବସିଛନ୍ତି ମହିଳା । ସିଏ ବାହା ହେଲେ ବି ମୁଁ ତା ସହ ରହିବି ବୋଲି ଜିଦ୍ ଧରି ବସିଛନ୍ତି!-->…
ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଅଜୟ ପରିଡା, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଶେଷକୃତ୍ୟ
ଯାଜପୁର: ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଡ.ଅଜୟ ପରିଡା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟି ଯାଜପୁର ଭଗବାନପୁରରେ ଶେଷକୃତ୍ୟ ସମ୍ପନ୍ନ୍ନ ହୋଇଛି ।ଞ୍ଚବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଜଳି ଜ୍ଞାପନ କରିଥିଲେ । ଗୌହାଟୀରେ ଏକ ସରକାରୀ କାର୍ୟ୍ୟକ୍ରମରେ ସାମିଲ ହେବାକୁ!-->…
ରାଜ୍ୟରେ ୯୨ ହଜାର ଶିଶୁ ଶ୍ରମିକ, କୋଭିଡ୍ରେ ବାପା ମାଆଙ୍କୁ ହରାଇଛନ୍ତି ୯୮୮ ପିଲା
ଭୁବନେଶ୍ଵର, ୨୦/୦୭ : ରାଜ୍ୟରେ ଶିଶୁ ଶ୍ରମିକ ଓ କୋଭିଡ୍ରେ ବାପା ମାଆଙ୍କୁ ହରାଇଥିବା ପିଲା ପ୍ରସଙ୍ଗରେ ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ୨୦୧୧ ଜନଗଣନା ଅନୁସାରେ ୯୨ ହଜାର ୮୭ ଶିଶୁ ଶ୍ରମିକ ରହିଛନ୍ତି। ଶିଶୁ ଶ୍ରମିକ ନିଷେଧ!-->…
ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଛାତ୍ର କଂଗ୍ରେସ
ଭୁବନେଶ୍ୱର: ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବି କରି ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି ଛାତ୍ର କଂଗ୍ରେସ । ରୁଚିକାଙ୍କୁ ନ୍ୟାୟ ଦାବିରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ବାସଭବନ ଘେରଉ କରି ପ୍ରତିବାଦ କରିଛନ୍ତି । ରୁଚିକାଙ୍କ ମୃତ୍ୟୁକୁ ତିନି!-->…
୧୩ ଲକ୍ଷ ଟଙ୍କାର ଅଫିମ ଜବତ, ୫ ଗିରଫ
କେନ୍ଦୁଝର: କେନ୍ଦୁଝର ଜିଲା ହରିଚନ୍ଦନପୁର ପୋଲିସ ଚଢ଼ାଉ କରି ବୁଧବାର କଳିଆଦୁମା ନିକଟରୁ ଚୋରା ଅଫିମ ବୋଝେଇ ଏକ କାରକୁ ଜବତ କରିଛି। ଏହା ସହ ୫ ଜଣଙ୍କୁ ଗିରଫ କରିଛି । ୯ କିଲୋ ୯୪୦ ଗ୍ରାମ ଜବତ ଅଫିମର ମୂଲ୍ୟ ପାଖାପାଖି ୧୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଗିରଫମାନେ ହେଲେ ଜହ୍ନ!-->…
ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପକରି ପ୍ରଧାନ ଶିକ୍ଷକ ନିଲମ୍ବିତ
ଦଶରଥପୁର: ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ କରି ପ୍ରଧାନ ଶିକ୍ଷକ ନିଲମ୍ବିତ। ଏଭଳି ଘଟଣା ଘଟିଛି ଯାଜପୁର ଜିଲା ଦଶରଥପୁର ବ୍ଲକରେ। କୁଅଁରପୁର ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷକ ସଞ୍ଜୟ ନାୟକଙ୍କୁ ନିଲମ୍ବିତ କରାଯାଇଛି। ଦଶରଥପୁର ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀ କିଶୋର କୁମାର ମଲ୍ଲିକ ପ୍ରଧାନ!-->…
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୫୮ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୪୬୪ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୬୪ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି!-->…