Sign in
Sign in
Recover your password.
A password will be e-mailed to you.
ଅଧିକାଂଶ ନବନିର୍ବାଚିତ ରାଜ୍ୟସଭା ସାଂସଦ କୋଟିପତି : ଏଡିଆର
ନୂଆଦିଲ୍ଲୀ : ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ପକ୍ଷରୁ ନିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୫୭ ଜଣ ସାଂସଦଙ୍କ ଅପରାଧିକ ଓ ଆର୍ଥିକ ପୃଷ୍ଠଭୂମି ସଂପର୍କରେ ଏକ ବିଶ୍ଳେଷଣାତ୍ମକ ରିପୋର୍ଟ ପ୍ରକାଶ ପାଇଛି ।ଏହି ରିପୋର୍ଟରୁ ଏକ ରୋଚକ ତଥ୍ୟ ଜଣା ପଡ଼ିଛି । ତାହା ହେଉଛି!-->…
ପାକିସ୍ତାନରେ ଥରକରେ ୫୯.୧୬ ଟଙ୍କା ବୃଦ୍ଧି ପାଇଲା ଡିଜେଲ ଦର, ପେଟ୍ରୋଲ ଲିଟର ହେଲା ୨୩୩ ଟଙ୍କା
ନୂଆଦିଲ୍ଲୀ: ପାକିସ୍ତାନର ଅର୍ଥନୈତିକ ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ବର୍ତ୍ତମାନ ଜନସାଧାରଣଙ୍କ ଉପରେ ଏହାର ଗମ୍ଭୀର ପ୍ରଭାବ ପଡ଼ିବାରେ ଲାଗିଛି। ପୂର୍ବରୁ ମହଙ୍ଗା ହୋଇଥିବା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଏକା ଥରକେ ଡିଜେଲର ମୂଲ୍ୟ ୫୯.୧୬!-->…
ଶୁଭେନ୍ଦୁ ଅଧିକାରୀଙ୍କ ସମେତ ୭ ବିଜେପି ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର କଲେ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବିମନ ବାନାର୍ଜୀ ଗୁରୁବାର ଦିନ ଗୃହରେ ଦୁଇ ଜଣ ବିଜେପି ବିଧାୟକଙ୍କ ଦ୍ୱାରା ଆଗତ ପୃଥକ ପ୍ରସ୍ତାବକୁ ବିଚାରକୁ ନେଇ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ସାତ ଜଣ ବିଜେପି ବିଧାୟକଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିଛନ୍ତି।ବିଧାନସଭା!-->…
ଅଗ୍ନିପଥ ଯୋଜନାକୁ ବିରୋଧ କରି ଲଙ୍କାକାଣ୍ଡ, ସଫେଇ ଦେଲେ ସରକାର
ନୂଆଦିଲ୍ଲୀ: ସେନା ବାହିନୀରେ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ଶର୍ଟ ଟର୍ମ ଅଗ୍ନିପଥ ଯୋଜନାକୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି ଯୋଜନାରେ ଯୁବବର୍ଗଙ୍କୁ ମାତ୍ର ୪ ବର୍ଷ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ମିଳିବ। ତେଣୁ ଏହାପରେ ନିଜ ଭବିଷ୍ୟତକୁ ନେଇ!-->…
ଏଟିଏମରୁ ୫୦୦ ଟଙ୍କା ଉଠାଇଲେ ମିଳୁଛି ୨୫ ଶହ !
ମୁମ୍ବାଇ: ମହାରାଷ୍ଟ୍ରର ନାଗପୁରରେ ଜଣେ ବ୍ୟକ୍ତିଙ୍କ ଲଟେରି ଲାଗି ଯାଇଛି। ସେ ଏଟିଏମରୁ ୫୦୦ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ତାଙ୍କୁ ମିଳିଛି ୫ ଗୁଣ ଅଧିକ ଟଙ୍କା। ବ୍ୟକ୍ତି ଜଣଙ୍କ ଏଟିଏମରେ ୫୦୦ ଟଙ୍କା ଉଠାଇଥିଲେ। କିନ୍ତୁ ତାଙ୍କୁ ଗୋଟିଏ ବଦଳରେ ୫ଟି ୫୦୦ ଟଙ୍କିଆ ନୋଟ ମିଳିଛି। ଅର୍ଥାତ!-->…
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଶାହଙ୍କୁ ହାର୍ଟ ଆଟାକ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଏମଆର ଶାହ ହଠାତ୍ ହାର୍ଟ ଆଟାକର ସମ୍ମୁଖୀନ ହୋଇଛନ୍ତି। ଆଜି ସେ ହିମାଚଳ ପ୍ରଦେଶରେ ଥିବା ବେଳେ ଅସହଜ ଅନୁଭବ କରିଥିଲେ। ଏହାପରେ ସେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହୃଦଘାତର!-->…
ଅଗ୍ନିପଥ ଯୋଜନାକୁ ବିରୋଧ, ଜାଳି ଦେଲେ ଟ୍ରେନ୍
ପାଟନା: ବିହାରରେ ଅଗ୍ନିପଥ ନିଆଁ। କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଜୋରଦାର ବିରୋଧ କରାଯାଉଛି। ଯୁବପିଢ଼ି ରାସ୍ତା ଉପରକୁ ଓହ୍ଲାଇ ଆସିଛନ୍ତି। ବ୍ୟାପକ ହିଂସାକାଣ୍ଡ ଘଟିଛି। କିଛି ରାଜନୈତିକ ଦଳ ଓ ଯୁବକ ସଙ୍ଗଠନ ଏହି ଯୋଜନା ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।!-->…
ମନ ଇଚ୍ଛା ଭାଙ୍ଗିପାରିବନି ବୁଲଡୋଜର, ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍କା
ନୂଆଦିଲ୍ଲୀ: ଜବରଦଖଲ ଉଚ୍ଛେଦ ମନଇଚ୍ଛା ହୋଇପାରିବ ନାହିଁ। କାହା ଘରକୁ ହଠାତ୍ ଜବରଦସ୍ତ ଭଙ୍ଗା ଯାଇପାରିବ ନାହିଁ। ବେଆଇନ ଉଚ୍ଛେଦ ବି ଆଇନର ପ୍ରକ୍ରିୟା ଅନୁସାରେ ହେବ। ଏହା କହିଛନ୍ତି ସୁପ୍ରିମକୋର୍ଟ। ୟୁପିରେ ପ୍ରାୟାଗରାଜ ବୁଲଡୋଜର ବୁଲିବା ମାମଲାରେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ!-->…
ମହିମା ଧର୍ମାବଲମ୍ବୀ ସାଧୁ ସମାବେଶ
ବ୍ରହ୍ମପୁର(୧୫/୦୬) : ସ୍ଥାନୀୟ ଆସ୍କା ରୋଡ ରେଡ୍ଡୀ ଗ୍ୟାରେଜ ସନ୍ନିକଟ ଭୈରବୀ କଲ୍ୟାଣ ମଣ୍ଡପ ଠାରେ ଆନ୍ଧ୍ର-ଓଡିଶା ମହିମାଧର୍ମାବଲମ୍ବୀ ସାଧୁ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସାଧୁ ଶୁକଦେବ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଧର୍ମସଭାରେ ଜଗତରେ ଭାଇଚାରା ଓ ଜୀବେଦୟା!-->!-->!-->…
ବାଲିଗୁଡାରେ ରଜ ମଉଜ ପାଳିତ : ଗାଇଲେ ରଜ ଗୀତ, ଖେଳିଲେ ଦୋଳି
ବାଲିଗୁଡା : ସାରା ଓଡିଶା ରେ ତିନି ଦିନିଆ ରଜ ପର୍ବ ଧୁମ ଧାମରେ ପାଳିତ ହେଉଥିବା ବେଳେ କନ୍ଧମାଳ ଜ଼ିଲ୍ଲା ର ବାଲିଗୁଡା ବ୍ଲକ ର ଉପାନ୍ତ ଗାଁ ଗୁଡିକ ରେ ମଧ୍ୟ ରଜ ପର୍ବ ମାହା ଆଡମ୍ବର ପାଳିତ ହୋଇଯାଇଛି l ବିଭିନ୍ନ ଗାଁ ଗହଳିରେ ଧୂମଧାମରେ ଘରେ ଓ ବାହାରେ ଦୋଳି ବାନ୍ଧି କୁଆଁରି ଝିଅମାନେ!-->…