ଡଃ ଅଜୟ ପରିଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ସମ୍ମାନ ହେବ ଶେଷକୃତ୍ୟ

ଭୁବନେଶ୍ବର : ଦେଶର ଜଣାଶୁଣା ଜୀବବିଜ୍ଞାନୀ ତଥା ଆଇଏଲଏସ୍ ନିର୍ଦ୍ଦେଶକ ପଦ୍ମଶ୍ରୀ ଡକ୍ଟର ଅଜୟ କୁମାର ପରିଡ଼ାଙ୍କର ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ପରିଡା ଜାତୀୟସ୍ତରରେ ଜଣେ ଉଚ୍ଚକୋଟୀର

ଟିକାଦାନ ବନ୍ଦ ହେତୁ ଅସନ୍ତୋଷ

ହିଂଜିଳିକାଟୁ (୧୯ା୭) : ପ୍ରାକ ସାବଧାନ ପାଇଁ ପ୍ରଦାନ କରାଯାଉଥିବା ମାଗଣା ବୁଷ୍ଟର ୩ୟ ଡ଼ୋଜ କୋଭିଡ-୧୯଼ ଟିକା କେନ୍ଦ୍ର ହିଂଜିଳିକାଟୁରେ ବନ୍ଦ ହେତୁ ଜନ ଅସନ୍ତୋଷ ସୃଷ୍ଟି ହୋଇଛି । ପୂର୍ବରୁ ସୂଚନା ନଥିବା କାରଣରୁ ମଙ୍ଗଳବାର ଟିକା ପାଇଁ ପୁରୁଣା ଡ଼ାକ୍ତରଖାନା ଟିକା କେନ୍ଦ୍ରକୁ ଯାଇ ବହୁ

ନାଳହୁଡାରୁ ରୁ ମହିଳାଙ୍କ ମୃତଦେହ ଉଦ୍ଧାର

ହିଞ୍ଜିଳିକାଟୁ (୧୯।୭) : ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଖଣ୍ଡରା ଗ୍ରାମ ନାଳହୁଡା ନିକଟ ଠାକୁରାଣୀ ମନ୍ଦିର ନିକଟରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ଅପରାହ୍ନରେ ଖଣ୍ଡରା ଗ୍ରାମ ନିକଟରେ ନାଳ ହୁଡାରେ ମହିଳାଙ୍କ ମୃତ ଦେହ ଦେଖିଥିଲେ ସ୍ଥାନୀୟ ଲୋକ । ସେମାନେ ହିଞ୍ଜିଳି

ଏଟିଏମରୁ ବାହାରିବ ଚାଉଳ, ୨୪ ଘଣ୍ଟା ହିତାଧିକାରୀଙ୍କୁ ମିଳିବ ରାସନ

ଭୁବନେଶ୍ବର, ୧୯।୭ ଏଣିକି ଏଟିଏମରୁ ଟଙ୍କା ବାହାରିବା ଭଳି ଚାଉଳ ମିଳିବ। ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଲଟାଇମ ଗ୍ରେନ ବ୍ୟବସ୍ଥା କରାଯାଉଛି। ଏହା ଦ୍ବାରା ୨୪ ଘଣ୍ଟା ମିଳିବ ରାସନ। ପାଇଲଟ ଭାବେ ଭୁବନେଶ୍ୱର ଆରମ୍ଭ ହେବ। ଖର୍ଚ୍ଚ ଦାବି ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ଖାଦ୍ୟ

ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ଭତ୍ତା ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷା

ଚିତ୍ରକୋଣ୍ଡା(୧୯/୦୭) : ଆଜି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରାଲେଗଡା଼ ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟ ସାକୃବନ୍ଧା ଠାରେ ଚିତ୍ରକୋଣ୍ଡା ଭାରତୀୟ ଶାଖା ପରିଚାଳକ ସିଦ୍ଧାର୍ଥ ନାୟକ ଉଦ୍ୟମ ରେ ପୁଣି ଥରେ ୧୦୫

ଚଳିତ ଶିକ୍ଷାବର୍ଷରୁ ଶତ ପ୍ରତିଶତ ସିଲାବସ୍‌ରେ ହେବ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ବର, ୧୯।୭ ଚଳିତ ଶିକ୍ଷାବର୍ଷ ରୁ ଶତ ପ୍ରତିଶତ ସିଲାବସରେ ଯୁକ୍ତ ୨ ପରୀକ୍ଷା ହେବ । ସେଥିପାଇଁ ଚଳିତ ଶିକ୍ଷା ବର୍ଷରେ ଶତ ପ୍ରତିଶତ ସିଲାବସ୍ ରେ ପାଠପଢା ହେବ । ତେବେ ୨୦୨୨ ପରୀକ୍ଷାରେ ଫେଲ ହୋଇଥିବା ପରୀକ୍ଷାର୍ଥୀ ୨୦୨୩ ଓ ୨୦୨୪ ବର୍ଷ ପରୀକ୍ଷାରେ ପୂର୍ବରୁ ହ୍ରାସ ପାଇଥିବା ୭୦

ଅର୍ଥତତ୍ତ୍ଵ ଚିଟଫଣ୍ଡ ଠକେଇ ମାମଲା : ମନୋଜ ପଟ୍ଟନାୟକଙ୍କ ଜାମିନ ନାମଞ୍ଜୁର

ଛତ୍ରପୁର : ଆଜି ଛତ୍ରପୁର ଏସଡ଼ିଜେଏମ୍ କୋର୍ଟରେ ଅର୍ଥତତ୍ତ୍ଵ ଚିଟଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀଙ୍କ ସହ-ଅଭିଯୁକ୍ତ ତଥା ପୋଲସରା ବାସିନ୍ଦା ମନୋଜ ପଟ୍ଟନାୟକଙ୍କ ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରୁ ୨୯ ସେପ୍ଟେମ୍ବର, ୨୦୨୧ ଓ ୧୮ ଫେବ୍ରୁଆରୀ, ୨୦୨୨ରେ ମିଳିଥିବା ନିର୍ଦ୍ଦେଶ ଅନୁଯାୟୀ

ବନବିଭାଗ ଏବଂ ପ୍ରଦାନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,୧୯/୭, ଦାରିଙ୍ଗବାଡ଼ି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ଅନ୍ତର୍ଗତ ଗଦଡ଼ି ଗ୍ରାମରେ ଗୋଷ୍ଠି ଗତ ଜଙ୍ଗଲ ଜମିରେ ବନବିଭାଗ ପକ୍ଷରୁ ମହୁଲ ଗଛ ଚାରା ୨୦୦ ଗୋଟି ଏବଂ କିଛି ବାଉଁଶ ମଞ୍ଜି ଲଗାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବନାଞ୍ଚଳ ଅଧିକାରୀ ସତିଶ କୁମାର ଧାରୁଆ ଯୋଗ

ଅଭିଯୁକ୍ତଙ୍କୁ ନେବା ବେଳେ ପୋଲିସ୍‌କୁ ଗୋଡେଇ ଗୋଡଇ ପିଟିଲେ ଗ୍ରାମବାସୀ…

ଉମରକୋଟ : ମୃତଦେହ ଉଦ୍ଧାର ସମୟରେ ପୋଲିସକୁ ମାଡ଼ । ନବରଙ୍ଗପୁର ଝରିଗାଁ ବ୍ଲକ ଝରିଗୁଡା ଗାଁରେ ଏକ ବନ୍ଦ କୋଠରୀରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ବଦ୍ରିକା ୩ ବର୍ଷ ତଳେ ଝରିଗୁଡାର ସୁଶୀଲ ନାଗଙ୍କୁ ପ୍ରେମ ବିବାହ କରିଥିଲେ। କିନ୍ତୁ ଉଭୟ ପରିବାର ମଧ୍ୟରେ ବିବାଦ

ଏଲଆଇସି କ୍ଲେମ୍ କ୍ଲିୟରାନ୍ସ ପାଇଁ ଲାଞ୍ଚ ନେବାବେଳେ ଧରାପଡିଲେ ଲାଞ୍ଚୁଆ ଡାକ୍ତର

ଢେଙ୍କାନାଳ: ଗୋଟିଏ ଦସ୍ତଖତ କରିଦେବା ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଡାକ୍ତର ବାବୁ। ଖୁବ୍ ଖୁସିରେ ଲାଞ୍ଚ ନେଇ ପକେଟରେ ରଖିଥିଲେ। ହେଲେ ପୂର୍ବ ଯୋଜନା ମୁତାବକ ଚଢ଼ଉ କରି ଏହି ଲାଞ୍ଚୁଆ ଡାକ୍ତରଙ୍କୁ ଧରିଛି ଭିଜିଲାନ୍ସ। ଏହି ଲାଞ୍ଚୁଆ ଡାକ୍ତର ଜଣକ ଢେଙ୍କାନାଳ ହସ୍ପିଟାଲର ମେଡିସିନ