ଆଜିଠୁ ୪ ମାସ ଯାଏ ଶିମିଳିପାଳ ବନ୍ଦ

ବାରିପଦା : ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ବର୍ଷାଦିନ ଆରମ୍ଭ ହେଉଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ୪ ମାସ ଯାଏ ଶିମିଳିପାଳ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ଉତ୍ତର ଶିମିଳିପାଳର ଏସିଏଫ୍‌ ପ୍ରଦୀପ କୁମାର ଦେ ସୂଚନା

ପୋଖରୀରେ ଗାଧୋଉଥିବା ବେଳେ ବୁଡିଯାଇ ନାବାଳିକା ମୃତ

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ଗ୍ରାମରେ ପୋଖରୀରେ ବୁଡିଯାଇ ନାବାଳିକାଙ୍କ ମୃତ୍ୟୁ ଘଟିଛି। .ଆରୁହା ଗ୍ରାମ ର ସୁଦାମ ସେଠି ଙ୍କ ଝିଅ ସାଙ୍ଗ ମାନଙ୍କ ସହ ଗ୍ରାମ ରେ ଥିବା ଏକ ପୋଖରୀ କୁ ଗାଧୋଉଥିଲେ। ଗାଧୋଉଥିବା ସମୟରେ ଗୋଡ ଖସିଯିବାରୁ ପୋଖରୀରେ ବୁଡିଯାଇଥିଲେ। ସ୍ଥାନୀୟ

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ବାଲେଶ୍ବରରେ ୧୨ଘଣ୍ଟିଆ ବନ୍ଦ ପାଳନ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ଆଜି ସକାଳ ୬ଟାରୁ ବିଭିନ୍ନ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବାଲେଶ୍ୱର ସହର ବନ୍ଦ ପାଳନ କରାଯାଇଛି। ବାଲେଶ୍ବର ଜିଲ୍ଲାରେ ଲଗାତାର ଚୋରି, ଡକାୟତି, ହତ୍ୟା, ରାହାଜାନୀ ସମେତ ମଦ, ଗଞ୍ଜେଇ ଓ ବ୍ରାଉନନସୁଗାର ଭଳି ମାରାତ୍ମକ

ଘରୋଇ ହିଂସାକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ, ୩ ଅଟକ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ସଦର ଥାନା ସିନ୍ଦୁରଗୌରାରେ ଦୁଇ ମହିଳା ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ। ଘରୋଇ ହିଂସାକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଉପରକୁ ଠେଙ୍ଗା ଓ ଭୁଜାଲିରେ ଆକ୍ରମଣ କରିଛନ୍ତି।

ଖୋର୍ଦ୍ଧାରୁ ନଗଦ ଟଙ୍କା ସହ ବ୍ରାଉନସୁଗାର ଜବତ, ଯୁବତୀ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ସହର ପାଲଟିଲାଣି ବ୍ରାଉନସୁଗାର ବ୍ୟବସାୟୀଙ୍କ ପେଣ୍ଠସ୍ଥଳ । ଆଉ ଏବେ ଏହି କାରବାରରେ ଯୁବତୀଙ୍କୁ କରାଯାଉଛି ସାମିଲ । କୌଣସି ସୂତ୍ରରୁ ଖବର ପାଇ ଆଦର୍ଶ ଥାନା ପୋଲିସ ଚଢାଉ କରିଥିଲା । ଗୁରୁଜଙ୍ଗ ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟ କରୁଥିବାବେଳେ 21 ଗ୍ରାମ

ଭୁବନେଶ୍ୱରରୁ ଉଠିଯିବ ICCR କାର୍ଯ୍ୟାଳୟ

ଭୁବନେଶ୍ୱର: ଭୁବନେଶ୍ୱରରୁ ଉଠିବ ICCR ବା ଇଣ୍ଡିଆନ କାଉନସିଲ ଫର୍ କଲଚୁରାଲ ରିଲେସନ କାର୍ଯ୍ୟାଳୟ । ୨୦୧୫ରୁ ଏହି କାର୍ଯ୍ୟାଳୟ ପଳାସପଲ୍ଲୀରେ ରହିଛି । ତେବେ କେନ୍ଦ୍ର ସରକାର ହଠାତ ଏହି କାର୍ଯ୍ୟାଳୟକୁ ଉଠାଇ ନେବାକୁ ନିଷ୍ପତି ନେଇଛନ୍ତି । କୋଲକତା ସ୍ଥିତ ଜୋନ୍‌ କାର୍ଯ୍ୟାଳୟରେ ମିଶିବ

ରାଜ୍ୟରେ ଆଉ ୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର:ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୧୭ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ୧୮ ବର୍ଷ ବୟସ ମଧ୍ୟରେ ୪ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଟି-୨୦ ସିରିଜ୍‌: ହାର୍ଦ୍ଦିକ କ୍ୟାପ୍ଟେନ, ରାହୁଲ ତ୍ରିପାଠୀଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ତାଙ୍କ ଡେପୁଟି ଭାବେ ନିଯୁକ୍ତି ପାଇଛନ୍ତି ଭୁବନେଶ୍ୱର କୁମାର। ସେହିପରି କ୍ରମାଗତ ଭାବେ ଆଇପିଏଲରେ ସମସ୍ତଙ୍କୁ ପ୍ରଭାବିତ କରି ଆସୁଥିବା ରାହୁଲ ତ୍ରିପାଠୀଙ୍କୁ

ଅର୍ଥନୀତିକୁ ଋଣମୁକ୍ତ ରଖିବା ଲାଗି ଚା କମ୍ ପିଅନ୍ତୁ: ପାକିସ୍ତାନ ମନ୍ତ୍ରୀ

ଇସ୍‌ଲାମାବାଦ୍‌: ଦେଶର ଅର୍ଥନୀତିକୁ ଋଣମୁକ୍ତ ରଖିବା ଲାଗି କମ୍‌ ଚା ପିଇବା ଲାଗି ପାକିସ୍ତାନ ଯୋଜନା ଓ ବିକାଶର ସଂଘୀୟ ମନ୍ତ୍ରୀ ଅଶାନ୍‌ ଇକ୍‌ବାଲ୍‌ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।ଚା ଆମଦାନି ସରକାରଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପକାଉଥିବାରୁ ପାକିସ୍ତାନୀମାନେ ଦୈନିକ କପେ

ଦିଲ୍ଲୀ ପୁଲିସ ମୋ ଲୁଗାପଟା ଚିରି ପକାଇଲେ: ମହିଳା ସାଂସଦ କହିଥିବା ଭିଡିଓ ସେୟାର୍‌ କଲେ କଂଗ୍ରେସ ନେତା ଶଶୀ ଥରୁର୍

ନୂଆଦିଲ୍ଲୀ: ବୁଧବାର ଦିନ ଦିଲ୍ଲୀରେ କଂଗ୍ରେସ କର୍ମୀମାନେ ପ୍ରତିବାଦ କରୁଥିବା ବେଳେ ଦିଲ୍ଲୀ ପୁଲିସ ପୋଷାକପତ୍ର ଚିରି ପକାଇବା ସହ ତାଙ୍କୁ ଜଣେ ଅପରାଧୀଙ୍କ ଭଳି ବସ୍‌ ଭିତରକୁ ଟାଣି ନେଇଥିଲେ ବୋଲି ତାମିଲ୍‌ନାଡୁ କରୁର୍‌ ଆସନର କଂଗ୍ରେସ ସାଂସଦ ଜ୍ୟୋତିମଣି ଏକ ଭିଡିଓରେ କହିଛନ୍ତି।ଆଜି