Sign in
Sign in
Recover your password.
A password will be e-mailed to you.
ଆଇଟି ପଲିସି-୨୦୨୨କୁ କ୍ୟାବିନେଟ୍ ଅନୁମୋଦ
ଭୁବନେଶ୍ୱର: ଦେଶ ବିଦେଶର ଆଇଟି କମ୍ପାନୀଗୁଡ଼ିକୁ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଶା ଆଇଟି ପଲିସି-୨୦୨୨କୁ କ୍ୟାବିନେଟ୍ ଅନୁମୋଦ ମିଳିଛି । ଏହାସହିତ ଓଡ଼ିଶା ମୋବାଇଲ ଟାୱାର ଅପଟିକାଲ ଫାଇବର କେବୁଲ୍ ଓ ଟେଲିକମ୍ ଭିତ୍ତିଭୂମି!-->…
କାଶୀପୁରରେ ଚିହ୍ନଟ ହେଲା ଭାଇବେରିଆ କଲେରା
ରାୟଗଡ଼ା: କିଛି ବର୍ଷ ପରେ ପୁଣି ଥରେ ରାୟଗଡା ଜିଲ୍ଲା କାଶିପୁର ବ୍ଲକକୁ ଫେରିଛି ହଇଜା । ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଊର୍ଦ୍ଧ୍ୱ କାଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ!-->…
ଦୂଷିତ ହୋଇଛି ମହାନଦୀ, ବ୍ରାହ୍ମଣୀ ଜଳ
ଭୁବନେଶ୍ବର: ମହାନଦୀ ଓ ବ୍ରାହ୍ମଣୀର ଜଳ ଦୂଷିତ ହୋଇଛି। ରାଜ୍ୟର ୧୧ ଟି ମୁଖ୍ୟ ନଦୀର ୧୨୯ ଟି ସ୍ଥାନରେ ଜଳର ଗୁଣାତ୍ମକ ମାନକୁ ପରୀକ୍ଷଣ କରାଯିବା ପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି। ସହରାଞ୍ଚଳରେ ବର୍ଜ୍ୟଜଳ ନଦୀକୁ ଛଡାଯିବା ଏବଂ ନଦୀ ଜଳର ଇନ ଷ୍ଟ୍ରିମ ବ୍ୟବହାର ଯୋଗୁ ଦୂଷିତ ହେଉଥିବା!-->…
ଦୁଇ ଟ୍ରକ ମୁହାଁମୁହିଁ ଧକ୍କା: ଡ୍ରାଇଭର ମୃତ , ଜଣେ ଗୁରୁତର
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ଜାତୀୟ ରାଜପଥର ମୁଣ୍ଡେଇଲୋ ଛକ ନିକଟରେ ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କାରେ ଜଣେ ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ଗଁନ୍ଦିଆ ଥାନା ଦେଓଗାଁର ଅଜିତ ମହାପାତ୍ର । ଏବଂ ଗୁରୁତର ଜଣଙ୍କ ଅନୁଗୁଳ!-->…
ଆସନ୍ତା ୨୧ରେ ଇଡି ଅଫିସ ଘେରାଉ କରିବ କଂଗ୍ରେସ
ଭୁବନେଶ୍ଵର : ଆସନ୍ତା ଜୁଲାଇ ୨୧ରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଇଡି ଅଫିସ ଯାଏ ପଦଯାତ୍ରା କରି ଆନ୍ଦୋଳନ କରିବ କଂଗ୍ରେସ। ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡି ସମନକୁ ପ୍ରତିବାଦ କରି ଅଫିସ ଘେରାଉ କରିବ କଂଗ୍ରେସ। ଏହା ପରେ ଜୁଲାଇ ୨୨ରେ ଜିଲ୍ଲା ମୁଖ୍ୟାଳୟରେ ଆନ୍ଦୋଳନ!-->…
ILS ନିର୍ଦ୍ଦେଶକ ଅଜୟ ପରିଡାଙ୍କ ପରଲୋକ, ଜନ୍ମମାଟିରେ ଶୋକର ଛାୟା
ଚାଲିଗଲେ ଆଇଏଲଏସ ନିର୍ଦ୍ଦେଶକ ଡା. ଅଜୟ ପରିଡା । ଗୌହାଟୀରେ ସାମିଲ ଏକ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । କନଫରେନ୍ସ ପୂର୍ବରୁ ତାଙ୍କୁ ହୃଦଘାତ ହୋଇଥିଲା । ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ପରଲୋକ ହୋଇଥିବା!-->…
କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ଙ୍କୁ ଦିଆଯିବ କାରଣ ଦର୍ଶାଅ ନୋଟିସ୍: ପିସିସି ସଭାପତି
ଭୁବନେଶ୍ବର: କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ଙ୍କୁ ଦିଆଯିବ କାରଣ ଦର୍ଶାଅ ନୋଟିସ୍ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ମୋକିମଙ୍କ କାର୍ଯ୍ୟ ସମ୍ପର୍କରେ ହାଇକମାଣ୍ଡଙ୍କୁ ଜଣାଇଛୁ । ଆମ ଭିତରେ କିଛି ମତଭେଦ ନଥିଲା । କଣ ପାଇଁ!-->…
ଦୁର୍ନୀତିଗ୍ରସ୍ତ ୨୧୧ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ପଡିଥିବା କେତେ ଜଣ ଦୁର୍ନୀତିଗ୍ରସ୍ତ ବାବୁଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ? ଗୃହରେ ଏନେଇ ପ୍ରଶ୍ନ କରିଥିଲେ ବିଧାୟକ ସୁଧୀର ସାମଲ । ଏହି ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
!-->!-->!-->…
ଓଡ଼ିଶା ସଚିବାଳୟ କାର୍ଯନିର୍ବାହୀ ଓ ବ୍ୟକ୍ତିଗତ ସହାୟକ ନିଯୁକ୍ତି ପ୍ରଣାଳୀରେ ସଂଶୋଧନ
ଭୁବନେଶ୍ବର: କନିଷ୍ଠ କାର୍ଯନିର୍ବାହୀ ସହାୟକ ( ଆଦ୍ଯ ନିଯୁକ୍ତ ) ମୂଳ ପଦବୀରେ ନିଯୁକ୍ତି ପରିଚାଳନା ପ୍ରକ୍ରିୟାରେ ଥିବା କେତକ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଚୟନ କରିବା ପାଇଁ କେବଳ ସ୍ନାତକ ଦକ୍ଷତାରେ ସୀମିତ ନ ରଖି ଏହାକୁ ସ୍ନାତକ ସହ ମୁଦ୍ରଣ ଓ ମୌଳିକ କମ୍ପ୍ୟୁଟର ଦକ୍ଷତାକୁ!-->…
ବ୍ରହ୍ମପୁରରେ ବାଧ୍ୟତାମୂଳକ ହେଲା ମାସ୍କ
ବ୍ରହ୍ମପୁରରେ ବାଧ୍ୟତାମୂଳକ ହେଲା ମାସ୍କ । କୋଭିଡ ସଂକ୍ରମଣ ବଢୁଥିବାରୁ ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ପ୍ରଶାସନ ପକ୍ଷରୁ ବଧ୍ୟତମୂଳକ କରାଯାଇଛି।
ମନ୍ଦିର, ପାର୍କ, ବଜାରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସପିଂ ମଲ୍ ଓ!-->!-->!-->…