Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ ୯୨ ହଜାର ଶିଶୁ ଶ୍ରମିକ, କୋଭିଡ୍ରେ ବାପା ମାଆଙ୍କୁ ହରାଇଛନ୍ତି ୯୮୮ ପିଲା
ଭୁବନେଶ୍ଵର, ୨୦/୦୭ : ରାଜ୍ୟରେ ଶିଶୁ ଶ୍ରମିକ ଓ କୋଭିଡ୍ରେ ବାପା ମାଆଙ୍କୁ ହରାଇଥିବା ପିଲା ପ୍ରସଙ୍ଗରେ ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ୨୦୧୧ ଜନଗଣନା ଅନୁସାରେ ୯୨ ହଜାର ୮୭ ଶିଶୁ ଶ୍ରମିକ ରହିଛନ୍ତି। ଶିଶୁ ଶ୍ରମିକ ନିଷେଧ!-->…
ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଛାତ୍ର କଂଗ୍ରେସ
ଭୁବନେଶ୍ୱର: ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବି କରି ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି ଛାତ୍ର କଂଗ୍ରେସ । ରୁଚିକାଙ୍କୁ ନ୍ୟାୟ ଦାବିରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ବାସଭବନ ଘେରଉ କରି ପ୍ରତିବାଦ କରିଛନ୍ତି । ରୁଚିକାଙ୍କ ମୃତ୍ୟୁକୁ ତିନି!-->…
୧୩ ଲକ୍ଷ ଟଙ୍କାର ଅଫିମ ଜବତ, ୫ ଗିରଫ
କେନ୍ଦୁଝର: କେନ୍ଦୁଝର ଜିଲା ହରିଚନ୍ଦନପୁର ପୋଲିସ ଚଢ଼ାଉ କରି ବୁଧବାର କଳିଆଦୁମା ନିକଟରୁ ଚୋରା ଅଫିମ ବୋଝେଇ ଏକ କାରକୁ ଜବତ କରିଛି। ଏହା ସହ ୫ ଜଣଙ୍କୁ ଗିରଫ କରିଛି । ୯ କିଲୋ ୯୪୦ ଗ୍ରାମ ଜବତ ଅଫିମର ମୂଲ୍ୟ ପାଖାପାଖି ୧୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଗିରଫମାନେ ହେଲେ ଜହ୍ନ!-->…
ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପକରି ପ୍ରଧାନ ଶିକ୍ଷକ ନିଲମ୍ବିତ
ଦଶରଥପୁର: ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ କରି ପ୍ରଧାନ ଶିକ୍ଷକ ନିଲମ୍ବିତ। ଏଭଳି ଘଟଣା ଘଟିଛି ଯାଜପୁର ଜିଲା ଦଶରଥପୁର ବ୍ଲକରେ। କୁଅଁରପୁର ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷକ ସଞ୍ଜୟ ନାୟକଙ୍କୁ ନିଲମ୍ବିତ କରାଯାଇଛି। ଦଶରଥପୁର ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀ କିଶୋର କୁମାର ମଲ୍ଲିକ ପ୍ରଧାନ!-->…
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୫୮ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୪୬୪ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୬୪ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି!-->…
ରାଉରକେଲାରେ ମାସ୍କ ବାଧ୍ୟତାମୂଳକ
ରାଉରକେଲା : ରାଉରକେଲା ମହାନଗରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମାସ୍କ ବାଧ୍ୟତାମୂଳକ ନେଇ କମିଶନର ଶୁଭଙ୍କର ମହାପାତ୍ରଙ୍କ ସୂଚନା । ସର୍ବସାଧାରଣ ସ୍ଥାନ ଓ ଦୋକାନ ବଜାର ଯିବା ବେଳେ ମାସ୍କ ପିନ୍ଧିବା କୁ ପରାମର୍ଶ ଦିଆଯାଇଛି । ପ୍ରଥମେ ଲୋକମାନଙ୍କୁ ସଚେତନ କରାଯିବ କହିଲେ କମିଶନର ।!-->…
ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରତ୍ୟାହାର ଦାବିରେ ବିଡ଼ିଓଙ୍କୁ ଦାବିପତ୍ର
ଦାରିଙ୍ଗବାଡ଼ି(୨୦/୭) : ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରତ୍ୟାହାର ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ ଦାରିଙ୍ଗବାଡ଼ି ସଂଘ ପକ୍ଷରୁ ଦାରିଙ୍ଗବାଡ଼ି ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାରିଙ୍ଗବାଡ଼ି ବ୍ଲକ ସଭାପତି ଶୁଭଲଷ୍ମୀ ବେଜଙ୍କ ନେତୃତ୍ୱରେ!-->…
ମୁମୁର୍ଷ ଅବସ୍ଥାରେ ପଡ଼ିରହିଥିବା ମହିଳା ଉଦ୍ଧାର
ଦାରିଙ୍ଗବାଡ଼ି(୨୦/୭) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ମେଡିକାଲରେ ଗାଜଲବାଡ଼ି ଘାଟି ରାସ୍ତାରେ ମୁମୁର୍ଷ ଅବସ୍ଥାରେ ପଡ଼ିରହିଥିବା ଜଣେ ମହିଳାଙ୍କୁ ଜଣେ ପଥିକ ଉଦ୍ଧାର କରି ଆଣି ଦାରିଙ୍ଗବାଡ଼ି ମେଡିକାଲରେ ଭର୍ତ୍ତି କରି ଥାନାକୁ ସୂଚନା ଦେଇଥିଲେ । ସୂଚନା ମୁତାବକ ବଡ଼ଗଡ଼ ଥାନା!-->!-->!-->…
ହସ୍ତତନ୍ତ ଶିଳ୍ପର ବିକାଶ ନିମନ୍ତେ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ବୈଠକ
ଛତ୍ରପୁର (୨୦/୦୭) : ଗଞ୍ଜାମ ଜିଲ୍ଲାର କୁଟୀର ଶିଳ୍ପ ହସ୍ତତନ୍ତ ବହୁଳ କର୍ମ ନିଯୁକ୍ତିର ସମ୍ଭାବନା ରହିଛି । ବ୍ରହ୍ମପୁର ପାଟର ବୁଣା ପଦ୍ଧତି ଓ କାରୁକାର୍ଯ୍ୟ ଯୋଗୁଁ ବ୍ରହ୍ମପୁର ସହର ରେଶମ ସହର ଭାବେ ଜଣାଶୁଣା । ବ୍ରବ୍ମପୁର ପାଟର କାରୁକାର୍ଯ୍ୟ ଓ ଉତ୍ତମ ଗୁଣବତ୍ତା ଯୋଗୁଁ ଏହାର ଚାହିଦା!-->…
ବ୍ଲକସ୍ତରୀୟ ବ୍ୟାଙ୍କର୍ସ ସମିତି ବୈଠକ ଓ ସମନ୍ୱୟ ମେଳା
ଫୁଲବାଣୀ(୨୦/୭) : ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଅନୁକୁଲ୍ୟରେ ଫୁଲବାଣୀ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ବ୍ୟାଙ୍କରସ ସମିତି ବୈଠକ ଓ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଥିଲା l ଏଥିରେ ଫୁଲବାଣୀ ବ୍ଲକ ବିଡ଼ିଓ ଶାନ୍ତନୁ ନାୟକ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ!-->…