ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା କମିଟିର ବୈଠକ

ନବରଙ୍ଗପୁର (୨୦/୭) : ନବରଙ୍ଗପୁର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା ୨୦୨୨ ଖସଡ଼ା କମିଟିର ଏକ ବୈଠକ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କମିଟି ର ଅଧ୍ୟକ୍ଷ ତଥା ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ

ନ ଖଣ୍ଡ ମୌଜାରେ ଚାଉଳ ସବ୍‌ସେଣ୍ଟର ମଞ୍ଜୁର ହେଲା

ଫୁଲବାଣୀ:-୨୦/୦୭ ମା ଲକ୍ଷ୍ମୀ ନ ଖଣ୍ଡ ମୌଜା ବିକାଶ କମିଟିର ଉଦ୍ୟମ ପ୍ରଚେଷ୍ଟା ସଫଳ ହୋଇଛି।କମିଟିର ସଭାପତି ବୈଦ୍ୟନାଥ ବେହେରାଙ୍କ ଅକ୍ଲାନ୍ତ ପରିଶ୍ରମ ରାଣୀପଥର ନ ଖଣ୍ଡ ମୌଜାକୁ ଖୁସି ଖବର ମିଳିଛି।ଦୀର୍ଘ ବର୍ଷ ହେବ ଏହି ନ ଖଣ୍ଡ ମୌଜାର ଜନ ସାଧାରଣ ପାଖା ପାଖି ୨୦ କିଲୋମିଟର ଦୂର

ମୋଟୁ ଅଞ୍ଚଳରେ ବନ୍ୟା ପ୍ରଭାବିତ ଲୋକଙ୍କୁ ସ୍ବାସ୍ଥ୍ୟକିଟ୍‌ ଓ ଶୁଖିଲା ଖାଦ୍ୟ ବିତରଣ ।

ମାଲକାନଗିରି (୨୦/୦୭) :- ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟଶାଖା, ଭୁବନେଶ୍ୱର ତରଫରୁ ଏକ ଶହ ସ୍ୱାସ୍ଥ୍ୟକିଟ ଜିଲ୍ଲାପାଳ ବିଶାଳ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ବନ୍ୟା ପ୍ରଭାବିତ ଅଞ୍ଚଳ ମୋଟୁ, ବିନାୟକପୁର ଏବଂ କାଲୁର ଗ୍ରାମର ପ୍ରତ୍ୟେକ ପରିବାରକୁ ଗୋଟିଏ ଲେଖାଏଁ ସ୍ୱାସ୍ଥ୍ୟକିଟ ସହିତ

‘କମନ୍‌ ୱେଲ୍‌ଥ୍‌ ଗେମ୍‌ସ୍‌’ ପ୍ରତିଯୋଗୀଙ୍କୁ ଉତ୍ସାହିତ କଲେ ମୋଦି

ନୂଆଦିଲ୍ଲୀ: କୋଇ ନହିଁ ହୈ ଟକ୍କର୍‌ ମୈ, କ୍ୟୁଁ ପଡ଼େ ହୋ ଚକ୍କର୍‌ ମୈ (ଆପଣମାନଙ୍କ ମୁକାବିଲା କରିବାକୁ କେହି ନାହାନ୍ତି, ଅଯଥା ଭାଳେଣି କାହିଁକି) ବୋଲି ବର୍ମିଙ୍ଗ୍‌ହାମ୍‌ଠାରେ ହେବାକୁ ଥିବା ‘କମନ୍‌ୱେଲ୍‌ଥ୍ ଗେମ୍‌ସ୍‌’ରେ ଭାଗ ନେବାକୁ ବାହାରିଥିବା ଭାରତୀୟ ଖେଳାଳିମାନଙ୍କୁ

ଦିଲ୍ଲୀରେ ପ୍ରବଳ ବର୍ଷା: ବିମାନ ଚଳାଚଳ ବ୍ୟାହତ; ୩ ବିମାନ ଡାଇର୍ଭଟ, ୪୦ ବିଳମ୍ବିତ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ବୁଧବାର ଅପରାହ୍ନରେ ପ୍ରବଳ ବର୍ଷା ଫଳରେ ସାଧାରଣ ଜୀବନଯାତ୍ରା ଗଭୀର ଭାବେ ପ୍ରଭାବିତ ହୋଇଛି। ଅନ୍ୟ ପକ୍ଷରେ ପ୍ରବଳ ବର୍ଷା କାରଣରୁ ଦିଲ୍ଲୀ ବିମାନବନ୍ଦରରେ ବିମାନ ଚଳାଚଳ ଏକରକମ ଠପ୍‌ ହୋଇପଡ଼ିଛି। ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବାକୁ ଥିବା

ସର୍ଭିସ ଚାର୍ଜ ଦେଇପାରିବ ନାହିଁ ତ ହୋଟେଲରେ ଖାଅନାହିଁ : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ସର୍ଭିସ ଚାର୍ଜ(ସେବା ଦେୟ)କୁ ନେଇ ବଡ ମନ୍ତବ୍ୟ ଦେଲେ ଦିଲ୍ଲୀ ହାଇକୋର୍ଟ। ଯଦି ଆପଣ ସର୍ଭିସ ଚାର୍ଜ ପୈଠ କରିପାରିବେ ନାହିଁ, ତେବେ ରେସ୍ତୋରାଁରେ ଖାଦ୍ୟ ଖାଆନ୍ତୁ ନାହିଁ ବୋଲି ବୁଧବାର କହିଛନ୍ତି ଦିଲ୍ଲୀ ହାଇକୋର୍ଟ।ଜୁଲାଇ ୪ରେ ହୋଟେଲ୍ ଓ ରେସ୍ତୋରାଁ ଦ୍ୱାରା ନିଆଯାଉଥିବା

ନିଟ୍‌ ପରୀକ୍ଷାରେ ଅନ୍ତଃବସ୍ତ୍ର ଖୋଲିବା ପ୍ରସଙ୍ଗ: ମୁହଁ ଖୋଲିଲେ କଲେଜ ଷ୍ଟାଫ୍‌

କୋଲାମ: ନିଟ୍‌ ପରୀକ୍ଷାରେ ଯାଞ୍ଚ ନାମରେ ଛାତ୍ରୀମାନଙ୍କ ଅନ୍ତଃବସ୍ତ୍ର ‌ଖୋଲିବା ବାଧ୍ୟ କରିବା ଅଭିଯୋଗ ଆସିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାରେ ଗିରଫ ହୋଇଥିବା ଜଣେ କଲେଜ୍‌ ଷ୍ଟାଫ୍‌ ସଫେଇ ରଖିଛନ୍ତି। ସେ କହିଛନ୍ତି ଯେ, ଆମର ବି ଝିଅ ଅଛନ୍ତି। ସେ କେବଳ

କାର ଉପରେ ମାଡ଼ିଗଲା ଡମ୍ପର, ୫ ମୃତ

ରାଏବରେଲି: ମଙ୍ଗଳବାର ଉତ୍ତରପ୍ରଦେଶର ରାଏବରେଲି ଜିଲ୍ଲାର ଏକ ଅଭାବନୀୟ ଘଟଣା ଘଟିଛି। ଏକ କାର ଉପରେ ଡମ୍ପର ମାଡ଼ିଯିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି। ଭାଦୋଦର ପୁଲିସ ଷ୍ଟେସନ ଅଧୀନ ରାଏବରେଲି-ପ୍ରୟାଗରାଜ ୩୦ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା

ୟୁପିରେ ଗଠନ ହୋଇଥିବା ଏସଆଇଟି ଭାଙ୍ଗି ଜୁବେରଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲାରେ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ। ଉତ୍ତରପ୍ରଦେଶରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ସମସ୍ତ ଏତଲାରେ ତାଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।ଏହା ସହ

 ଇସ୍ତଫା ଦେଲେ ଯୋଗୀ ସରକାରଙ୍କ ମନ୍ତ୍ରୀ ଦିନେଶ ଖଟୀକ

ଲକ୍ଷ୍ନୌ: ମହାରାଷ୍ଟ୍ର ପରେ ଏବେ ଉତ୍ତରପ୍ରଦେଶରେ ଆରମ୍ଭ ହେଲାଣି ରାଜନୈତିକ କନ୍ଦଳ। ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳର ୨ଜଣ ମନ୍ତ୍ରୀ ଅସନ୍ତୁଷ୍ଟ ଥିବା କଥା କୁହାଯାଉଥିବା ବେଳେ ଏବେ ସେମାନଙ୍କ ମଧ୍ୟରୁ ଜଣେ ଇସ୍ତଫା ଦେଇଥିବା ଜଣାପଡ଼ିଛି। କେନ୍ଦ୍ର ଗୃହମନ୍ତ୍ରୀ