Sign in
Sign in
Recover your password.
A password will be e-mailed to you.
ଶ୍ରମିକ କାର୍ଡ଼ କରାଇ ଦେବି କହି ସାଧାରଣ ଲୋକଙ୍କୁ ଠକି ଦୁଇ ଗିରଫ
ଦାରିଙ୍ଗବାଡ଼ି, ୧୪/୧୦, ଶ୍ରମିକ କାର୍ଡ଼ କରାଇ ଦେବାକୁ କହି ସାଧାରଣ ଲୋକଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଇଛନ୍ତି ଦୁଇ ଜଣ। ସେମାନେ ହେଲେ ଗଜପତି ଜିଲ୍ଲାର ଅଞ୍ଚଳର ଅତ୍ୟୁତ କୁମାର ଜେନା ଓ ରଞ୍ଜିତ ସିଂ ବୋଲି ଜଣାପଡ଼ିଛି। ଦୁଇ ଜଣ ଆଜି ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ କିରୀକୁଟି ଅଞ୍ଚଳରୁ!-->…
ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚମ୍ପିୟାନସିପ ପ୍ରତିଯୋଗିତାରେ କନ୍ଧମାଳ ଛାତ୍ରଛାତ୍ରୀଙ୍କ ସଫଳତା
ଦାରିଙ୍ଗବାଡ଼ି,୧୪/୧୦, କନ୍ଧମାଳ କ୍ୱାନକିଡୋ ମାର୍ଶାଲ ଆର୍ଟ ଆସୋସିଏସନ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚମ୍ପିୟାନସିପି ପ୍ରତିଯୋଗିତାରେ ଭାଗନେଇ ୨ଟି ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି I ଦାରିଙ୍ଗବାଡ଼ି କୋଚ ଶରତ ଚନ୍ଦ୍ର ଦିଗାଳ, ବ୍ଲାକ ବେଲ୍ଟ!-->…
ଡାଲା ଅଟୋ ସହ ବାଇକର ମୁହାଁମୁହିଁ ଧକ୍କା, ୧ମୃତ ୨ ଗୁରୁତର
ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଡେଙ୍ଗାବାଡି ଗାଁ ନିକଟରେ ଡାଲା ଅଟୋ ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ଭଗବାନପୁର!-->…
ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ପ୍ରଦାନ
ବୁଗୁଡା : ତା ୧୪/୧୦/୨୨ : ବୁଗୁଡା ବ୍ଳକ ଗୋଲିଆ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମର କ୍ୟାନସର ରୋଗରେ ମୃତ୍ୟୁ ବରଣ କରିଥିବା ପିତବାସ ଗୌଡଙ୍କ ପରିବାରକୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରାଯାଇଛି। ଗୋଲିଆ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ!-->…
ରାଉରକେଲା ବିମାନବନ୍ଦରକୁ କାର୍ଯ୍ୟକ୍ଷମ ପାଇଁ ସିନ୍ଧିଆଙ୍କୁ ନବୀନଙ୍କ ଚିଠି
ଭୁବନେଶ୍ୱର: ୨୦୨୩ ଜାନୁଆରୀ ୧୩ରୁ ଆରମ୍ଭ ହେବ ଏଫ୍ଆଇଏଚ୍ ହକି ପୁରୁଷ ବିଶ୍ୱକପ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏଫ୍ଆଇଏଚ୍ ହକି ପୁରୁଷ ବିଶ୍ୱକପର ମ୍ୟାଚ୍ ଖେଳାଯିବ । ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଉରକେଲା ବିମାନବନ୍ଦରକୁ!-->…
ଜ୍ଞାନବ୍ୟାପୀ ମସଜିଦ ବିବାଦ: ସାଇଣ୍ଟିଫିକ୍ ତଦନ୍ତକୁ ନା, ହିନ୍ଦୁ ପକ୍ଷର ଆବେଦନ ଖାରଜ
ଲକ୍ଷ୍ନୌ: ଜ୍ଞାନବ୍ୟାପୀ ମସଜିଦ ବିବାଦରେ ବଡ଼ ରାୟ ଦେଇଛନ୍ତି ବାରାଣସୀ କୋର୍ଟ। ମସଜିଦ ମଧ୍ୟରୁ ମିଳିଥିବା ବଡ଼ ପଥର ଖଣ୍ଡ ଓ ଅନ୍ୟାନ୍ୟ ଜିନିଷର ବିଜ୍ଞାନିକ ଭିତ୍ତିକ ତଦନ୍ତ କରିବାକୁ ହିନ୍ଦୁ ପକ୍ଷ କରିଥିବା ଆବେଦନକୁ ଆଜି କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ହିନ୍ଦୁ ପକ୍ଷରୁ ମସିଜଦରୁ!-->…
ପ୍ରଣବ ପ୍ରକାଶ ଦାସ ହୋଇପାରନ୍ତି ଓସିଏ ସଭାପତି, ୨୮ ତାରିଖରେ ହେବ ନିର୍ବାଚନ
କଟକ: ଓଡିଶା କ୍ରିକେଟ ଆସୋସିଏସନ ବା OCA ସଭାପତି ରେସ୍ରେ ପ୍ରଣବ ପ୍ରକାଶ ଦାସ । OCA ନିର୍ବାଚନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ । ସଭାପତି ପ୍ରାର୍ଥୀ ହେବେ ପ୍ରଣବ ପ୍ରକାଶ ଦାସ । ଉପ ସଭାପତି ପ୍ରାର୍ଥୀ ହେବେ ପଙ୍କଜ ଲୋଚନ ମହାନ୍ତି।
ସମ୍ପାଦକ ପ୍ରାର୍ଥୀ ହେବେ ସଞ୍ଜୟ ବେହେରା। ବାକି!-->!-->!-->…
ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର: ମଦ ରନ୍ଧା ବନ୍ଦ କରିବା ପାଇଁ କହିବାରୁ ହତ୍ୟା କରିଥିଲା ସ୍ୱାମୀ
ବାଲିଗୁଡା : ମଦ ରନ୍ଧା ବନ୍ଦ କରିବା ପାଇଁ ସ୍ୱାମୀକୁ କହିବାରୁ ସ୍ତ୍ରୀକୁ ଜୀବନରେ ମାରି ଜଙ୍ଗଲରେ ଫୋପାଡି ଦେଲେ ସ୍ୱାମୀ ।କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତର ବୁଡାନପିପାଲି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି କିଛି ଘଟଣା । ଉକ୍ତ!-->…
ଅର୍ଚ୍ଚନା ଜାମିନ୍ ପ୍ରସଙ୍ଗ: ଶୁଣାଣି ପରେ ରାୟ ସଂରକ୍ଷିତ ରଖିଲେ କୋର୍ଟ
ଭୁବନେଶ୍ୱର ୧୪/୧୦: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ। ଅର୍ଚ୍ଚନାଙ୍କ ବିରୋଧରେ ଲାଗିଥିବା ଦଫାକୁ ଅର୍ଚ୍ଚନାଙ୍କ ଓକିଲ ବିରୋଧ କରିଛନ୍ତି। ଅର୍ଚ୍ଚନାଙ୍କୁ ଜାମିନ ଦେବାକୁ ତାଙ୍କ ସପକ୍ଷରେ ଓକିଲ ଯୁକ୍ତି!-->…
ହାଇକୋର୍ଟର ଦ୍ବାରସ୍ଥ ହେଲେ ଦୀପିକା
କଟକ: ନୂଆ ମୋଡ଼ ନେଉଛି ଦୀପିକା- ଦିନେଶ ପାରିବାରିକ ବିବାଦ ମାମଲା। ପୁଅକୁ ବାପାର ପରିଚୟ ଓ ସ୍ତ୍ରୀର ଅଧିକାର ପାଇଁ ଲଢେଇ କରୁଥିବା ବ୍ରହ୍ମପୁରର ଝିଅ ଦୀପିକା ଏବେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଦିନେଶଙ୍କ ଜାମିନ ଖାରଜ ପାଇଁ କୋର୍ଟରେ ପାର୍ଥନା କରିଛନ୍ତି ଦୀପିକା। ଦୀପିକାଙ୍କୁ!-->…