କିଶୋର ଓ କିଶୋରୀ (ବ୍ଲକ ଫେଡେରସନ) ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ…

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ କିଶୋର କିଶୋରୀ ମାନଙ୍କୁ ନେଇ ଗଠିତ ବ୍ଲକ ଫେଡରେସନ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ବ୍ଲକ ଅଞ୍ଚଳର ସାତ ଗୋଟି ପଞ୍ଚାୟତର କିଶୋର କିଶୋରୀ ମାନଙ୍କୁ ନେଇ ବ୍ଲକ ଫେଡରେସନ ହୋଇଛି । ପ୍ରତି ଗ୍ରାମ

ଦାରିଙ୍ଗବାଡି : ୮ଟି ଗ୍ରାମ୍ୟ ପୋଖରୀକୁ ଅମୃତ ସରୋବର ପ୍ରକଳ୍ପରେ ପୁନର ଉଦ୍ଧାର କାର୍ଯ୍ୟର ଶୁଭାରମ୍ଭ

ଦାରିଙ୍ଗବାଡି : ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଥିବା ୮ଟି ଗ୍ରାମ୍ୟ ପୋଖରୀକୁ ମନରେଗା ଯୋଜନାରେ, ଅମୃତ ସରୋବର ପ୍ରକଳ୍ପରେ ପୁନର ଉଦ୍ଧାର କାର୍ଯ୍ୟକ୍ରମର ଶୁଭାରମ୍ଭ ବିଡିଓ ଗଦାଧର ପାତ୍ର କରିଛନ୍ତି । ବୁଡାଗୁଡ଼ା ,ତିଲୋରୀ, ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ପଞ୍ଚାୟତର ଗୋଟିର ଲେଖାଏଁ

ବଜ୍ରାଘାତ ରେ ୩ ବ୍ୟକ୍ତି ଙ୍କ ସହ ଚାରୋଟି ବଳଦ ମୃତ୍ୟୁ…

ଉମରକୋଟ : ବଜ୍ରାଘାତ ରେ ଟଳି ପଡ଼ିଲା ତିନୋଟି ନିରୀହ ମଣିଷ ଜୀବନ ସଙ୍ଗେ ଚାରୋଟି ବଳଦ l ସୂଚନା ଥାଉକି ଏହି ପରି ଦୁଃଖ ପୂର୍ଣ୍ଣ ଅକାଳ ମୃତ୍ୟୁ ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତରଗତ ମୁଣ୍ଡିବେଡ଼ା ପଞ୍ଚାୟତ ପାଦ୍ରୀମାଲ ଗ୍ରାମର, କୌଣସି କାର୍ଯ୍ୟ କୁ ନେଇ ନିକଟସ୍ଥ ଜମି ରେ କିଛି

ବିଶ୍ରା ବ୍ଲକରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନଶୁଣାଣି, ୪୬ଟି ଆବେଦନର ଶୁଣାଣି…

ସୁନ୍ଦରଗଡ଼/ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ରା ବ୍ଲକଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ

ଅଧ୍ୟାପକଙ୍କ ଆକାଉଂଟରୁ ୧ଲକ୍ଷ ହଡ଼ପ…

ହିଂଜିଳିକାଟୁ : ୧୩ା୬: ଗଂଜାମ ଜିଲା ସୋରଡ଼ାସ୍ଥିତ ଋଷିକୂଲ୍ୟା ଡ଼ିଗ୍ରୀ କଲେଜର ଜଣେ ଅଧ୍ୟାପକଙ୍କ ଆକାଉଂଟରୁ ୧ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ରବିବାର ହିଂଜିଳି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ଋଷିକୂଲ୍ୟା ଡ଼ିଗ୍ରୀ କଲେଜ ସୋରଡ଼ାର ଅଧ୍ୟାପକ ରମେଶ ଚନ୍ଦ୍ର ପାଢ଼ି

ଜ୍ୱାଇଁଙ୍କ ଛୁରା ମାଡ଼ରେ ଶଶୁର ଗୁରୁତର…

ହିଂଜିଳିକାଟୁ, : ୧୩ା୬: ଏକ ଘରୋଇ ପାରିବାରିକ ମାମଲାରେ ଝିଅ ଓ ଜ୍ୱାଇଁଙ୍କ ମଧ୍ୟରେ ସମାଧାନ କରିବାକୁ ଆସି ଜ୍ୱାଇଁଙ୍କ ଛୁରା ମାଡ଼ରେ ଶଶୁର ଗୁରୁତର ଆହତ ହୋଇଛନ୍ତି । ଗଂଜାମ ଜିଲା ହିଂଜିଳି ଥାନା ଗଣ୍ଡଳାରେ ସୋମବାର ଘଟିଛି ଏହି ଘଟଣା । ଆହତ ହୋଇଛନ୍ତି କଙ୍କୋରଡ଼ା ଗ୍ରାମର ସୀମାଂଚଳ ଦାସ ।

ପୂର୍ବତନ ଡ୍ରଇଂ ଶିକ୍ଷକ ଦୁର୍ଗା ଚରଣ ତ୍ରିପାଠୀଙ୍କ ପରଲୋକ…

ଫୁଲବାଣୀ :-କନ୍ଧମାଳ ଜିଲ୍ଲାର ଜଣାଶୁଣା ଡ୍ରଇଂ ଶିକ୍ଷକ ତଥା ବରିଷ୍ଠ ସମାଜସେବୀ ଦୁର୍ଗା ଚରଣ ତ୍ରିପାଠୀଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି l ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ,ପୁଅ ହିମାଳୟ ତ୍ରିପାଠୀ, ରାଜା ତ୍ରିପାଠୀ, ପୁତ୍ରବଧୁ ଓ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ ।

ମୃତ୍ୟୁ ହୋମଗାର୍ଡ ଙ୍କ ପରିବାର ଙ୍କୁ ସହାୟତା କଲେ କନ୍ଧମାଳ ହୋମଗାର୍ଡ ସଂଘ…

କନ୍ଧମାଳ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ ଫୁଲବାଣୀ :-ଆଦର୍ଶ ଟାଉନ ଥାନାରେ କାର୍ଯ୍ୟରତ ମହିଳା ହୋମଗାର୍ଡ, ଅନୁ ବେହେରା ଙ୍କର ଗତ ତା , ୩୧ ,୦୫ , ୨୦୨୨ ରିଖ ଦିନ ଅକାଳ ବିୟୋଗ ହୋଇଥିଲା । ଫୁଲବାଣୀ ଟାଉନ ଥାନାର ହୋମଗାର୍ଡ ସଂଘ ଏବଂ ଟାଉନ ଥାନାର ସମସ୍ତ ଶୃଙ୍ଖଳୀତ ହୋମଗାର୍ଡ

୪୩.୩ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା । ଆଜି ୪୩.୩ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ୯ ସହରରେ ୪୨ ଡ଼ିଗ୍ରୀ ଛୁଇଁଛି ପାରଦ । ୧୮ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ତା ଠାରୁ ଅଧିକ ରହିଛି । ଆହୁରି ୨୪ ଘଣ୍ଟା ତାତି ରହିବା

ବରଫ ଝଡ଼ର ସାମ୍ନା କରି ହାଂପ୍ତା ପାସ ଅରୋହଣ କଲେ ୨୪ ଓଡ଼ିଆ

ଭୁବନେଶ୍ବର: କଳିଙ୍ଗ ଡେୟାରଡେଭିଲସ ଏବଂ ଥ୍ରିଲୋଫିଲିଆର ମିଳିତ ଆନୁକୂଲ୍ୟରେ ଚୟନ ହୋଇଥିବା ଓଡ଼ିଶାର ୨୪ ଜଣ ପ୍ରତିଭାବାନ୍ ପର୍ବତାରୋହୀ ଜୁନ ୧୦ ତାରିଖ ଅପରାହ୍ନରେ ୧୪୦୬୫ ଫୁଟ ଉଚ୍ଚତା ବିଶିଷ୍ଠ ହାଂପ୍ତା ପାସ ଶୀର୍ଷରେ ବିଯୁକ୍ତ ୫ ଡିଗ୍ରି ସେଲ୍‌ସିୟସ୍‌ରୁ ବିଯୁକ୍ତ୧୦ ଡିଗ୍ରି