Sign in
Sign in
Recover your password.
A password will be e-mailed to you.
ବାଲ୍ୟବିବାହ ରୋକିବା ନେଇ ସଚେତନତା ବୈଠକ
ଦାରିଙ୍ଗବାଡ଼ି,୧୯/୭ : ଦାରିଙ୍ଗବାଡ଼ି ସମ୍ମନିତ ଶିଶୁ ବିକାଶ ଯୋଜନା ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରେମର ସହଯୋଗରେ ବୁଡାଗୁଡ଼ା ପଞ୍ଚାୟତ ସଭାଗୃହରେ ବାଲ୍ୟବିବାହ ରୋକିବା ନେଇ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟ ଅତିଥି ଭାବେ ବୁଡାଗୁଡ଼ା ପଞ୍ଚାୟତ ସରପଞ୍ଚ ତାତୁରା ପ୍ରଧାନ,!-->…
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ୨୦ ହଜାର ଜରିମାନା
ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୮ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ସିପୁ ଦିଗାଲ (୩୧)କୁ!-->…
ସହିଦ ସୁଶାନ୍ତ ଗୌଡ଼ଙ୍କ ୩୯ତମ ଜୟନ୍ତୀ
ବ୍ରହ୍ମପୁର : ଆଜି ସହିଦ ସୁଶାନ୍ତ ଗୌଡ଼ ଙ୍କ 39ତମ ଜନ୍ମଦିବସ ଅବସରରେ ବଡବଜ଼ାର ଥାନା ପରିସରରେ ଥିବା ସହିଦ ସୁଶାନ୍ତ ଗୌଡ଼ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା | ଏହି ଅବସରରେ ସହିଦ ସୁଶାନ୍ତ ଗୌଡ଼ ଙ୍କ ବାପା ନିରଞ୍ଜନ ଗୌଡ଼ ପୁଅ ର ବୀରତ୍ୱ ର ଗାଥା କୁ ମନେ ପକାଇ ଭାବ!-->…
ନେଦରଲାଣ୍ଡ୍ସକୁ ନବମ ମହିଳା ହକି ବିଶ୍ବକପ୍:
ଟେରେସା (ସ୍ପେନ୍): ମହିଳା ହକିରେ ନେଦରଲାଣ୍ଡ୍ସର ପ୍ରାଧାନ୍ୟ ଜାରି ରହିଛି। ବିଗତ ଦଶନ୍ଧି ଧରି ଅପ୍ରତିଦ୍ବନ୍ଦ୍ବୀ ରହିଥିବା ଏହି ୟୁରୋପୀୟ ଦେଶ ଲଗାତାର ତୃତୀୟ ଥର ଏଫ୍ଆଇଏଚ୍ ମହିଳା ହକି ବିଶ୍ବକପ୍ ଟ୍ରଫି ଜିତି ହ୍ୟାଟ୍ରିକ ଅର୍ଜନ କରିଛି। ମୋଟ ଉପରେ ନବମ ଥର ବିଶ୍ବକପ୍ ଜିତି ମଧ୍ୟ!-->…
ଆସନ୍ତା ୨୧ ତାରିଖରେ ସୁରଟ ଯିବେ କେଜ୍ରିୱାଲ, କରିପାରନ୍ତି ବଡ ଘୋଷଣା
ଅହମ୍ମଦାବାଦ: ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ପ୍ରସ୍ତୁତିକୁ ଜୋରଦାର କରିଛି। ଜୁଲାଇ ୨୧ରେ ଆମ ଆଦମୀ ପାର୍ଟି ବା ଆପର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଜରାଟର ସୁରଟ ଗସ୍ତ କରିବେ। ଏହି ସମୟରେ ଗୁଜୁରାଟର ଲୋକଙ୍କ!-->…
ନୂପୁରଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନରୁ ଆସିଥିଲା ଯୁବକ, ଯୋଜନାକୁ ପଣ୍ଡ କଲା ବିଏସଏଫ
ନୂଆଦିଲ୍ଲୀ: ନୂପୁରଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନରୁ ଆସିଥିଲା ଯୁବକ। ସଫଳ ହେବା ପୂର୍ବରୁ ଯୋଜନାକୁ ପଣ୍ଡ କଲା ବିଏସଏଫ। ଭାରତୀୟ ଜନତା ପାର୍ଟି (ବିଜେପି)ର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନରୁ ଜଣେ ଅନୁପ୍ରବେଶକାରୀ ଭାରତରେ ପହଞ୍ଚିଥିବା ଖବର!-->…
ପ୍ୟାକିଂ ହୋଇ ନଥିଲେ ଏହି ୧୪ଟି ଜିନିଷ ପାଇଁ ଦେବାକୁ ପଡ଼ିବନି ଜିଏସଟି
ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ଘରେ ନିୟମିତ ବ୍ୟବହାର କରାଯାଉଥିବା ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲାଗିବା ପରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହ କେନ୍ଦ୍ର ସରକାରଙ୍କୁ ଏନେଇ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏଭଳି ବିବାଦ ମଧ୍ୟରେ ଟ୍ବିଟ କରି ଏକ ବଡ଼ ସୂଚନା ଦେଇଛନ୍ତି!-->…
ଚାଲିଗଲେ ବର୍ଷିୟାନ୍ ଗାୟକ ଭୁପିନ୍ଦର ସିଂହ
ମୁମ୍ବାଇ: ଭାରତର ବର୍ଷୀୟାନ ଗାୟକ ଭୁପିନ୍ଦର ସିହଙ୍କର ଆଜି ପରଲୋକ ଘଟିଛି। ବଲିଉଡ୍ ଜଗତର ଜଣାଶୁଣା ଗାୟକ ଭୁପିନ୍ଦର କୋଭିଡ ଜଟିଳତା ଓ କର୍କଟ ରୋଗରେ ପୀଡ଼ିତ ଥିଲେ। ସେ ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇ ହସପିଟାଲରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ!-->…
ଶିବସେନାର ୧୨ ବିଦ୍ରୋହୀ ସାଂସଦଙ୍କୁ Y+ ସୁରକ୍ଷା
ମୁମ୍ବାଇ: ପୁଣି ଶିବସେନାରେ ଆରମ୍ଭ ହୋଇଛି ବିଦ୍ରୋହ। ବିଧାୟକଙ୍କ ପରେ ସାଂସଦଙ୍କର ପାଳି ପଡିଛି। ଉଦ୍ଧବ ଗୋଷ୍ଠୀଙ୍କ ୧୨ ଜଣ ବିଦ୍ରୋହୀ ସାଂସଦଙ୍କୁ ଦିଆଯାଇଛି ‘ୱାଇ’ କ୍ୟାଟେଗୋରୀ ସୁରକ୍ଷା। ଗତକାଲି ରାତିରେ ଏହି ୧୨ ସାଂସଦ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଥିଲେ। ଏହାପରେ ଏମାନଙ୍କୁ!-->…
ଉପରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଦାଖଲ କଲେ ମାର୍ଗାରେଟ ଆଲଭା
ନୂଆଦିଲ୍ଲୀ: ଉପ ରାଷ୍ଟ୍ରପତି ନିର୍ବାଚନ ରେସ୍ରେ ବଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ମାର୍ଗାରେଟ ଆଲଭା। ବିରୋଧୀ ମେଣ୍ଟର ପ୍ରାର୍ଥୀ ଭାବେ ମାର୍ଗାରେଟ ଆଜି ନିଜର ନାମାଙ୍କନ ଦାଖଲ କରିଛନ୍ତି। ସଂସଦ ଭବନରେ ସେ ପ୍ରାର୍ଥିପତ୍ର ଦାଖଲ କରିବା ବେଳେ କଂଗ୍ରେସ ନେତା ରାହୁଲ!-->…