Sign in
Sign in
Recover your password.
A password will be e-mailed to you.
ମାନସିକଧାରୀ ବୋଲବମ୍ ଭକ୍ତଙ୍କ ପ୍ରଥମ ଜଳାଭିଷେକ ଯାତ୍ରା
ଦାରିଙ୍ଗବାଡ଼ି,୧୮/୭, ଆଜି ପବିତ୍ର ଶ୍ରାବଣ ମାସ ହୋଇଥିବାରୁ ଦାରିଙ୍ଗବାଡିର ମାନସିକଧାରୀ ବୋଲବମ୍ ଭକ୍ତ ପ୍ରଥମ ଜଳା ଭିଷେକଯାତ୍ରା କରିଥିବା ଦେଖିବାକୁ ମିଳିଛି । ଦେବ ଦେବ ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ଶ୍ରାବଣ ମାସର ପ୍ରତି ସୋମବାର ଭକ୍ତ ମାନେ ନିଜ ନିଜ ମାନସିକ ପୂରଣ ପାଇଁ!-->…
ଭିନ୍ନଭିନ୍ନ ସ୍ଥାନରେ ନଦୀରେ ଭାସିଗଲେ ୨ ଜଣ , ଜଣକ ମୃତଦେହ ଉଦ୍ଧାର
ଭଞ୍ଜନଗର : ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ଗାଁ ନିକଟ ବଡ଼ନଦୀରେ ଭାସିଯାଇ ଯୁବକ ନିଖୋଜ । ରବିବାର ଦିନ ଅପରାହ୍ନରେ , ଗୋବିନ୍ଦ ପାଣ୍ଡବଙ୍କ ସାନ ପୁଅ ଗୋପାଳ ପାଣ୍ଡବ(୩୫) ଭାସି ଯାଇଥିବା ଜଣାପଡିଛି । ଖବର ନେବାରେ ଜଣାପଡିଛି , ଗୋପାଳ ଶୌଚ ହେବା ପାଇଁ ବଡ଼ନଦୀରେ ଥିବା ଗୌଡ଼ ସାହି!-->!-->!-->…
ପୁଣି ଦନ୍ତା ହାତୀର ମୃତଦେହ ଉଦ୍ଧାର
ନୀଳଗିରି, ୧୮।୭ ରାଜ୍ୟରେ ଏବେ ହାତୀଙ୍କ ଜୀବନ ଅସୁରକ୍ଷିତ। କେଉଁଠି ବିଦ୍ୟୁତ ଆଘାତରେ ହାତୀର ଜୀବନ ଯାଉଛି ତ ଆଉ କେଉଁଠି ଶିକାରୀ ମାନେ ଶିକାର କରୁଛନ୍ତି। ଏଭଳି ସ୍ଥିତିରେ ପୁଣି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। ତେବେ ହାତୀର ମୃତ୍ୟୁକୁ!-->…
ଦୁଷ୍କର୍ମରୁ ବର୍ତ୍ତିବା ପାଇଁ ଛାତ ଉପରୁ ଡେଇଁ ନାବାଳିକା ଗୁରୁତର
ଯାଜପୁର: ଦୁର୍ବୃତ୍ତଙ୍କ କବଳରୁ ରକ୍ଷା ପାଇବା ପାଇଁ ଜୀବନକୁ ବାଜି ଲଗାଇ ଦେଲା ନାବାଳିକା । ଛାତରୁ ଡେଇଁ ପଡ଼ି ଗୁରୁତର ଆହତ ହୋଇଛି । ଆହତ ନାବାଳିକାର କଳିଙ୍ଗ ନଗର ସ୍ଥିତ ଟାଟା ମେଡିକା ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏପଟେ ୫ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି କଳିଙ୍ଗନଗର ପୋଲିସ!-->…
ରାସ୍ତା ମରାମତି କାମ ଅତି ନିମ୍ନ ମାନ ନେଇଁ ଅଞ୍ଚଳ ବାସୀଙ୍କ ବିରୋଧ
ଦାରିଙ୍ଗବାଡ଼ି, ୧୮/୭, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ କୁମ୍ଭାରୀଗାଁ ଗ୍ରାମ ପଞ୍ଚାୟତର ସାରାଗୁଡି ଛକ ଠାରୁ କାଟିଙ୍ଗିଆ ଗ୍ରାମ ପଞ୍ଚାୟତର ଆଡିବଙ୍ଗା ଛକ ଯାଏଁ ଗ୍ରାମ୍ୟ ଉନ୍ନୟନ ବିଭାଜନ ରାସ୍ତାର ମରାମତି କରା ଯିବାକୁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଉଭୟ!-->!-->!-->…
ନୂଆ ଜେଏମଏଫସିଙ୍କର କାର୍ଯ୍ୟରେ ଯୋଗଦାନ
ଛତ୍ରପୁର : ଆଜି ଛତ୍ରପୁର ସିଭିଲ କୋର୍ଟରେ ନୂତନ ଜେଏମଏଫସି ଭାବରେ ଜୁଏଲ ପଟ୍ଟନାୟକ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ଜୁଲାଇ ମାସ ୧୬ତାରିଖରେ ପୂର୍ବରୁ କାର୍ଯ୍ୟରତ ଜେଏମଏଫସି ଶ୍ରୀମତୀ ପ୍ରଜ୍ଞା ପାରମିତା ପ୍ରତିହାରୀଙ୍କର ବ୍ରହ୍ମପୁର କୋର୍ଟକୁ ଏସଡ଼ିଜେଏମ ଭାବରେ ପଦୋନ୍ନତି!-->…
ମାଲକାନଗିରି ଆଇସିଏସଇ ଛାତ୍ରଛାତ୍ରୀଙ୍କ ଦଶମ ଶ୍ରେଣୀର ପାସହାର ଶତ ପ୍ରତିଶତ
ମାଲକାନଗିରି : ଦୃଢ ଇଛାଶକ୍ତି ଯୋଗୁଁ ସବୁ ଅସମ୍ଭବ କୁ ସମ୍ଭବ କରିହୁଏ ;ଏହି ଉକ୍ତିର ସାର୍ଥକତା ଆଜି ସମ୍ଭବ କରିଦେଖାଇଛନ୍ତି, ମାଲକାନଗିରି ଜିଲ୍ଲାର ଥିବା ଏକ ମାତ୍ର ଆଇ ସି ଏସ ଇ ଦୀପ୍ତି କନଭେଣ୍ଟ ବିଦ୍ୟାଳୟର ଛାତ୍ର ଛାତ୍ରୀ l ଗତ କାଲି ICSE ଆଇ ସି ଏସ ଇ ବୋର୍ଡ଼ର ଦଶମ ଶ୍ରେଣୀ ର ପାସ!-->…
ଭଞ୍ଜନଗର ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ
ଭଞ୍ଜନଗର : ଭଞ୍ଜନଗର ଉପଖଣ୍ଡ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଉପସ୍ଥିତ ରହି ସର୍ବ ପ୍ରଥମେ ଦିବ୍ୟାଙ୍ଗ ଜନ ଶୁଣାଣୀ କରିଥିଲେ ଏବଂ ପରେ ସର୍ବ ସାଧାରଣଙ୍କ ଅଭିଯୋଗ ଗୁଡିକର ଶୁଣାଣୀ ହୋଇଥିଲା । ଏହି!-->…
କାଶୀପୁର ବ୍ଲକରେ ଭୁବନେଶ୍ୱରର RMRC ଡାକ୍ତରୀ ଟିମ୍
ରାୟଗଡ଼ା କାଶୀପୁର ବ୍ଲକରେ ଭୁବନେଶ୍ୱରର ଆରଏମଆରସି ଡାକ୍ତରୀ ଟିମ୍। ଡାକ୍ତର ବିବି ପାଳଙ୍କ ନେତୃତ୍ୱରେ ୪ଜଣିଆ ଟିମ୍ କାଶୀପୁର ଗସ୍ତ କରିଛନ୍ତି। ଝାଡାବାନ୍ତିରେ ୭ଜଣଙ୍କ ମୃତ୍ୟୁ ପରେ ଆକ୍ରାନ୍ତ ପ୍ରଭାବିତ ଅଞ୍ଚଳ ଯାଇ ମଳ, ମୂତ୍ର, ରକ୍ତ ଓ ପାଣିର ନମୁନା ସଂଗ୍ରହ କରିଛନ୍ତି। ପ୍ରଥମେ!-->…
ମହମ୍ମଦ ମୋକିମଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହ୍ୱିପ ନ ଥିବାରୁ ଆଜି ନିଜ ବିବେକ ହିସାବରେ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି ବାରବାଟୀ କଟକର ବିଧାୟକ ମହମ୍ମଦ ମୋକିମ । ଆଉ ଏହି କଥାକୁ ମୋକିମ ନିଜେ ସ୍ୱୀକାର କରିଥିବାବେଳେ ଏହାକୁ ନେଇ ଓଡିଶା କଂଗ୍ରେସରେ ଭୂକମ୍ପ ସୃଷ୍ଟି!-->…