Sign in
Sign in
Recover your password.
A password will be e-mailed to you.
ମୁଢ଼ି ଓ ଚୁଡ଼ା ଉପରୁ ଲାଗିଥିବା GST ଉଚ୍ଛେଦ ନେଇ ଅର୍ଥମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ପରାମର୍ଶ
ଭୁବନେଶ୍ବର: ମୁଢ଼ି,ଚୁଡ଼ା ଉପରୁ ଲାଗିଥିବା GST ଉଚ୍ଛେଦ ନେଇ ଅର୍ଥମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ପରାମର୍ଶ। ଏ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବାକୁ ପରାମର୍ଶ ଦେଲେ ବାଚସ୍ପତି।ବାଚସ୍ପତିଙ୍କ ଏ ପରାମର୍ଶ ପରେ ଗୃହ ସ୍ୱାଭାବିକ ହୋଇଥିଲା।ଚୂଡ଼ା, ମୁଢ଼ିରେ ଲାଗିଥିବା GST ପ୍ରସଙ୍ଗକୁ ନେଇ!-->…
ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀଙ୍କୁ ନେଇ ବିଭ୍ରାନ୍ତିକର ମନ୍ତବ୍ୟଦେବା ଅଭିଯୋଗରେ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ…
ବାଲିଗୁଡା : ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀ ଙ୍କୁ ଜଣେ ଅଣ ହିନ୍ଦୁ ଧର୍ମର ଯୁବକ ବିଭ୍ରାନ୍ତିକର ମନ୍ତ୍ୟବ୍ୟ ଦେଇଥିବା ନେଇ ବାଲିଗୁଡା ଓ କୋଟଗଡ ଥାନାରେ ରାଷ୍ଟୀୟ ବଜରଙ୍ଗ ଦଳ ଓଡିଶା କନ୍ଧମାଳ ଶାଖା ପକ୍ଷରୁ ଥାନାରେ ଏତଲା ଦିଆଯାଇଛି l ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡା!-->…
ରୁଚିକାକୁ ନ୍ୟାୟ ଦାବିରେ ଆସନ୍ତାକାଲି ଓଡିଶା ବନ୍ଦ ଡାକରା
ଭୁବନେଶ୍ୱର : ଆତ୍ମହତ୍ୟା କରିଥିବା ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରାର ଦିଆଯାଇଛି । କାଲି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ପିକେଟିଂ କରି ବନ୍ଦ ପାଳନ ପାଇଁ!-->…
ଗଞ୍ଜାମ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହେଲେ ମୀନା ଦ୍ୟାନ ସାମନ୍ତରା
ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ମୀନା ଦ୍ୟାନ ସାମନ୍ତରାଙ୍କ ନାମ ଘୋଷଣା କରିଛନ୍ତି । ମୀନା ଦ୍ୟାନ ସାମନ୍ତରା ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଦାୟିତ୍ବ!-->…
ରାଜଧାନୀରୁ ବ୍ରାଉନସୁଗାର ଜବତ ସହ ଜଣେ ଗିରଫ
ଭୁବନେଶ୍ବର ୧୮।୭: ପୁଣି ରାଜଧାନୀରୁ ବ୍ରାଉନସୁଗାର ଜବତ । ୩୪ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ଭୁବନେଶ୍ବର ଅବକାରୀ ବିଭାଗ । ଜବତ ବ୍ରାଉନସୁଗାରର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ । ବ୍ରାଉନସୁଗାର ବ୍ୟବସାୟ କରୁଥିବା କପିଳେଶ୍ବରର ଛବି ଭୋଇକୁ ଗିରଫ କରିଛି ଅବକାରୀ ବିଭାଗ ।!-->…
ମୃତ ମା ଝିଅଙ୍କ ପରିବାରଙ୍କୁ ସହାୟତାର ହାତ ବଢ଼େଇଲା କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ତରଫରୁ ତ୍ରିଦେବ ନଗର ବସ୍ତିରେ ପାଚେରୀ ଭାଙ୍ଗି ମୃତ୍ୟୁ ବରଣ କରିଥିବା ସୁରତି ମାଝି ତାଙ୍କ ଚାରି ବର୍ଷର ଝିଅ ସହାନୀ ମାଝୀ ଙ୍କ ର ପରିବାର ବା ଆହତ ହେଇ ବ୍ରହ୍ମପୁର୍ ମେଡିକାଲ ରେ ଚିକିତ୍ସାଧିନ ଥିବା ବ୍ରଜବନ୍ଦୁ ମାଝିଙ୍କ ଅନାଥ ଦୁଇ ବର୍ଷର!-->…
ହୁଇଲ ଚ୍ୟାୟରରେ ଭୋଟ ଦେବାକୁ ଆସିଲେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ
ନୂଆଦିଲ୍ଲୀ: ବହୁଦିନ ଧରି ହସପିଟାଲରେ ଚିକିତ୍ସିତ ହେଉଥିବା ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଛନ୍ତି। ସେ ଦିଲ୍ଲୀର ଏକ ହସପିଟାଲରେ ମାସାଧିକ ସମୟ ଧରି ଚିକିତ୍ସିତ ହେଉଛନ୍ତି।
ଦିଲ୍ଲୀରେ ରହୁଥିବାରୁ ସେ ରାଷ୍ଟ୍ରପତି ନିର୍ବାଚନରେ ସଂସଦ ଭବନରେ!-->!-->!-->…
ହିଞ୍ଜିଳିରେ ପୁଣି ଚୋରି
ହିଞ୍ଜିଳିକାଟୁ (୧୮।୭) : ହିଞ୍ଜିଳିକାଟୁ ଅଞ୍ଚଳରେ ଚୋର ସକ୍ରିୟ ହୋଇଥିବା ଜଣାପଡିଛି । ପ୍ରତ୍ୟହ ଦୁଇଦୁଇ ମାସକୁ ଥରେ ଆଖ ପାଖ ଅଞ୍ଚଳ ସହ ମ୍ୟୁନିସିପାଲିଟି ଅଞ୍ଚଳରେ ସିରିଜ ଚୋରି ଘଟଣା ଦେଖିବାକୁ ମିଳିଛି । ଗତ ମାସ ୨୯ ରିଖ ଵୁଧବାର ରାତ୍ର ଜାତୀୟରାଜପଥ ୫୯ କଡ କଲ୍ୟାଣ ମଣ୍ଡପ ସାମ୍ନାରୁ!-->…
ଶାଳକଙ୍କୁ ଗାଡି ଚଢାଇ ଭିଣୋଇର ହତ୍ୟା ଉଦ୍ୟମ
ସମ୍ବଲପୁର: ଆଜି ସମ୍ବଲପୁର ସହରର କଚେରୀ ଛକ ନିକଟରେ ଜଣେ ଓକିଲ ତାଙ୍କ ଶ୍ୱଶୁରଙ୍କୁ ଗାଡି ଚଢାଇ ମାରିଦେବା ଉଦ୍ୟମ କରିଛନ୍ତି। ଶ୍ୱଶୁର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଶଳା ଗୁରୁତର ଆହତ ହୋଇଛନ୍ତି । ଏହି ସମ୍ପୂର୍ଣ ଘଟଣା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଫିଲ୍ମୀ ଷ୍ଟାଇଲରେ!-->…
ହିଞ୍ଜିଳିକାଟୁର ସବୁ ଶୈବପୀଠରେ କାଉଡିଆ ଭକ୍ତ କଲେ ଜଳଲାଗି
ହିଞ୍ଜିଳିକାଟୁ (୧୮.୦୭) ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ତେଣୁ କାଉଡିଆ ଭକ୍ତଙ୍କ ସମାଗମ ଦୁଇ ବର୍ଷ ପରେ ଦେଖିବାକୁ ମିଳିଛି ହିଞ୍ଜିଳିକାଟୁର ସହରରେ । ସହରର ବଜ଼ାରରେ ଥିବା ଚନ୍ଦ୍ରକଳ୍ପେଶ୍ବର , ହିଞ୍ଜିଳିରେ ଥିବା ସ୍ଵପ୍ନେଶ୍ଵର , ନୂଆଗଡରେ ଥିବା ବାଲୁଙ୍କେଶ୍ୱର ଶୈବପୀଠରେ କାଉଡିଆ!-->…