ନିଟ୍‌ରେ ଦୁର୍ନୀତି: ୨୦ ଲକ୍ଷରେ ବିକ୍ରି ହେଉଛି ସିଟ୍‌

ନୂଆଦିଲ୍ଲୀ: ମେଡିକାଲ କଲେରେ ନାଁ ଲେଖାଇବା ପାଇଁ ହେଉଥିବା ପ୍ରବେଶିକା ପରୀକ୍ଷା ନିଟ୍‌ରେ ହୋଇଛି ବ୍ୟାପକ ଦୁର୍ନୀତି। ଏହି ଦୁର୍ନୀତି ସହ ଜଡ଼ିତ ଗୋଟିଏ ବଡ଼ ତଥ୍ୟ ଆଜି ସାମ୍ନାକୁ ଆସିଛି। ମେଡିକାଲ କଲେଜରେ ଆଡମିସନ ପାଇଁ ଆଶାୟୀଙ୍କୁ ଦେବାକୁ ପଡ଼ିଛି ଲକ୍ଷାଧିକ ଟଙ୍କା। ବିନା ପରୀକ୍ଷାରେ ଦଲାଲ

ପୁଣି ବିବାଦରେ ଅଗ୍ନିପଥ ଯୋଜନା, ଏଥର ଜାତି ଓ ଧର୍ମ ପ୍ରମାଣପତ୍ର

ନୂଆଦିଲ୍ଲୀ: ପୁଣିଥରେ ବିବାଦରେ ଫସିଛି ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନା। ଅଗ୍ନିପଥ ଯୋଜନାରେ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ଆଶାୟୀ ଯୁବକଙ୍କୁ ଜାତିଗତ ଓ ଧର୍ମ ଭିତ୍ତିକ ପ୍ରମାଣପତ୍ର ମାଗୁଥିବା ଅଭିଯୋଗ ହୋଇଛି। ନିଯୁକ୍ତି ପାଇଁ ଉପଲବ୍ଧ ହେଉଥିବା

ଗିରଫ ଆଇଏଏସଙ୍କ ସହ ଅମିତ ଶାହଙ୍କ ଫଟୋ ଶେୟାର କରି ଫିଲ୍ମ ନିର୍ମାତା ଅବିନାଶ ଦାସ ଗିରଫ

ଅହମଦାବାଦ: ଫିଲ୍ମ ନିର୍ମାତା ଅବିନାଶ ଦାସଙ୍କୁ ମୁମ୍ବାଇରୁ ଗିରଫ କରିଛି ଗୁଜରାଟ ପୁଲିସ୍‌। ସ୍ୱରାଷ୍ଟ୍ର ଅମିତ ଶାହଙ୍କ ସହ ଗିରଫ ଆଇଏଏସ ପୂଜା ସିଙ୍ଘଲଙ୍କ ଗୋଟିଏ ଫଟୋକୁ ଶ୍ରୀ ଦାସ ଟ୍ୱିଟର୍‌ରେ ଶେୟାର କରିଥିଲେ। ଏଥିପାଇଁ ତାଙ୍କ ନାଁରେ ମାମଲା ହୋଇଥିଲା। ଏବେ ଗୁଜରାଟ ପୁଲିସ୍‌ ମୁମ୍ବାଇ

ନୂପୁର ଶର୍ମାଙ୍କ ଗିରଫଦାରୀ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ଉପରେ ଅଭଦ୍ର ଟିପ୍ପଣୀ କରିଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଅଶୋଭନୀୟ ବୟାନ ପାଇଁ ତାଙ୍କ ନାଁରେ ଏକାଧିକ ମାମଲା ହୋଇଥିଲେ ମଧ୍ୟ ତାଙ୍କୁ ଏବେ କୌଣସି ପ୍ରକାରରେ ଗିରଫ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ

କୁମ୍ବିଙ୍ଗ ଅପେରସନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ଫୁଲବାଣୀ -: କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦେଶରେ ଏସଓଜି ଓ ଡ଼ି ଭି ଏଫ ଯବାନଙ୍କ ମିଳିତ କମ୍ବିଙ୍ଗ ଗତକାଲି ସୋମବାର ବାଲିଗୁଡା ଥାନା ଅନ୍ତର୍ଗ୍ରତ ତିଲକୀ ଗ୍ରାମ ନିକଟ ଜଙ୍ଗଲରେ ହୋଇଥିଲା।ଏହି ଅପରେସନ ବେଳେ ମାଓବାଦି କ୍ୟାମ୍ପ ଉପରେ ମଧ୍ୟ ଚଢ଼ାଉ କରି ବିପୁଳ ପରିମାଣର ମାଓ

ହିଞ୍ଜିଳି : ଶେଷରେ ଦାଦନ ଶ୍ରମିକର ଶବ ଫେରିଲା ଗାଁ କୁ …

ସରକାରଙ୍କ ଗାଁ କୁ କାମ ଓ ମାଁ କୁ ସମ୍ମାନ ର ନଗ୍ନ ଚିତ୍ର...! ହିଞ୍ଜିଳିକାଟୁ : ହିଞ୍ଜିଳି ବ୍ଳକ ଖରିଡା ଗ୍ରାମକୁ ଗ୍ରାମରେ ଶୋକାକୁଳ ପରିବେଷ ।ସରକାର ଗରିବ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ତାହା ଲୋକଙ୍କ ନିକଟରେ ନାରା ବାଜିରେ ସୀମିତ ହୋଇ ରହୁଥିବା

ଫୁଲବାଣୀରେ ସ୍ଥାୟୀ ପଟ୍ଟା ପାଇବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା

ଫୁଲବାଣୀ : ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ମହାପାତ୍ର ଙ୍କ ସହିତ ଲୋକସେବା ଭବନ ଭୁବନେଶ୍ୱରରେ କେପିଏଫର ସଭାପତି ରାଧାମୋହନ ମହାପାତ୍ର, ଫୁଲବାଣୀର ମୌଳିକ ସମସ୍ୟା ସରକାରୀ ଜମି ରେ ଆଜକୁ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ଶହ ଶହ ପରିବାର ଘର ବାରି ପଟା ପାଇବାରୁ ବଞ୍ଚିତ

ବୁଦ୍ଧଙ୍କ ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ କରାଯାଉ : ପୂଜ୍ୟ ପୂଜା ସମିତି

ବ୍ରହ୍ମପୁର : ସ୍ଥାନୀୟ ବିଜିପୁର ଟ୍ୟାଙ୍କ ରୋଡ ପାର୍ଶ୍ୱରେ ଥିବା ଗୌତମ ବୁଦ୍ଧ ଙ୍କ ପ୍ରତିମୂର୍ତ୍ତିକୁ ରକ୍ଷଣାବେକ୍ଷଣ ପାଇଁ ଦାବି କରିଛି ସ୍ଥାନୀୟ ସାଂସ୍କୃତିକ ସଂଗଠନ ପୂଜ୍ୟ ପୂଜା ସମିତି l ଏଥିନିମନ୍ତେ ଆଜି ସମିତି କତୃପକ୍ଷ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ଏକ ଦାବି ପତ୍ର

ବନ୍ୟା ବିପନ୍ନ ଅଞ୍ଚଳରେ ସହଯୋଗର ହାତ ବଢାଇଲା ଟିମ୍ ସହଯୋଗ

ମାଲକାନଗିରି: ବିଭିନ୍ନ ଗଣମାଧ୍ୟମରେ ଅନବରତ ମାଲକାନଗିରି ଜିଲ୍ଲା ସୀମାନ୍ତ ଜଳବନ୍ଦୀ ଘେରରେ ରହିଥିବା ମୋଟୁ ଅଞ୍ଚଳରେ ଶତାଧିକ ଟ୍ରକ୍ ଡ୍ରାଇଭର୍ ଓ ହେଲ୍ପର୍ ଭୋକଉପାସରେ ରହିଥିବା ପ୍ରକାଶିତ ହୋଇଥିଲା l ବିଗତ ୩ ଦିନ ଧରି ଓଡିଶା ଆନ୍ଧ୍ର ସୀମା ବ୍ରିଜ୍ ଉପରେ ୫ ରୁ ୭ ଫୁଟ ପାଣି ରହିଥିବା

ହିଲଭିୟୁ ଛକରେ ମଟର ସାଇକେଲ ଦୁର୍ଘଟଣା : ଦୁଇ ଗୁରୁତର

ଦାରିଙ୍ଗବାଡ଼ି,୧୮/୭: ଦାରିଙ୍ଗବାଡ଼ି ହିଲଭିୟୁ ଛକ ନିକଟରେ ସନ୍ଧ୍ୟା ପ୍ରାୟ ସାଡ଼େ ୬ ଘଣ୍ଟା ସମୟରେ ମଟର ସାଇକେଲ ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଥିବା ଜଣାଯାଇଛି । ସେମାନେ ହେଲେ ରାଇକିଆ ବ୍ଳକ ଅନ୍ତର୍ଗତ କାଜୁରୀ ଗ୍ରାମର ଷଣ୍ଢ ପ୍ରଧାନଙ୍କ ପୁଅ ଅଗ୍ନିବେଶ ପ୍ରଧାନ(୨୩) ଓ ଏମିନ