ଶ୍ରାବଣ ପ୍ରଥମ ସୋମବାର ରେ ବୋଲ ବମ୍ ହର ହର ବମ୍ ଶବ୍ଦରେ କମ୍ପିଲା ଏକାମ୍ର କ୍ଷେତ୍ର

ଭୁବନେଶ୍ବର: ଆଜି ଧାରା ଶ୍ରାବଣ ର ପ୍ରଥମ ସୋମବାର । ଏକାମ୍ର କ୍ଷେତ୍ର କମ୍ପିଲା ବୋଲ ବମ୍ ହର ହର ବମ୍ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଲେ ଶହ ଶହ କାଉଡ଼ିଆ । ମହାଦେବ ଙ୍କୁ ଜଳାଭିଷେକ ଲାଗି କଲେ କାଉଡ଼ିଆ । ଦୁଇ ବର୍ଷ ପରେ ମନ୍ଦିର ପ୍ରବେଶ କରି ଶିବ ଲିଙ୍ଗ ରେ ପାଣି ଢାଳିବାର ସୁଯୋଗ

ହୀରାକୁଦରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ, ମୋଟ ୫ଟି ଗେଟ୍‍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ଦିନ ୧୧ଟାରେ ପୂଜାର୍ଚ୍ଚନା ପରେ ୭ ନମ୍ବର ସୁଇଚ୍ ଗେଟ୍‌କୁ ପ୍ରଥମେ ଖୋଲାଯାଇଥିଲା । ଏହି ଗେଟ୍‌ ଦେଇ ପ୍ରଥମ ବନ୍ୟା ଜଳ ଜଳଭଣ୍ଡାରରୁ ନଦୀ ମଧ୍ୟକୁ ଛଡାଯାଇଛି। ବର୍ତ୍ତମାନ ଗୋଟିଏ ଗେଟରେ​‌ ବନ୍ୟା ଜଳ ନିଷ୍କାସନ

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ଡ. ସସ୍ମିତ ପାତ୍ର। ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ଏମ ଭେଙ୍କୟାନାଇଡୁ ତାଙ୍କୁ ଶପଥ କରାଇଥିଲେ। ସସ୍ମିତ ଦ୍ବିତୀୟ ଥର ପାଇଁ ଏହି ଶପଥ ଗ୍ରହଣ କରୁଛନ୍ତି। ଆଜି ଶପଥ ନେବାକୁ ତାଙ୍କ ନାମ ଡକାଯିବା ମାତ୍ରେ ଗୃହରେ

ଆରୋଗ୍ୟ ଭାରତୀର ସ୍ବାସ୍ଥ୍ୟ ଶିବିର

ବ୍ରହ୍ମପୁର : ଆଜି ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ସଚେତନl ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ରୋଗୀଙ୍କ ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ୍ତ ଓ ସ୍ତ୍ରୀ ରୋଗଆଦିର ପରୀକ୍ଷା କରି ଚିକିତ୍ସା,

ଇସ୍ତଫା ଦେଲେ ଜଗଦୀପ ଧନଖଡ଼; ପଶ୍ଚିମବଙ୍ଗ ପାଇଁ ଅତିରିକ୍ତ ଦାୟିତ୍ବ ନେଲେ ମଣିପୁର ରାଜ୍ୟପାଳ ଲା. ଗଣେଶନ୍‌

ନୂଆଦିଲ୍ଲୀ: ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ଼େଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ପରେ ମଣିପୁରର ରାଜ୍ୟପାଳ ଲା. ଗଣେଶନ୍‌ଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ କାର୍ଯ୍ୟ ସମ୍ପାଦନ କରିବା ଲାଗି ଅତିରିକ୍ତ ଦାୟିତ୍ବ ଦେଇଛନ୍ତି। ସ୍ଥାୟୀ

ଶ୍ରୀଲଙ୍କାରେ ପୁଣି ଜାରି ହେଲା ଜରୁରୀ ପରିସ୍ଥିତି

କଲମ୍ବୋ : ଭୟଙ୍କର ଆର୍ଥିକ ଓ ରାଜନୈତିକ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ସ୍ଥିତି ସୁଧିୁରିବା ବଦଳରେ ଦିନକୁ ଦିନ ଅଧିକ ଜଟିଳ ହୋଇଚାଲିଛି । ଦେଶରେ ଜନ ଆନ୍ଦୋଳନ ଏବେ ବି ଜାରି ରହିଥିବାରୁ କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ ପୁଣି ଥରେ ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି

ବନ୍ୟା ପ୍ରପୀଡିତଙ୍କୁ ପାଣି ଭିତରକୁ ଯାଇ ସାହାଯ୍ୟ କଲେ ତେବେ ମୁଁ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇପାରିବି କି, ସିନ୍ଦେଙ୍କୁ…

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିଦ୍ରୋହୀ ହେବା ଏବଂ ପରେ ତାଙ୍କଠାରୁ ମୁଖ୍ୟମନ୍ତ୍ରୀ ପଦ ଛଡ଼ାଇ ନେଇ ନିଜେ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଏକନାଥ ସିନ୍ଦେ। ସିନ୍ଦେ କିଭଳି ଭାବେ ମହାରାଷ୍ଟ୍ରରେ କ୍ଷମତା ବଦଳାଇଦେଲେ ତାହା ସମସ୍ତେ

ଦ୍ରୌପଦୀ ମୁର୍ମୁଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ଅମିତ ମାଲବିୟଙ୍କ ବିରୋଧରେ ରୁଜୁ ହେଲା ଏତଲା !

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ଅମିତ ମାଲବିୟଙ୍କ ବିରୋଧରେ ଏତଲା ରୁଜୁ କଲା କଂଗ୍ରେସ। ଦଳ ଅଭିଯୋଗ କରିଛି ଯେ, କଂଗ୍ରେସ ନେତା ଅଜୟ କୁମାର ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଦେଇଥିବା ବିବୃତିକୁ ଭୁଲ ଭାବରେ ଲୋକଙ୍କ ସାମ୍ନାକୁ ଆଣିଥିବାରୁ

ଅଚାନକ ମାଡ଼ି ଆସିଲା ବନ୍ୟା ପାଣି, ଚାଲିଗଲା ୧୨ ଜଣଙ୍କ ଜୀବନ

ବେଜିଂ: ଲଗାଣ ବର୍ଷା ପରେ ଅଚାନକ ବନ୍ୟା ଦକ୍ଷିଣପଶ୍ଚିମ ଓ ଉତ୍ତର ପଶ୍ଚିମ ଚାଇନାରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ଏଥିଯୋଗୁ ଏଯାଏ ୧୨ ଜଣଙ୍କ ଜୀବନ ଯାଇଥିବା ବେଳେ ୧୬ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ବନ୍ୟା ଜଳ ମଧ୍ୟରୁ ଉଦ୍ଧାର କରାଯାଇଛି। ଏବେ ବି ଅନେକ ଲୋକ ଜଳବନ୍ଦୀ ହୋଇ

ଉପ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ଧନଖଡ଼

ନୂଆଦିଲ୍ଲୀ: ଏନଡିଏର ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ସଂସଦ ଭବନରେ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ କରିବା ପୂର୍ବରୁ ସେ ପଶ୍ଚିମବଙ୍ଗର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ସେ ଆଜି ସଂସଦ ଭବନରେ ନାମାଙ୍କନ ଦାଖଲ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି