ଚିନ୍ତା ବଢ଼ାଇଲା ମଙ୍କିପକ୍ସ, ଆଉ ଜଣେ ଆକ୍ରାନ୍ତ ଚିହ୍ନଟ

ଥିରୁବନ୍ତପୁରମ୍‌: ଚିନ୍ତା ବଢ଼ାଇଲା ‘ମଙ୍କିପକ୍ସ’ ଭାଇରସ। ଦେଶରେ ଚିହ୍ନଟ ହେଲେ ଦ୍ୱିତୀୟ ଆକ୍ରାନ୍ତି। କେରଳରୁ ପୁଣି ଆଉ ବ୍ୟକ୍ତି ମଙ୍କିପକ୍ସରେ ସଂକ୍ରମିତ ହୋଇଛନ୍ତି। ଏନେଇ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୋମବାର ସୂଚନା ଦେଇଛନ୍ତି।ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ମୁତାବକ, ଏହି

ନର୍ମଦା ନଦୀକୁ ଖସିପଡ଼ିଲା ବସ, ୧୩ ମୃତ

ଭୋପାଲ: ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି ଗୋଟିଏ ଯାତ୍ରୀବାହୀ ବସ୍‌। ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଯାତ୍ରୀବାହୀ ବସ୍‌ ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ଟି ନର୍ମଦା ନଦୀକୁ ଖସି ପଡ଼ିବାରୁ ଏଯାଏ ୧୩ ଜଣଙ୍କ ମୃତ୍ୟୁ

ମୁଁ ଅପରାଧୀ ନୁହଁ, ମୋତେ ସିଙ୍ଗାପୁର ଛାଡ଼: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ସିଙ୍ଗାପୁର ଗସ୍ତ ଅଭିମୁଖେ ପ୍ରସ୍ତୁତ ହେଉଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ଯାତ୍ରାକୁ ଅନୁମତି ପ୍ରଦାନରେ ବିଳମ୍ବକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରେ

ଜୁବୈର ମାମଲାରେ ୟୁପି ପୁଲିସ ଉପରେ ବିରକ୍ତ ହେଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଅଲଟ୍‌ ନ୍ୟୁଜ୍‌ର ସହପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ଼ ଆଶ୍ୱସ୍ଥି ମିଳିଛି। ଉତ୍ତରପ୍ରଦେଶରେ ତାଙ୍କ ବିରୋଧରେ ଆଉ ୫ଟି ହୋଇଥିବା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଜୁବୈରଙ୍କ ପକ୍ଷରୁ ହୋଇ‌ଥିବା ଆବେଦନର

ଲାଞ୍ଚ ନେବା ମାମଲାରେ ଏମକେସିଜି ମେଡ଼ିକାଲରୁ ଦୁଇ ଆଟେଣ୍ଡାଣ୍ଟ ନିଲମ୍ବିତ…

ବ୍ରହ୍ମପୁର : ଦୁର୍ନୀତି ର ଚରମ ସୀମା ରେ ବ୍ରହ୍ମପୁର ବଡ ମେଡିକାଲ ଦଲାଲ ମାନଙ୍କ କବ୍ଜା ରେ ସମଗ୍ର ପରିବେଶ ଡାକ୍ତର ଙ୍କ ଠାରୁ ସୁଇପର ଯାଏ କିଏ କେଉଁ ବାହାନା ଦେଖାଇ ରୋଗୀ ଓ ତାଙ୍କ ସମ୍ପର୍କୀୟ ଙ୍କୁ ଲୁଟିବାକୁ ନେଇ ଅଭିଯୋଗ ଆସୁଛି ସୂଚନା ଥାଉକି ସେହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ

ମୋବାଇଲ ପ୍ରେମ ମହଙ୍ଗା ପଡିଲା : ପ୍ରେମିକାକୁ ପଥରରେ ଛେଚି ହତ୍ୟା କଲା ପ୍ରେମିକ…

ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ପୁଲିସକୁ ମିଳିଛି ଏକ ବଡ ସଫଳତା । ଗତ ୧୫ ତାରିଖ ଦିନ ଅଞ୍ଜିତାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ପଙ୍କଜ ଦିଗାଲ(୨୯)କୁ ରାଇକିଆ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନା

ତିଆରି କୁ ମାତ୍ର କିଛି ମାସ : ବିଜୁ କଲ୍ୟାଣ ମଣ୍ଡପ ଭିତରେ ଆଣ୍ଠୁଏ ପାଣି

ଠିକାଦାର ଓ ପ୍ରଶାସନ କଳର ମଧୁଚନ୍ଦ୍ରିକା ବାଟରୁ ଯାଇ ହାଟରେ ଗଡୁଛି... ଫୁଲବାଣୀ - କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ସହରରେ କିଛି ମାସ ତଳେ ତିଆରି ହୋଇଥିଲା ବିଜୁ କଲ୍ୟାଣ ମଣ୍ଡପ ସମୂଖ ଭାଗରୁ ଦେଖିବାକୁ ବେଶ ଆକର୍ଷଣୀୟ ଗତକାଲିର ଲଗାଣ ବର୍ଷାରେ ମଣ୍ଡପ ଭିତରେ ଆଣ୍ଠୁଏ ପାଣି।ସହରରେ

NDA ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ

ଭୁବନେଶ୍ବର,୧୭।୭ ଏନଡିଏ ସମର୍ଥିତ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ବିଜେଡି ସମର୍ଥନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ଏ ନେଇ କଥା ହୋଇଥିଲେ। ଜଗଦୀପଙ୍କୁ ସମର୍ଥନ ଦେବା ପାଇଁ ନବୀନଙ୍କୁ ମୋଦି କହିଥିଲେ। ଜଗଦୀପଙ୍କୁ ବିଜେଡି ସମର୍ଥନ

ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବାକୁ ବାରଣ କରିବାରୁ ମହିଳାଙ୍କ ଆତ୍ମହତ୍ୟା

ସୋର: ଇନଷ୍ଟାଗ୍ରାମରେ ଫଟୋ ଓ ଭିଡ଼ିଓ ପୋଷ୍ଟ କରିବାକୁ ଶ୍ୱଶୁର ଘର ଲୋକେ ବାରଣ କରିବାରୁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଖଇରା ଥାନା କଇଥଗଡ଼ଇା ଗାଁରେ ଘଟିଛି ଏଭଳି ଘଟଣା। ମୃତ ମହିଳା ହେଲେ ଗୋବିନ୍ଦପୁର ପଞ୍ଚାୟତ କଣ୍ଟାବଣିଆ ଗ୍ରାମର ଜୟନ୍ତୀ

ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୬ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ରାଜ୍ୟରେ ଏବେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷାର