Sign in
Sign in
Recover your password.
A password will be e-mailed to you.
ଭଡାଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଯାଜପୁର: ଯାଜପୁର ଜିଲା ଯାଜପୁରରୋଡ୍ ଥାନା ଅନ୍ତର୍ଗତ ଦଳା ଶିବମନ୍ଦିର ନିକଟସ୍ଥ ଏକ ଭଡ଼ାଘରୁ ରବିବାର ପୂର୍ବାହ୍ନରେ ଦମ୍ପତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଜବତ କରାଯାଇଛି। ମୃତକ ହେଲେ ଶଙ୍କର ଦୟାଲ ନାୟକ(୨୭) ଏବଂ ତାଙ୍କ ସ୍ତ୍ରୀ। ତାଙ୍କ ଘର ବାଲେଶ୍ବର ଜିଲା ଫୁଲୱାର କସବା ଅଞ୍ଚଳର!-->…
ବାଲିଗୁଡା ସଂକୁଳର ଏକଦିନିଆ କର୍ମଶାଳା ଅନୁଷ୍ଠିତ
ଫୁଲବାଣୀ/ବାଲିଗୁଡା:- କନ୍ଧମାଳ ଜିଲ୍ଲାର ବାଲିଗୁଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବାଲିଗୁଡା ସଂକୁଳର ଏକଦିନିଆ କର୍ମଶlଳା ଅନୁଷ୍ଠିତ ହୋଇ ଯାଇଛି l ସଂକୁଳ ସଂଯୋଜକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡାଙ୍କ ସଂଯୋଜନା ଓ ସଂକୁଳ ପ୍ରମୁଖ ଶ୍ରୀ ତୀର୍ଥବlସି ଘଡ଼lଇଙ୍କ ମାର୍ଗ ଦର୍ଶନରେ!-->…
ଡ଼ଃ ନୃସିଂହାନନ୍ଦ ମହାପାତ୍ର ସମ୍ମାନିତ
ଫୁଲବାଣୀ : ଉଫୁନl, ଓଡିଶା ତରଫରୁ ଆୟୋଜିତ ପୁସ୍ତକ ଲୋକାର୍ପଣ ଓ କବି ସମ୍ମିଳନୀ ଅବସରରେ କନ୍ଧମାଳର ଜଣାଶୁଣା ସାହିତ୍ୟିକ ଡ଼ଃ. ନୃସିଂହାନନ୍ଦ ମହାପାତ୍ରଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି l ଅବସରପ୍ରାପ୍ତ ଅଧ୍ୟାପକ ସୁରେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ଦୁଇଟି ପୁସ୍ତକ "ତତ୍ୱବୋଧ ଓଡ଼ିଆ ଭାଗବତ" ଓ!-->…
ଅଣଓଡିଆଙ୍କ ପାଇଁ ନିଯୁକ୍ତି ବିଜ୍ଞାପନ ଦେଇ ବିଦା ହେଲେ ଉତ୍କଳ ହସ୍ପିଟାଲ ସିଇଓ
ଭୁବନେଶ୍ୱର: କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ଉତ୍କଳ ହସ୍ପିଟାଲର ସିଇଓ ଡାକ୍ତର ଆଲୋକ ଲୋଧ। ଡାକ୍ତର ଆଲୋକ ଲୋଧଙ୍କୁ ଉତ୍କଳ ହସ୍ପିଟାଲର କର୍ତ୍ତୃପକ୍ଷ ନିଲମ୍ବନ କରିଥିବା ଖବର ମିଳିଛି । ସୂଚନା ମୁତାବକ ଡାକ୍ତର ଆଲୋକ ପୂର୍ବରୁ ଓପିଡି ମ୍ୟାନେଜର ନିଯୁକ୍ତିକୁ ନେଇ ବିବାଦରେ ରହିଥିଲେ ।!-->…
କ୍ଲିନିକର କର୍ମଚାରୀ ୧୦ ଲକ୍ଷ ଟଙ୍କା ନେଇ ଫେରାର
ବ୍ରହ୍ମପୁର : ଅଶୋକ ନଗରରେ ଥିବା ଏକ କ୍ଲିନିକର ଜଣେ କର୍ମଚାରୀ ୧୦ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିବା ବେଳେ ଏ ନେଇ କ୍ଲିନିକର ମାଲିକ ଡା. ସୁଶାନ୍ତ ପାଣିଗ୍ରାହୀ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛନ୍ତି l ତାଙ୍କ ଏତଲାକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ!-->…
ଭିତରକନିକାରେ ୧୨୨ କୁମ୍ଭୀର ବସା ଚିହ୍ନଟ
ଋାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳମାନଙ୍କରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୧୨୨ଟି ବସା ଚିହ୍ନଟ କରାଯାଇଛି । ଯାହା ଗତ ୫ ବର୍ଷ ମଧ୍ୟରେ ସର୍ବାଧିକ ବୋଲି ଜଣାପଡ଼ିଛି । କନିକା ରେଂଜ୍ରେ ୧୧୦ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବା ବେଳେ ରାଜନଗର!-->…
ଦାରିଙ୍ଗବାଡ଼ି ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ
ଦାରିଙ୍ଗବାଡ଼ି, (୧୭/୭) : କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଓଡ଼ିଶାର କାଶ୍ମୀର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ଚିର ପରିଚିତ। ସେଇଭଳି ଦାରିଙ୍ଗବାଡି ବଣିକ ସଂଘରବି ବ୍ଲକ ଅଞ୍ଚଳ ସହିତ ଜିଲାରେବି ସତନ୍ତ୍ର ପରିଚୟ ରହିଛି। ଯାହାକି ଏହି ସଙ୍ଘ ପକ୍ଷରୁ ବିଭିନ୍ନ ସମୟରେ ଅସହାୟଙ୍କୁ ସହାୟ!-->…
ରୁଚିକାଙ୍କୁ ନ୍ୟାୟ ଦାବୀରେ ଡିଜି ଅଫିସ ଆଗରେ ଧାରଣା
କଟକ: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁର ୧୬ ଦିନ ପରେ ବି ପୋଲିସ ହାତ ଖାଲି । ଏଭଳି ଏକ ସ୍ପର୍ଷକାତର ଘଟଣା ଉପରୁ ପରଦା ଉଠାଇ ପାରୁନି ପୋଲିସ । ରୁଚିକାଙ୍କୁ ନ୍ୟାୟ ଦାବୀରେ ଆଜି ଡିଜି ଅଫିସ ଆଗରେ ଦିନିକିଆ 'ଉପବାସ' ଧାରଣା ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ । ସେହିପରି!-->…
ରାଜ୍ୟ ସମାଜସେବୀ ମହାସଂଘ ଓଡ଼ିଶାର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର (୧୭/୦୭) : ଆଜି ରାଜ୍ୟ ସମାଜସେବୀ ମହାସଂଘ ଓଡ଼ିଶାର ସମସ୍ତ ଜିଲ୍ଲା ଓ ବ୍ଲକରୁ ମନୋନୀତ ହୋଇଥିବା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ନେଇ ଭୁବନେଶ୍ବର ସ୍ଥିତ CYSD ମହାନଦୀ ହଲରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଇଥିଲା । ଏହି ବୈଠକରେ ଉପଦେଷ୍ଟା ଦେବଦାସ ମହାନ୍ତି!-->…
ବାରହା ଆକ୍ରମଣରେ ବିଧବା ମହିଳା ଗୁରୁତର
ପାତ୍ରପୁର : ପାତ୍ରପୁର ବ୍ଲକ ସୁରଙ୍ଗୀ ପଂଚାୟତ ଅନ୍ତର୍ଗତ ତିତିଗାଁ ଗ୍ରାମର ଜଣେ ବିଧବା ମହିଳା ରବିବାର ବାରହା ଆକ୍ରମଣରେ ଗୁରୁତର ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ମହିଳା ଜଣକ ହେଉଛନ୍ତି ଗ୍ରାମର ପ୍ରମିଳା ସେଠୀ।ରବିବାର ମଧ୍ୟାହ୍ନରେ ସେ ନିଜ ଶାଶୁ ସତ୍ୟ!-->…