Sign in
Sign in
Recover your password.
A password will be e-mailed to you.
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଲଗାତର ଦୁଇ ଦିନ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ଏକ ହଜାର ଉପରେ ରହୁଥିଲା ବେଳେ ଆଜି ଏହା ଏକ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୧୨ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା!-->…
ଚିକିଟିରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ
ଚିକିଟି : ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ଜାରୀ ରହିଛି ବୃକ୍ଷ ରୋପଣ, ରକ୍ତଦାନ ଶିବିର ଭଳି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ । ସେହି କ୍ରମରେ ଆଜି ସ୍ଥାନୀୟ ବିଧାୟିକା!-->…
ପ୍ରଖ୍ୟାତ ସମ୍ବଲପୁରୀ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାରଙ୍କ ପରଲୋକ
ସମ୍ବଲପୁର: ପ୍ରଖ୍ୟାତ ସମ୍ବଲପୁରୀ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାରଙ୍କ ପରଲୋକ। ଦୀର୍ଘ ଦିନ ହେବ କୀଡିନି ରୋଗରେ ପୀଡିତ ଥିଲେ ଶ୍ରୀରାମ। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ମୃତ୍ଯୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା।ତାଙ୍କ ପରଲୋକ ପରେ!-->…
କଟକ ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
କଟକ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆସନ୍ତା ଅଗଷ୍ଟ ୮ ତାରିଖରେ ଦୁଇ ଦିନିଆ ଗସ୍ତରେ କଟକ ଆସିବେ ।
ଜବାହରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମରେ ଦୈନିକ ଖବର କାଗଜ 'ପ୍ରଜାତନ୍ତ୍ର'ର ୭୫ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଉଦ୍ଘାଟନ କରିବେ। ଏକ ଖବରଦାତା ସମ୍ମିଳନୀରେ କଟକ!-->!-->!-->…
ବ୍ଲକସ୍ତରୀୟ ସରପଞ୍ଚ ସଂଘ ଗଠନ
ମାଲକାନଗିରି (୧୭/୦୭) : ମାଲକାନଗିରି ସଦର ବ୍ଲକ ର ୧୯ ଗୋଟି ଗ୍ରାମ ପଞ୍ଚାୟତ ର ସମସ୍ତ ସରପଞ୍ଚ ସଭ୍ୟା, ସଭ୍ୟଙ୍କ ଉପସ୍ଥିତ ରେ ଆଜି ମାଲକାନଗିରି ରାଜଶ୍ରୀ ହୋଟେଲ ସମ୍ମିଳନୀ କକ୍ଷ ଠାରେ ନୂତନ ସାଙ୍ଗଠନିକ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ସରପଞ୍ଚ!-->…
ରାଜଧାନୀରେ ଧରାପଡ଼ିଲା ଆଉ ଜଣେ ଠକ ସ୍ୱାମୀ, ମିଛ କହି ଏକାଧିକ ମହିଳାଙ୍କୁ କରୁଥିଲେ ବିବାହ
ଭୁବନେଶ୍ବର: ରାଜଧାନୀରେ ଆଉ ଜଣେ ଠକ ସ୍ୱାମୀ । ମିଛ କହି ଫସାଇଛନ୍ତି ଏକାଧିକ ମହିଳା । ଅନ୍ୟ ମହିଳାଙ୍କ ସହ ରହୁଥିବାବେଳେ ଧରିଲେ ସ୍ତ୍ରୀ । ଅଭିଯୁକ୍ତ ହେଲେ ରମ୍ଭା ଅଂଚଳର ସମୀର ବେଜ । ସମୀର ଭାରତ ମ୍ୟାଟ୍ରିମୋନିରେ ମିଛ ତଥ୍ୟ ଦେଇ ବିବାହ କରିଥିବା ଅଭିଯୋଗ ହୋଇଛି । ନିଜକୁ ସପ୍ଟୱେର!-->…
ଜଗଜୀବନରାମ ଛାତ୍ରାବାସରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ମାଲକାନଗିରି,୧୭/୦୭:- ମାଲକାନଗିରି ମହାବିଦ୍ୟାଳୟ ପରିସରରେ ବାବୁ ଜଗଜୀବନରାମ ଛାତ୍ରାବାସରେ ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ର ଶେଷ ବର୍ଷ ପିଲାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର!-->…
ଟାଟା କମ୍ପାନୀର ଦବଙ୍ଗଗିରି : ବିଦ୍ୟୁତ ବିଲ ଆଦାୟକୁ ନେଇ ୪ଦିନ ଅନ୍ଧାରରେ ରଖିଲା ଖଡ଼ିକାଯୋଡି ଗ୍ରାମକୁ
ପ୍ରତିବାଦରେ ବିଦ୍ୟୁତ କର୍ମଚାରୀ ଙ୍କୁ ଅଟକ ରଖିଲେ ଗ୍ରାମବାସୀ
ମାଲକାନଗିରି : ବର୍ଷା ଋତୁରେ ଚାଷୀମାନେ ଜମିହଳ କରିବା, ବିହନ ସଂଗ୍ରହ, ଖତ ସାର ସଂଗ୍ରହ ଭଳି ନାନା ରକମର ଅସୁବିଧା ସମ୍ମୁଖୀନ ହୋଇ ଋଣ କରି ଚାଷ କରିଥାଆନ୍ତି । ଏହି ଆଦିବାସୀ ଚାଷୀ ଗ୍ରାମରେ ବିଜୁଳି ବିଲ ଆଦାୟ ନାଁରେ!-->!-->!-->…
ଉଠାଦୋକାନୀ ସଂଘରେ ସାମିଲ ହେଲେ ଛତ୍ରପୁରରେ ମତ୍ସ୍ୟ ବ୍ୟବସାୟୀକ ସଂଘଠନ
ଛତ୍ରପୁର : ଛତ୍ରପୁର ସହରରେ ମାଛ ମାକ୍ରେଟ ଓ ବିଭିନ୍ନ ସ୍ଥାନରେ ଦୀର୍ଘ ଦିନ ଧରି ବିକ୍ରୀ କରି ଆସୁଥିବା ମତ୍ସ୍ୟ ବ୍ୟବସାୟୀ ଓ ଆମିଷ ବିକ୍ରେତା କାରୀଙ୍କୁ ନେଇ 'ଛତ୍ରପୁର ଉଠା ଦୋକାନୀ ସଂଘ' ଉପସଭାପତି 'ଇଜୁ ଆମିନ ଖାନ୍' ଙ୍କ ନେତୃତ୍ବରେ ଛତ୍ରପୁର ନିକଟସ୍ଥ ତରେଇପାଟପୁର ଗ୍ରାମ ସ୍ଥିତ!-->…
ଗ୍ରାହକ ସେବା କେନ୍ଦ୍ରର ଜନ୍ମବାର୍ଷିକ ପାଳନ
ଦାରିଙ୍ଗବାଡି (୧୭/୭) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳରେ ରହିଥିବା ଗ୍ରାହକ ସେବା କେନ୍ଦ୍ରର କର୍ମକର୍ତ୍ତା ଗଣ ଏକତ୍ରିତ ହୋଇ ଗ୍ରାହକ ସେବା କେନ୍ଦ୍ରର ଜନ୍ମ ବାର୍ଷିକ ବୁଢା ପଣ୍ଡା ଗ୍ରାହକ ସେବା କେନ୍ଦ୍ରରେ ପାଳନ କରିଛନ୍ତି। ଏହି କାର୍ଯ୍ୟ!-->!-->!-->…