ଭୂକମ୍ପରେ ଥରିଲା ମଣିପୁର, ଲୋକେ ଭୟଭୀତ

ଇମ୍ଫାଲ: ଭୂକମ୍ପରେ ଥରିଲା ମଣିପୁର। ଶନିବାର ବିଳମ୍ବିତ ରାତିରେ ମଣିପୁରରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଶନିବାର ରାତି ୧୧.୪୨ ସମୟରେ ଆସମର ପୂର୍ବ ଦକ୍ଷିଣପଟରେ ଥିବା ମୋଏରାଙ୍ଗ, ମଣିପୁର ଏହି ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୮ ରେକର୍ଡ କରାଯାଇଥିବା ଜାତୀୟ

ଆମେ ରାଷ୍ଟପ୍ରତି ଭବନରେ ମୂର୍ତ୍ତି ଚାହୁଁନୁ : ତେଜସ୍ୱୀ

ପାଟନା: ଆସନ୍ତାକାଲି ପଡିବ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍‌। ଦେଶରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ମାହୋଲ ସରଗରମ ରହିଛି। ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏକ ପ୍ରକାର ଜିତିବା ସୁନିଶ୍ଚିତ ହୋଇଯାଇଛି। କାରଣ ଏନଡିଏ ମେଣ୍ଟ ବାହାରେ ବି ଅନ୍ୟ କିଛି ରାଜନୈତିକ ଦଳମାନେ

ଭାରତରେ ଆଫ୍ରିକାନ୍‌ ସ୍ୱାଇନ୍‌ ଫ୍ଲୁ ଚିହ୍ନଟ

ଦିସପୁର: ମଙ୍କିପକ୍ସ ପରେ ଭାରତରେ ଚହ୍ନଟ ହେଲା ଆଫ୍ରିକାନ ସ୍ୱାଇନ୍‌ ଫ୍ଲୁ। ନିକଟରେ କେରଳରେ ମଙ୍କିପକ୍ସ ମାମଲା ଚିହ୍ନଟ ହେବା ପରେ ଦେଶରେ ଆତଙ୍କ ଖେଳିଯାଇଥିଲା। ଏବେ ଆସାମରେ ଘୁଷୁରୀମାନଙ୍କ ମଧ୍ୟରେ ଆଫ୍ରିକାନ ସ୍ୱାଇନ ଫ୍ଲୁ ଚିହ୍ନଟ ହୋଇଛି। ଦିବ୍ରୁଗଡ଼ ଭୋଗାଲି ପଥର ଗାଁରେ ଏକ ଘୁଷୁରୀ

ତରବରିଆ ଗିରଫଦାରୀକୁ ନିନ୍ଦା କଲେ ସିଜେଆଇ

ନୂଆଦିଲ୍ଲୀ: ଦେଶରେ ବ୍ୟାପକ ଭାବେ ତରବରିଆ ଗିରଫଦାରୀ ହେଉଥିବା ଓ ଅଭିଯୁକ୍ତଙ୍କୁ ଜାମିନ ମିଳିବାରେ ବିଳମ୍ବ ହେଉଥିବାକୁ ନେଇ ପ୍ରଧାନ ବିଚାରପତି ଏନ୍‌ଭି ରମନ୍ନା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପରିସ୍ଥିତି ଏଭଳି ହୋଇଛି ଯେ, ଆଜି ଆମ ଅପରାଧିକ ନ୍ୟାୟ ବ୍ୟବସ୍ଥା ହିଁ ଦଣ୍ଡ ପାଲଟି ଯାଇଛି।

ପିଲାସାଲୁଙ୍କି ନଦୀରେ ବନ୍ୟା,୩ ପଞ୍ଚାୟତ ବାହ୍ୟଜଗତରୁ ବିଛିନ୍ନ

ଫୁଲବାଣୀ (୧୭ /୭) : ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଗତ କିଛିଦିନ ଧରି ଲଗାଣ ବର୍ଷା ଲାଗିରହିବା ଫଳରେ ଜିଲାରେ ଥିବା ବିଭିନ୍ନ ନଦୀ ଓ ନାଳରେ ବନ୍ୟାଜଳ ଆସିବା ଫଳରେ ବହୁ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଥିବା ଖବର ମିଳିଛି l ଫୁଲବାଣୀ ପିଲା ସାଲୁଙ୍କି ନଦୀରେ ଆଜି ସକାଳୁ

ବିଦ୍ୟାଳୟରେ ଡେଙ୍ଗୁ ଓ ମେଲେରିଆ ସଚେତନତା କାର୍ଯ୍ୟକ୍ରମ

ଚିତ୍ରକୋଣ୍ଡା(୧୬/୦୭) : ଚିତ୍ରକୋଣ୍ଡାରେ ଡେଙ୍ଗୁର ପରିମାଣରେ ମାତ୍ରାଧିକ ବୃଦ୍ଧିକୁ ରୋକିବାକୁ ଜିଲା ତଥା ବ୍ଲକ ପ୍ରଶାସନ ଉଦ୍ୟମ ଜାରି ରଖିଥିବା ବେଳେ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଅଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦଙ୍କ ନିର୍ଦେଶ କ୍ରମେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ସ୍ୱାଭିମାନ ଅଞ୍ଚଳରେ ନଦୀରେ ଭାସିଯାଇ ଜଣେ ମୃତ

ଚିତ୍ରକୋଣ୍ଡା (୧୬/୦୭) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ନଦୀକୁ ମାଛ ମାରିବାକୁ ଯାଇ ନଦୀରେ ଭାସିଯାଇ ମୃତୁବରଣ କରିଥିବା ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁଯାଇ ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ଗ୍ରାମ ପଞ୍ଚାୟତ ଆନିବିରିଡା

ଭିନ୍ନକ୍ଷମ ଅଭିଜିତଙ୍କୁ ସରକାରୀ ସହାୟତା ସାତ ସପନ

ଉମରକୋଟ : ୪ବର୍ଷର ଅଭିଜିତ ଗଣ୍ଡ, ଭଲ ଭାବରେ ଚାଲି ପାରୁନି କି କଥାବିହେଇ ପାରୁନି | ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଭିନ୍ନକ୍ଷମ ଙ୍କ ପାଇଁ ସରକାରି ଯୋଜନା ସାତ ସପନ | ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ସ୍ଥାନୀୟ ଅଧିକାରୀଙ୍କ ଦାୟିତ୍ଵହୀନତା ଯୋଗୁଁ ଭିନ୍ନ କ୍ଷମଭତ୍ତା ରୁ

ଆଗାମୀ ପିଢି ପାଇଁ ଶିକ୍ଷଣୀୟ କେନ୍ଦ୍ର ସାଜିବ “ସଞ୍ଜିବନୀ ବାଟିକା”

…ରାଜ୍ୟ ସ୍ତରୀୟ ଶ୍ରେଷ୍ଠ ବନ ସୁରକ୍ଷା ସମିତି ପୁରସ୍କାର ନିମନ୍ତେ ସମ୍ବର୍ଦ୍ଧନା ସଭା ଓ ଔଷଧୀୟ ଉଦ୍ୟାନର ଶୁଭ ଉଦଘାଟନ….• ନିଜସ୍ଵ ଉଦ୍ୟମରେ ଶ୍ରମଦାନ ମାଧ୍ୟମରେ ଔଷଧୀୟ ବଗିଚା ସୃଷ୍ଟି କଲା ଝୁରିମାଲ ବନ ସୁରକ୍ଷା ସମିତି• ୫୬ ପ୍ରକାର ଔଷଧୀୟ ବୃକ୍ଷ, ଲତା, ଗୁଳ୍ମ ଚାରା ରୋପଣ କଲେ ଝୁରିମାଲ

ବ୍ରାହ୍ମଣୀଗାଁ ଥାନାର ନୂତନ ଅଧିକାରୀ ହେଲେ ଚାପଧାରୀ ପ୍ରଧାନ

ଦାରିଙ୍ଗବାଡି, ୧୬/୦୭ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଭାବେ ଚାପଧାରୀ ପ୍ରଧାନ ଦାଇତ୍ୱ ଭାର ଗ୍ରହଣ କରିଥିବା ପ୍ରକାଶ ପାଇଛି।ଏହାପୂର୍ବରୁ ସେ ବାଲିଗୁଡା ଥାନାରେ ଉପ ନିରୀକ୍ଷକ ଭାବେ କାର୍ଯ୍ୟ ରତଥିଲେ। ପୂର୍ବରୁ ଥିବା ଥାନା ଅଧିକାରୀ ଦଶରଥ ହେମ୍ବ୍ରମଙ୍କ ପଦୋନ୍ନତି