ବ୍ରାହ୍ମଣୀଗାଁ ଥାନାର ନୂତନ ଅଧିକାରୀ ହେଲେ ଚାପଧାରୀ ପ୍ରଧାନ

ଦାରିଙ୍ଗବାଡି, ୧୬/୦୭ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଭାବେ ଚାପଧାରୀ ପ୍ରଧାନ ଦାଇତ୍ୱ ଭାର ଗ୍ରହଣ କରିଥିବା ପ୍ରକାଶ ପାଇଛି।ଏହାପୂର୍ବରୁ ସେ ବାଲିଗୁଡା ଥାନାରେ ଉପ ନିରୀକ୍ଷକ ଭାବେ କାର୍ଯ୍ୟ ରତଥିଲେ। ପୂର୍ବରୁ ଥିବା ଥାନା ଅଧିକାରୀ ଦଶରଥ ହେମ୍ବ୍ରମଙ୍କ ପଦୋନ୍ନତି

ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଲେ ତିନୋଟି ଜିଲ୍ଲାର ୪୨ ଅଧ୍ୟକ୍ଷ ଓ ଅଧ୍ୟକ୍ଷା

ହିଞ୍ଜିଳିକାଟୁ (୧୬।୭): ଶନିବାର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ତରଫରୁ ମୟୁରଭଞ୍ଜ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲାର ୪୨ ଜଣ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକ ର ସାରୁ ଓ ଆମ୍ଵଗାଁ ଗସ୍ତ କରି ବିଭିନ୍ନ

ସାରୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଚୋରୀ ଘଟଣା, ୪ଗିରଫ

ହିଂଜିଳିକାଟୁ (୧୬।୭) : ହିଂଜିଳିକାଟୁ ଥାନା ଅନ୍ତର୍ଗତ ବେଲଗାଁ ସିଏଚସି ଅନ୍ତର୍ଗତ ସାରୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରୁ ଡେସ୍କଟପ, ଏଲ ଇଡି ଟିଭି, ଇନଭେଟର ଚୋରୀ ମାମଲାରେ ତଦନ୍ତ କରୁଥିବା ହିଂଜିଳି ପୋଲିସ ହାତରେ ଅଫିସ ଚୋରୀ ସାମଗ୍ରୀ ସହ ଅନ୍ୟାନ୍ୟ ଅଂଚଳରୁ ଚୋରୀ କରୁଥିବା ଏକ

ଅଧ୍ୟାପକ ଗଙ୍ଗାଧର ପ୍ରଧାନଙ୍କ ପରଲୋକ

ଚିକିଟି-ନୂଆପଡ଼ା ବାଲାଜୀ ମହାବିଦ୍ୟାଳୟ ସ୍ଥିତ ଇତିହାସ ବିଭାଗ ଅଧ୍ୟାପକ ଗଙ୍ଗାଧର ପ୍ରଧାନ ଙ୍କ ସ୍ୱାସ୍ଥ୍ୟ ଗତ କାରଣ ରୁ ଶନିବାର ମଧ୍ୟାହ୍ନ ରେ ଦେହାନ୍ତ ହୋଇଯାଇଛି। ସେଜଣେ ମେଳାପୀ ମିଷ୍ଟ ଭାସି ସୋଚଟ ଓ ଆଦର୍ଶ ଅଧ୍ୟାପକ ଭାବେ ପରିଚିତ ଥିଲେ।ତାଙ୍କ ମୃତ୍ୟୁ ଖବର ଶୁଣି ଛାତ୍ର ଛାତ୍ରୀ,

ବିଜେଡି ସାଂସଦଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର

ବିଜେଡି ସାଂସଦଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର । ଆଜି ଭର୍ଚୁଆଲରେ ବିଜେଡି ସାଂସଦଙ୍କୁ ସମ୍ବୋଧିତ କରିଛନ୍ତି ନବୀନ ପଟ୍ଟନାୟକ । ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ପୂର୍ଣ୍ଣ ସମର୍ଥନ କରିବାକୁ କହିଛନ୍ତି । ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍‌

କାଶୀପୁର ଝାଡ଼ାବାନ୍ତିରେ ହୋଇଥିବା ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି

କାଶୀପୁର: ଝାଡ଼ାବାନ୍ତିରେ କାଶୀପୁର ବ୍ଲକରେ ମୃତ୍ୟୁ ସଂଖ୍ୟା ୭ କୁ ବଢିଲା । ବିଗତ ୨ ଦିନ ମଧ୍ୟରେ କାଶୀପୁର ବ୍ଲକରେ ୬ ଜଣ ଝାଡା ବାନ୍ତିରେ ମୃତ୍ୟୁ ବାରାଁ କରିଥିବା ବେଳେ ଆଜି ବଞ୍ଚଳୀ ଗାଁର ଜଣକର ମୃତ୍ୟୁ ଘଟି ଥିବା ଜଣା ଯାଇଛି । ସେହେଲେ ପଞ୍ଚାଳି ଗ୍ରାମର ଅଗାଧୁ ଗରଡା(୫୦)

କାଶୀପୁରରେ ଝାଡାବାନ୍ତି, ୭୨ ଘଣ୍ଟାରେ ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାୟଗଡା କାଶୀପୁର ବ୍ଲକରେ ଝାଡାବାନ୍ତି ବ୍ୟାପିବା ଘଟଣାରେ ରିପୋର୍ଟ ମାଗିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ୭୨ ଘଣ୍ଟାରେ ରିପୋର୍ଟ ଦେବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାୟଗଡା ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ଅଭିଜ୍ଞ

ଆଇଆଇସି ସ୍ନିଗ୍ଧାରାଣୀ ସୁନା ସସ୍‌ପେଣ୍ଡ

ସୋନପୁର : ନିଲମ୍ବିତ ହେଲେ ବିବାଦୀୟ ଇନ୍‌ସିପେକ୍ଟର ସ୍ନିଗ୍ଧାରାଣୀ ସୁନା । ସୁନାଙ୍କ ନିଲମ୍ବନ ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା । ସୁନାଙ୍କ ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁକୁ ନେଇ ବିବାଦରେ ଥିଲେ । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଖାରୀ ନିକଟରେ କାର୍‌ ଧକ୍କାରେ ୩ ଜଣଙ୍କ

ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ।ଏହି ପ୍ରକ୍ରିୟା ଆସନ୍ତା ମାସ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ। ଛାତ୍ରଛାତ୍ରୀମାନେ ଯୁକ୍ତ ୨ ନାମଲେଖା ପାଇଁ

ରାଷ୍ଟ୍ରପତି ନିର୍ବାଚନ ନେଇ ବିଧାୟକମାନଙ୍କୁ ତାଲିମ୍‌

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ନେଇ ବିଧାନସଭାରେ ବିଜେଡି ବିଧାୟକମାନଙ୍କୁ ଦଳ ପକ୍ଷରୁ ତାଲିମ ଦିଆଯାଉଛି । କିଭଳି ଭାବେ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବେ, ନାକଚ ହେବ ନାହିଁ । ସେଥପାଇଁ ଦଳ ବରିଷ୍ଠ ନେତା ଏହି ତାଲିମ ଦେଉଛନ୍ତି । ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ