Sign in
Sign in
Recover your password.
A password will be e-mailed to you.
୧ ଲକ୍ଷ ୭୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ
ଢେଙ୍କାନାଳ: ଢେଙ୍କାନାଳ ସହର ରାମେଶ୍ୱରପୁର ରେଳଧାରଣା ନିକଟରୁ ଶୁକ୍ରବାର ଟାଉନ ଥାନା ପୋଲିସ ୧୬ ଗ୍ରାମ୍ ୭୦୦ ମିଲିଗ୍ରାମ୍ ବ୍ରାଉନସୁଗାର ଜବତ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଥିବା ବେଳେ ତାଙ୍କଠାରୁ ନଗଦ ୪୦ ହଜାର ଟଙ୍କା, ୫ଟି ମୋବାଇଲ ଫୋନ୍, ୨ ଭରି ଓଜନର ଏକ!-->…
ଶପଥ ନେଲେ ଓଡିଶା ହାଇକୋର୍ଟର ୨ଜଣ ନୂଆ ବିଚାରପତି
କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଏବଂ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ଆଜି ଶପଥ ନେଇଛନ୍ତି । ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ତ୍ରିପୁରା ହାଇକୋର୍ଟରୁ ବଦଳି ହୋଇ ଆସିଥିଲେ । ହାଇକୋର୍ଟ ପୁରୁଣା କୋଠାର ନୂତନ ସମ୍ମିଳନୀ କକ୍ଷରେ ଏହି ଶପଥଗ୍ରହଣ ଉତ୍ସବ!-->…
T-20 ମ୍ୟାଚ୍ ଦେଖିବାକୁ ଆସିପାରନ୍ତି ମୁଖ୍ୟମନ୍ତ୍ରୀ : ଜିଲ୍ଲାପାଳ
କଟକ : ଆଉ ଦୁଇ ଦିନ ପରେ ବାରବାଟୀରେ ଖେଳାଯିବ ଭାରତ-ସାଉଥ ଆଫ୍ରିକା T-20 । ଏନେଇ ବାରବାଟୀ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଖେଳ ପାଇଁ କଡ୍ଦା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ତେବେ ମ୍ୟାଚ ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପ୍ରତିକ୍ରିୟା ରଖିଛନ୍ତି । ସେ!-->…
ଆସନ୍ତା ୧୬ରୁ ବନ୍ଦ ରହିବ ଶିମିଳିପାଳ
ବାରିପଦା: ଆସନ୍ତା ୧୬ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ବର୍ଷା ଋତୁ ପାଇଁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ। ବର୍ଷା ଋତୁରେ ଅଭୟାରଣ୍ୟର ରାସ୍ତାଘାଟ ଖରାପ ହୋଇଯାଏ। ତେଣୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ସାମୟିକ!-->…
ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ବିକ୍ରମ କେଶରୀ ଆରୁଖ
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ଲାଗି ନାମାଙ୍କନ ଭରିଛନ୍ତି ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ । ବିଧିବଦ୍ଧ ଭାବେ ଆରୁଖ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଧାୟକ ବିକ୍ରମ କେଶରୀ ଆରୁଖ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଛନ୍ତି।!-->…
୫ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ କେନ୍ଦ୍ରାପଡ଼ା ଡେରାବିଶ ଏବିଇଓ
କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ ପଡ଼ିଗଲେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ। ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଷ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ବିପିନୀ ବିହାରୀ ସିଂଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଭିଜିଲାନ୍ସ ତାଙ୍କ ପାଖରୁ ୫ହଜାର ଟଙ୍କା ଜବତ!-->…
ମହାପ୍ରଭୁଙ୍କ ରଥଯାତ୍ରା ସମୀକ୍ଷା ବୈଠକରୁ କାର୍ଯ୍ୟ ଆରମ୍ଭ କଲେ ନୂଆ ଲୋକସଂପର୍କ ମନ୍ତ୍ରୀ
ଭୁବନେଶ୍ବର: ଚଳିତ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବରେ ସୁଚାରୁ ରୂପେ ସଂପାଦନ କରିବାରେ ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀ ତଥା କର୍ମଚାରୀମାନେ ନିଷ୍ଠାପର ଭାବରେ ନିୟୋଜିତ ହେବେ ବୋଲି ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ!-->…
କୋଲକାତାରେ ଥିବା ବାଂଲାଦେଶ ହାଇକମିଶନ କାର୍ଯ୍ୟାଳୟ ସମ୍ମୁଖରେ ଗୁଳିମାଡ଼
କୋଳକାତା: ଜଣକୁ ମାରି ନିଜେ ଆତ୍ମହତ୍ୟା କଲେ। କୋଳକାତାରେ ଥିବା ବାଂଲାଦେଶ ହାଇକମିଶନ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଗୁଳିମାଡ଼ ହୋଇଛି। କୋଲକାତା ପୁଲିସର ଜଣେ ସଶସ୍ତ୍ର କନଷ୍ଟେବଳ ଅନ୍ୟ ଜଣକୁ ମାରିବା ସହ ନିଜେ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଆଜି!-->…
ଏସିଆ ମହାଦେଶର ପ୍ରଥମ ଦେଶ ଭାବେ ଥାଇଲ୍ୟାଣ୍ଡରେ ଗଞ୍ଜେଇକୁ ମିଳିଛି ଆଇନଗତ ମାନ୍ୟତା
ନୂଆଦିଲ୍ଲୀ: ଏସିଆ ମହାଦେଶର ପ୍ରଥମ ଦେଶ ଭାବେ ଥାଇଲ୍ୟାଣ୍ଡରେ ଗଞ୍ଜେଇକୁ ମିଳିଛି ଆଇନଗତ ମାନ୍ୟତା। ଏଣିକି ଗଞ୍ଜେଇ ଉତ୍ପାଦନ କରିବା, ଏହାକୁ ରଖିବା ଓ ପରିବହନ କରିବା ଥାଇଲ୍ୟାଣ୍ଡରେ ଆଉ ଅପରାଧ ନୁହେଁ। ତେବେ ଗଞ୍ଜେଇ କିମ୍ବା ଭାଙ୍ଗକୁ ଅଧିକ ପରିମାଣରେ ନିଶା ପାଇଁ ବ୍ୟବହାର କଲେ, ଏଥିପାଇଁ!-->…
‘ସୀତା’ଙ୍କ ବସ୍ତ୍ରହରଣ ହୋଇଥିବା କହି ଫସିଗଲେ ସୂର୍ଯ୍ୟେୱାଲା
ନୂଆଦିଲ୍ଲୀ: ବିଜେପିକୁ ଟାର୍ଗେଟ କରିବାକୁ ଯାଇ ବରିଷ୍ଠ କଂଗ୍ରେସ ନେତା ରଣଦୀପ ସିଂହ ସୂର୍ଯ୍ୟେୱାଲା ନିଜେ ଫସିଗଲେ। ପୂରାଣର ଭୁଲ ତଥ୍ୟ ଦେଇ ଅକଳରେ ପଡ଼ିଗଲେ ସୁର୍ଯ୍ୟେୱାଲା। ନିଜ ଅଜାଣତବସତଃ ତାଙ୍କ ତୁଣ୍ଡରୁ ଖସିଯାଇଥିବା ତଥ୍ୟ ତାଙ୍କୁ ଅଡ଼ୁଆରେ ପକାଇଛି । ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ!-->…