Sign in
Sign in
Recover your password.
A password will be e-mailed to you.
ବର୍ଷ।ରେ ବେହାଲ ମୋଟୁ : ପୋଲାଭରମ ପ୍ରକଳ୍ପ ପାଇଁ ମାନଚିତ୍ରରୁ ଲିଭିବାକୁ ଯାଉଛି
ମାଲକାନଗିରି : ଓଡ଼ିଶାକୁ ବୁଡ଼ାଇଲା ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ। ମୋଟୁ ଅଞ୍ଚଳର ମୁଗି ପଏଣ୍ଟ ଆଜି ବୁଡ଼ି ଯାଇଥିବା ପାଣି ପୁରୁଣା ମୋଟୁ ଗ୍ରାମ ବୁଡି ସାରିଲାଣି। ଗୋଦାବରୀ ନଦୀ ଜଳସ୍ତର ଖସୁ ନଥିବାରୁ ଆଗକୁ ବଡ଼ ବିପଦ ଆଣିବ ବୋଲି ଅନୁମାନ କରାଯାଉଛି।ସେପଟେ ପୋଲାଭରମ ପ୍ରକଳ୍ପ ନିର୍ମାଣ!-->…
ଭାଲୁ ଆକ୍ରମଣରେ ଜଣେ ଆହତ
ମାଲକାନଗିରି : କାଲିମେଳା ବନ ବିଭାଗ ଅନ୍ତର୍ଗତ ପରଲୁଗୁଡା ଗ୍ରାମର ଜଣେ ଚାଷୀଙ୍କୁ ୩ ଟି ଭାଲୁ ଆକ୍ରମଣ କରିଥିବା ସୂଚନା ମିଳିଛି । ସେ ଗୁରୁତର ଆହତ ହେବାରୁ ତାଙ୍କୁ ଆମ୍ଭୁଲାନସ ଯୋଗେ ସିଧାସଳଖ ମାଲକାନଗିରି ସଦର ଡାକ୍ତରଖାନାକୁ ନିଆଯାଇଥିଲା । ଘଟଣାରୁ ଜଣାପଡିଛି ଯେ ପରଲୁଗୁଡା ଗ୍ରାମର!-->…
ବିଜେପି ଯୁବମୋର୍ଚ୍ଚା କନ୍ଧମାଳ ଜିଲ୍ଲାର ସାଙ୍ଗଠନିକ ବୈଠକ
ବୈଠକ ପରେ କଂଗ୍ରେସ ନେତାଙ୍କ କୁଶ ପୁତ୍ତଳିକା ଦାହ
ଫୁଲବାଣୀ/ବାଲିଗୁଡ଼ା : ଗତକାଲି କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା!-->!-->!-->…
ଭଗବତ କଥା ବିତରଣ ପରିଷଦ ପକ୍ଷରୁ ଚାରା ରୋପଣ
ହିଞ୍ଜିଳିକାଟୁ(୧୬।୭) : ହିଞ୍ଜିଳିକାଟୁ ଭାଗବତ କଥା ବିତରଣ ପରିଷଦ ପକ୍ଷରୁ ଚାରା ରୋପଣ ଓ ଛାତ୍ର ଛାତ୍ରୀ ମାନଙ୍କୁ ଚାରା ବଣ୍ଟନ କାର୍ଯ୍ୟକ୍ରମ ଶନିବାର ଶୁଭାରମ୍ଭ କରାଯାଇଛି। ହିଞ୍ଜିଳିକାଟୁ ହାଇସ୍କୁଲ ପୋଖରି ନିକଟ ନିର୍ମାଣ ହେବାକୁଥିବା କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ସା ପାର୍ଶ୍ବରେ!-->…
5T ବିଫଳ : ଶିଶୁଙ୍କ ପ୍ରାଥମିକ ଶିକ୍ଷାରେ ପ୍ରତିବନ୍ଧକ ସାଜିଛି ବିଦ୍ୟାଳୟ ଭିତ୍ତିଭୂମି
ବାଲିମେଳା(୧୬/୦୭) : ୨୦୦୧ ମସିହାରେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ୍ ନଂ ୧୨ ରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହି ବିଦ୍ୟାଳୟରେ ୧୧୬ (ଏକ ଶହ ଷୋହଳ ଜଣ ଛାତ୍ରଛାତ୍ରୀ)ପ୍ରଥମ ଶ୍ରେଣୀ ଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଛନ୍ତି ।ସେମାନଙ୍କ!-->…
ସ୍ନେକ ହେଲ୍ପ ଲାଇନ ପକ୍ଷରୁ ବିଶ୍ଵ ସର୍ପ ଦିବସ ପାଳିତ
ବ୍ରହ୍ମପୁର : ସ୍ଥାନୀୟ ଅସ୍କରୋଡ ସ୍ଥିତ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍ନେକ ହେଲ୍ପ ଲାଇନ ପକ୍ଷରୁ ବିଶ୍ଵ ସର୍ପ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଅତିରିକ୍ତ ବନ ସଂରକ୍ଷକ ଡ ରୁଦ୍ର ପ୍ରସାଦ ରଥ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି!-->…
ଡି.ଡି.ୟୁ. ଜି.କେ.ଓ୍ବାଇ. ଦ୍ବାରା ନିଯୁକ୍ତି ପାଇଥିବା ଗ୍ରାମୀଣ ଯୁବକଯୁବତୀଙ୍କ କାର୍ଯ୍ୟ ଅନୁଧ୍ୟାନ କଲେ ପ୍ରତିନିଧିଦଳ
ଛତ୍ରପୁର (୧୬/୦୭) : ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଓରମାସ୍ ଦ୍ବାରା ଦୀନ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟା ଯୋଜନା ଅନ୍ତର୍ଗତ ନିଯୁକ୍ତି ପାଇଥିବା ସ୍ଥାନମାନଙ୍କୁ କ୍ଷେତ୍ର ପରିଭ୍ରମଣ ଓ କାର୍ଯ୍ୟକ୍ରମର ସଫଳତା ଅନୁଧ୍ୟାନ ନିମନ୍ତେ ଏକ ପ୍ରତିନିଧି ଦଳ ଜୁଲାଇ ୧୧ ଠାରୁ ଜୁଲାଇ ୧୮!-->…
ସ୍ୱାମୀଙ୍କ ମୃତ୍ୟୁର ଦୁଇବର୍ଷ ପରେ ମଧ୍ୟ ବିଧବା ଭତ୍ତା ପାଇବାରୁ ବଞ୍ଚିତ
ଦାରିଙ୍ଗବାଡ଼ି (୧୬/୭): ଦାରିଙ୍ଗବାଡ଼ି ବ୍ଳକ ତାଜୁଙ୍ଗି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିକବାଡ଼ି ଗ୍ରାମର ମୃତ ସ୍ୱାମୀ ମୁକୁନ୍ଦ ପାଟମାଝୀଙ୍କ ବିଧବା ପତ୍ନୀ ସୁନନ୍ତି ପାଟମାଝୀ ସ୍ୱାମୀଙ୍କ ମୃତ୍ୟୁର ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ବିଧବା ପତ୍ନୀ ସୁନନ୍ତି ଆଜଯାଏ ବିଧବା ଭତ୍ତା ଓ ଜାତୀୟ ସମାଜ!-->…
ରାମଚଣ୍ଡୀ ପୀଠ,ବଟେଶ୍ୱର ପୀଠ ଓ ଅଳେଶ୍ୱର ପୀଠକୁ ନୂତନ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ନେଇ ବିଧାନସଭାରେ ପ୍ରଶ୍ନ କଲେ…
ଛତ୍ରପୁର : ବିଧାନସଭା ରେ ନୂତନ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ନେଇ ବିଧାନସଭା ରେ ପ୍ରଶ୍ନ କରିଛନ୍ତି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ।ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ରହିଥିବା କେତେଗୋଟି ମାନ୍ୟତା ପ୍ରାପ୍ତ ପର୍ଯ୍ୟଟନ ସ୍ଥଳୀ ରହିଛି ଏବଂ ବିଶେଷକରି ରାମଚଣ୍ଡୀ ପୀଠ,ବଟେଶ୍ୱର!-->!-->!-->…
ସ୍ୱର୍ଗତ ଶଶାଙ୍କ ଶେଖର ସାହୁଙ୍କୁ ଏକା ଦଶାହରେ ଶ୍ରଦ୍ଧାଞ୍ଜଳି
ଫୁଲବାଣୀ : କନ୍ଧମାଳର ଅଗ୍ରଣୀ ନିଷ୍ଠାପର ନୀର୍ଭୀକ ସମାଜସେବୀ ସ୍ୱର୍ଗତ ଶଶାଙ୍କ ଶେଖର ସାହୁଙ୍କ ଏକାଦଶାହ ଫୁଲବାଣୀ ଗାୟତ୍ରୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି।ବିଭିନ୍ନ ସଂଗଠନ, ସାଙ୍ଗସାଥି ବନ୍ଧୁ ବାନ୍ଧବ, ଜ୍ଞାତି କୁଟୁମ୍ବଙ୍କ ପକ୍ଷରୁ ଅମର ଆତ୍ମାର ସଦଗତି ପାଇଁ ଦୁଇମିନିଟ ନୀରବ!-->…