Sign in
Sign in
Recover your password.
A password will be e-mailed to you.
ଲାଞ୍ଚ ନେଇ ଧରାପଡିଲେ ବିଇଓ
ପଦ୍ମପୁର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରିପଡ଼ିଛନ୍ତି ବରଗଡ଼ ଜିଲ୍ଲା ଝାରବନ୍ଦ ବିଇଓ ରଞ୍ଜିତ ଭୋଇ। ଜଣେ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ରଞ୍ଜିତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଡୁଙ୍ଗୁରିପାଲି ସ୍କୁଲର ଜଣେ ଶିକ୍ଷକ ତ୍ରିନାଥ ସେଠଙ୍କ ଦରମା ବନ୍ଦ କରିବା ପରେ!-->…
ଆଗୁଆ ମୌସୁମୀ ସତ୍ତ୍ବେ ଶୁଖିଲା ପଡ଼ିଛି ଜୁନ ମାସ, ୯ ତାରିଖ ସୁଦ୍ଧା ୪୨% ନିଅଣ୍ଟିଆ ବର୍ଷା
ନୂଆଦିଲ୍ଲୀ : ଏବର୍ଷ କେରଳକୁ ୩ ଦିନ ଆଗରୁ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ହେବା ସତ୍ତ୍ବେ ଜୁନମାସ ଏପର୍ଯ୍ୟନ୍ତ ଶୁଖିଲା ପଡ଼ିଛି । ବର୍ଷା ନିଅଣ୍ଟ ପରିମାଣ ବଢିଚାଲିଛି । ଜୁନ ୧ରୁ ୯ ମଧ୍ୟରେ ସାରା ଭାରତରେ ବର୍ଷା ନିଅଣ୍ଟ ପରିମାଣ ୪୨ ପ୍ରତିଶତ ରହିଛି, ଯାହାକି ବିଗତ କିଛି ବର୍ଷ ମଧ୍ୟରେ!-->…
ମଦ୍ୟପାନ କରି ବସ୍ ଚାଳନା ପଡିଲା ମହଙ୍ଗା : ଡ୍ରାଇଭର ଗିରଫ
ଢେଙ୍କାନାଳ ୯ । ୬ : 'ଡ୍ରଙ୍କ ଅନ ଡ୍ରାଇଭିଂ' ଡ୍ରାଇଭ ଜୋରସୋରରେ ଆରମ୍ଭ କରିଛି ଢେଙ୍କାନାଳ ଟାଉନ ପୁଲିସ । ଫଳରେ ମଦ୍ୟପାନ କରି ଏକ ଯାତ୍ରୀବାହୀ ବସ ଚଳାଇ ଯାଇଥିବା ବେଳେ ଟାଉନ ପୁଲିସ ହାତରେ ଧରା ପଡିଛି । ଟାଉନ ପୁଲିସ ନାୟକ ନାମକ ଏହି ଯାତ୍ରୀବାହୀ ବସକୁ ଜବତ!-->…
ପାକିସ୍ତାନରେ ସଂଖ୍ୟାଲଘୁ ଥିବା ହିନ୍ଦୁଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ମାତ୍ର ୧.୧୮%
ଇସ୍ଲାମାବାଦ: ପାକିସ୍ତାନ ସେଣ୍ଟର ଫର୍ ପିସ୍ ଆଣ୍ଡ ଜଷ୍ଟିସ୍ର ଏକ ରିପୋର୍ଟ ଅନୁଯାୟୀ, ଦେଶର ମୋଟ ପଞ୍ଜୀକୃତ ଜନସଂଖ୍ୟାର ମାତ୍ର ୧,୧୮ ପ୍ରତିଶତ ହେଉଛନ୍ତି ହିନ୍ଦୁ। ପାକିସ୍ତାନର ମୋଟ ପଞ୍ଜୀକୃତ ଜନସଂଖ୍ୟା ୧୮,୬୮,୯୦,୬୦୧ ହୋଇଥିବା ବେଳେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ୨୨,୧୦,୫୬୬!-->…
ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ, ସତର୍କ ରହିବାକୁ ରାଜ୍ୟମାନଙ୍କୁ କହିଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ
ନୂଆଦିଲ୍ଲୀ : ଦେଶର କେତେକ ରାଜ୍ୟରେ କୋଭିଡ୍ ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ଦୃଷ୍ଟିରୁ ରାଜ୍ୟମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଜାରି କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।ସବୁ ରାଜ୍ୟର ପ୍ରମୁଖ ଶାସନ ସଚିବ ତଥା ସ୍ବାସ୍ଥ୍ୟ ସଚିବମାନଙ୍କୁ ଏକ ପତ୍ର ଲେଖି ସେ ଜଣାଇଛନ୍ତି ଯେ ଗତ ୪!-->…
କୁତ୍ରା ବ୍ଲକ ତୁରମୁରା ଜିଆରଏସ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ସୁନ୍ଦରଗଡ: ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ତୁରମୁରା ଜିଆରଏସ ହେମନ୍ତ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ଅଫିସ ସମେତ ପୁରକାପାଲି ବାସଭବନରେ ଚଢାଉ କରାଯାଇଛି। କୁତ୍ରା ବ୍ଲକ ତୁରମୁରା ଜିଆରଏସ ହେମନ୍ତ!-->…
ପବନରେ ବ୍ୟାପୁଛି ମଙ୍କିପକ୍ସ! ସର୍ଜିକାଲ ମାସ୍କ ପିନ୍ଧିବାକୁ ପରାମର୍ଶ
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଭିତରେ ଆତଙ୍କ ଖେଳାଇଛି ଆଉ ଏକ ଭାଇରସ। ‘ମଙ୍କିପକ୍ସ’କୁ ନେଇ ଚାରିଆଡେ ଭୟର ବାତାବରଣ ଖେଳିଯାଇଛି। ପ୍ରାୟ ୧୦୦୦ରୁ ଅଧିକ ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇ ସାରିଲେଣି। ଏଥିସହ ୨୯ ଦେଶକୁ ବ୍ୟାପିସାରିଲାଣି ଏହି ଭାଇରସ। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ!-->…
ପ୍ଲେ ଷ୍ଟୋରରେ ଉପଲବ୍ଧ ବେଆଇନ୍ ଲୋନ୍ ଆପ ହଟାଇବାକୁ ଗୁଗୁଲକୁ EOWର ଚିଠି
ଭୁବନେଶ୍ୱର : ପ୍ଲେ ଷ୍ଟୋରରେ ଥିବା ବିଭିନ୍ନ ବେଆଇନ୍ ଲୋନ୍ ଆପକୁ ନେଇ ଇଓଡବ୍ଲୁ ଖୋଳତାଡ଼ ଆରମ୍ଭ କରିଛି । ଏନେଇ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପକ୍ଷରୁ ଗୁଗୁଲକୁ ଚିଠି ଲେଖାଯାଇଛି । ଯେଉଁଥିରେ କୋକୋ ଲୋନ୍, ଜୋଜୋ ଲୋନ୍ ଭଳି ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ୪୫ଟି ବେଆଇନ୍ ଲୋନ୍ ଆପ୍!-->…
ହାଇଦ୍ରାବାଦ ଗଣଦୁଷ୍କର୍ମ: ଅଭିଯୁକ୍ତଙ୍କୁ ସାବାଳକ ଭଳି ଦଣ୍ଡ ଦେବାକୁ ପୁଲିସର ଦାବି
ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ କାର୍ ଭିତରେ ଗଣଦୁଷ୍କର୍ମ ମାମଲାରେ କଠୋର ହୋଇଛି ପୁଲିସ। ଏହି ମାମଲାରେ ବର୍ତ୍ତମାନ ଯାଏ ୬ ଜଣଙ୍କୁ ପୁଲସ ଗିରଫ କରିଛି। ଏଥିରେ ୫ ଜଣ ନାବାଳକ ଅଛନ୍ତି। ତେବେ ଏହି ଏହି ନାବାଳକ ଅଭିଯୁକ୍ତଙ୍କୁ ସାବାଳକଙ୍କ ଭଳି ଦଣ୍ଡ ଦେବାକୁ!-->…
ଓୱେସି ଓ ସ୍ୱାମୀ ନରସିଂହାନନ୍ଦଙ୍କ ବିରୋଧରେ ଏଫ୍ଆଇଆର୍
ନୂଆଦିଲ୍ଲୀ: ହେଟ୍ ସ୍ପିଚ୍ ଓ ସୋଶାଲ ମିଡିଆରେ ଘୃଣାଭାବ ବିସ୍ତାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦିଲ୍ଲୀ ପୁଲିସ ବଡ ଆକ୍ସନ ନେଇଛି। ଭିନ୍ନ ଭିନ୍ନ ଧର୍ମ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରାଯାଉଥିବା ଏବଂ ବିବାଦୀୟ ବୟାନ ତଥା ସୋଶାଲ ମିଡିଆରେ ଘୃଣାଭାଗ ବିସ୍ତାର କରିବା ଅଭିଯୋଗରେ!-->…