ରାଜ୍ୟସ୍ତରୀୟ ସବ ଜୁନିଅର ବାଳକ ଓ ବାଳିକା ହ୍ୟାଣ୍ଡବଲ ପ୍ରତିଯୋଗୀତାରେ ଗଞ୍ଜାମ ରନର୍ସ ଅପ ଓ ତୃତୀୟ ସ୍ଥାନରେ ବାଳକ ଦଳ

ବ୍ରହ୍ମପୁର (୦୯/୧୦) : ରାଜ୍ୟସ୍ତରୀୟ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଗଂଜାମ ଦଳର କୃତିତ୍ୱ। କେନ୍ଦୁଝର ଠାରେ 7 ଓ 8 ଦୁଇଦିନ ଧରି ଆୟୋଜିତ ହୋଇଥିବା 20ତମ ସର୍ବ କନିଷ୍ଠ ବାଳିକା ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଗଞ୍ଜାମ ବାଳିକା ଦଳ ରନର୍ସ ଅପ ବିବେଚିତ ହୋଇଛନ୍ତି। ଗଂଜାମ ଦଳ ପୁରୀ ଓ ଯାଜପୁରକୁ…

ବଜ୍ରପାତରେ ୪ ଚାଷୀ ଆହତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଭୁବନ, ୦୯/୧୦: ଭୁବନ ଥାନା ଅନ୍ତର୍ଗତ ଏକତାଳୀ ଗ୍ରାମରେ ବଜ୍ରପାତ ଘଟିଥିବା ଜଣାପଡ଼ିଛି । ଏହି ବଜ୍ରପାତ ଯୋଗୁଁ ଧାନ ବିଲରେ କାମ କରୁଥିବା ଚାରି ଜଣ ଚାଷୀ ଗୁରୁତର ହୋଇ ଧାନ ବିଲରେ ପଡିରହିଥିଲେ । ଗ୍ରାମବାସୀ ସମସ୍ତଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତୀ କରାଇଛନ୍ତି । ତେବେ…

ଶିବ ମନ୍ଦିର ସମ୍ମୁଖରେ ଅମୃତ ସରୋବର ନିର୍ମାଣର ମାତ୍ର ଦୁଇ ମାସ ନପୁରଣୁ ଲଗାଣ ବର୍ଷାରେ ଭୁଶୁଡ଼ିଲା

ଦାରିଙ୍ଗବାଡ଼ି,୯/୧୦, ଦାରିଙ୍ଗବାଡ଼ି ଶିବ ମନ୍ଦିର ସମ୍ମୁଖରେ ରହିଥିବା ପୋଖରୀକୁ ଅମୃତ ସରୋବର ଯୋଜନାରେ ନିର୍ମାଣ କରି ପୁନରଉଦ୍ଧାର କରାଯାଇଥିଲା। ହେଲେ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ପାଇଁ ନିର୍ମାଣର ମାତ୍ର ଦୁଇ ମାସ ନପୁରଣୁ ଲଗାଣ ବର୍ଷାରେ ଭୁଶୁଡ଼ି ଯାଇଥିବା ଦେଖିବାକୁ ମିଳିଛି ।…

କ୍ଲବ ପରିସରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ପକ୍ଷରୁ ଚଢ଼ାଉ

ଦିଗପହଣ୍ଡି : ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା । କୁମାର ପୂର୍ଣ୍ଣିମାରେ ପରମ୍ପରା ଅନୁସାରେ ଘରେ ନିଜ ପରିବାର ବର୍ଗଙ୍କ ସହ ବିଭିନ୍ନ ଖେଳର ଆସର ହୁଏ । କିନ୍ତୁ କିଛି ଜୁଆଡ଼ି ମାସ ତମାମ ଜୁଆ ଆଡ୍ଡା କରି ହଜାର ହଜାର ଟଙ୍କା ଜୁଆ ଖେଳରେ ବାଜିଲଗାନ୍ତି । ଆଜି କୁମାର ପୂର୍ଣ୍ଣିମା…

ଆରମ୍ଭ ହେବ କାର୍ତ୍ତିକ ବ୍ରତ, ହବିଷ୍ୟାଳିଙ୍କ ପାଇଁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ ୦୯।୧୦ : ସୋମବାରଠୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ। ରାଜ୍ୟ ସରକାରଙ୍କ ଯୋଜନାରେ ପୁରୀର ୫ଟି ସ୍ଥାନରେ ମାଗଣାରେ ହବିଷ୍ୟ ବ୍ରତ ପାଳନ କରିବେ ୩ ହଜାର ହବିଷ୍ୟାଳୀ। ସୋମବାର ସନ୍ଧ୍ୟା ୬ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ହବିଷ୍ୟାଳୀ ଶିବିରର ଉଦଘାଟନ କରିବେ।…

ସୀମାନ୍ତରେ ପୂର୍ବତନ ନାଏବ ସରପଂଚଙ୍କୁ ଗୁଳି କରି ହତ୍ୟା ଉଦ୍ୟମ

ମାଲକାନଗିରି (୦୯l୧୦) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ପୂର୍ୱତନ ସରପଂଚଙ୍କୁ ମାଓବାଦୀ ମାନେ ଗୁଳିକରି ହତ୍ୟା ଉଦ୍ୟମ କରିଛନ୍ତିା ସୁଚନା ମୁତାବକ କାଂକେର ଜିଲ୍ଲା କୋୟଲିବେଡା ବ୍ଲକ ଅନ୍ତର୍ଗତ ଚାରଗାନ୍ଦ ଗ୍ରାମର ସିୟାରାମ ରାମଟେକେ ନାମକ ବ୍ୟକ୍ତି ରାଜନୀତିରେ ଜଣେ ସକ୍ରୀୟ ନେତା…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୧୩ ଅସୁସ୍ଥ

ଧର୍ମଗଡ଼ ୦୯।୧୦ : ବିଷାକ୍ତ ଛତୁ ହେଲା କାଳ । ଛତୁ ଖାଇ ଗୋଟିଏ ପରିବାରର ୧୩ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବୁଡିଦର ପଞ୍ଚାୟତ ତେନ୍ତୁଲିପଡ଼ାର ଘଟଣା । ଖବର ଅନୁଯାୟୀ, ତେନ୍ତୁଲିପଡ଼ାର ବିଷାକ୍ତ…

ଆସିଲା ଅର୍ଚ୍ଚନାଙ୍କ ନୂଆ ହ୍ବାଟ୍ସଆପ୍ ଚାଟ୍ 

ଭୁବନେଶ୍ୱର ୦୯।୧୦ : ଭୁବନେଶ୍ୱରରୁ ଲେଡି ବ୍ଲାକମେଲର ଗିରଫ ଘଟଣା। ସାମ୍ନାକୁ ଆସିଲା କଳାଧନ୍ଦାର ହ୍ବାଟ୍ସ ଆପ୍ ଡିଲ୍। ଲେଡି ବ୍ଲାକମେଲର ଓ ହନିଟ୍ରାପ ସୁନ୍ଦରୀଙ୍କ ଡିଲ ସମ୍ବନ୍ଧୀୟ ହ୍ଵାଟ୍ସଆପ ଚାଟ ଆସିଛି ସାମ୍ନାକୁ। ନ୍ୟୁଜ୍ ସେଭେନ ହାତରେ ଲାଗିଛି ଡିଲ୍ ସମ୍ବନ୍ଧୀୟ ହ୍ଵାଟ୍ସଆପ ଚାଟ। …

ନକଲିକୁ ଧରିଲା ଅସଲି ପୋଲିସ, ଡିଆଇଜି ପରିଚୟ ଦେଇ ଠକୁଥିଲେ ଟଙ୍କା

ଘଟଗାଁ ୦୯।୧୦: ନକଲି ପୋଲିସ୍ କୁ ଗିରଫ କଲା ଅସଲି ପୋଲିସ୍ । ନିଜକୁ ପୋଲିସ ଡିଆଇଜି ପରିଚୟ ଦେଇ ଭଲ ଚାକିରୀ କରାଇଦେବା ନାଁରେ ଟଙ୍କା ଠକୁଥିବା ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୁଜିତ ପଢିଆରୀ । ଖବର ଅନୁଯାୟୀ, ଯାଜପୁର, କେନ୍ଦୁଝର,…

ଗୁଜରାଟରେ ଚାଲିଥିବା ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଫାଇନାଲରେ ଓଡ଼ିଶା ମହିଳା ଫୁଟବଲ ଟିମ୍‌

ଗୁଜରାଟରେ ଚାଲିଥିବା ୩୬ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଫାଇନାଲରେ ଓଡ଼ିଶା ମହିଳା ଫୁଟବଲ ଟିମ୍‌ । ଆଜି ସେମିଫାଇନାଲରେ ତାମିଲନାଡୁକୁ ୫-୨ ଗୋଲ୍‌ରେ ହରାଇଥିଲା । ଫାଇନାଲ୍‌ରେ ମଣିପୁରକୁ ଭେଟିବ ଓଡ଼ିଶା ମହିଳା ଫୁଟବଲ୍‌ ଟିମ୍‌ । ସେହିପରି ଓଡ଼ିଶା ମହିଳା ବିଚ୍‌ ଭଲିବଲ ଟିମ୍‌ ବ୍ରୋଞ୍ଜ…