ଶାଗୁଆନ କାଠ ସହ ପିକ୍‌ଅପ ଜବତ…

ଉମରକୋଟ (୧୫/୦୭) : ରାଇଘର ବନ ବିଭାଗ କୁ ମିଳିଛି ଏକ ବଡ଼ ସଫଳତା | ଗତକାଲି ଵିଲୋମ୍ବିତ ରାତି ରେ ନବରଙ୍ଗପୁର ଜିଲ୍ଲା ରାଇଘର ରେଞ୍ଜର ଙ୍କ ନେତୃତ୍ୱ ରେ ଏକ ଟିମ ପାଟ୍ରୋଲିଂ କରିବା ସମୟରେ କୁସୁମପୁର ପଟରୁ ଆସୁଥିବା ଏକ ପିକ ଅପ ଗାଡି ନଂ OR 24B 1959 ଜେଲଗୁଡା ଠାରେ ଦେଖି ବନ ବିଭାଗ

ଜିିଲ୍ଲା ଆଇନଜୀବୀ ସଂଘ ତରଫରୁ ଦୁଇ ବିଚାରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା

ନବରଙ୍ଗପୁର : ନବରଙ୍ଗପୁର ଅଦାଲତ ର ରେଜିଷ୍ଟ୍ରାର ତଥା ସହକାରୀ ଦୌରାଜଜ ଶ୍ରୀମତୀ ଅପର୍ଣ୍ଣା ମହାପାତ୍ର ଓ ଏସ୍. ଡି. ଜେ. ଏମ୍. ଶ୍ରୀ ପ୍ରିୟରଞ୍ଜନ ଓଝା ଙ୍କ ବଦଳି ଅବସରରେ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସଂଘ ସଭାପତି ନରସିଂହ ନାଥ

ସରପଞ୍ଚମାନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ

ମାଲକାନଗିରି : ସଶକ୍ତ ପଞ୍ଚାୟତିରାଜ୍ ପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ/ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଦୁଇ ସପ୍ତାହ ଧରି ପର୍ଯ୍ୟାୟ କ୍ରମେ ଚାଲିଥିବା ଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ସମାପ୍ତ ହୋଇ ଯାଇଛି। ପ୍ରଥମ

ଯୋଗ ବିଜ୍ଞାନ ଓ ସମାଜ ମଙ୍ଗଳ ସମିତି ପକ୍ଷରୁ ଵୃକ୍ଷ ରୋପଣ

ଚିକିଟି : ଚିକିଟି ଆର୍ଯ୍ୟ ସମାଜ ଆନୁକୂଲ୍ୟରେ ୠଷିଦଲଦୀ ପାହାଡ଼ ନିକଟସ୍ଥ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମାଜ ନେତୃତ୍ୱରେ ଔଷଧୀୟ ବୃକ୍ଷ ସାଙ୍ଗକୁ ୩୦୦ସହରୁ ଉର୍ଦ୍ଧ ବିଭିନ୍ନ ପ୍ରଜାତି ର ବୃକ୍ଷ ରୋପଣ କରି ଅସନ୍ତୁଳନ

ଆସନ୍ତା ୧୫ରେ ଏନସିଏସସିଡିଏ ପକ୍ଷରୁ ସ୍ବତନ୍ତ୍ର ନିଯୁକ୍ତି ମେଳା

ସୁନ୍ଦରଗଡ଼/ ଭୁବନେଶ୍ୱର : ଉଭୟ ଦିବ୍ୟାଙ୍ଗ ଏବଂ ଅଣ ଦିବ୍ୟାଙ୍ଗ ନିଯୁକ୍ତି ଆଶାୟୀଙ୍କ ଲାଗି ଭୁବନେଶ୍ବରସ୍ଥିତ ଏନସିଏସସିଡିଏ (ଦିବ୍ୟାଙ୍ଗଜନଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର) ପକ୍ଷରୁ ଏକ ସ୍ବତନ୍ତ୍ର ନିଯୁକ୍ତି ମେଳା ଅୟୋଜନ କରାଯିବ । ଆସନ୍ତା ୧୫ ତାରିଖରେ ବିଭିନ୍ନ ବର୍ଗରେ

ଭ୍ରମରବାଡି ପଞ୍ଚାୟତ ମହକୁମା ରାସ୍ତା ପାଲଟିଛି ମରଣ ଯନ୍ତା

ଦାରିଙ୍ଗବାଡି, (୧୫/୭) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଭ୍ରମରବାଡ଼ି ଗ୍ରାମ ପଞ୍ଚାୟତ ମହକୁମାକୁ ଗ୍ରାମ୍ୟ ଉନ୍ନୟ (ଆରଡି) ବିଭାଗ ରାସ୍ତା ରହିଛି। ବ୍ଲକ ମହକୁମା ଠାରୁ ଏହି ପଞ୍ଚାୟତ ମହକୁମାର ଦୂରତା ପ୍ରାୟ୧୫ କି.ମି । ଆରଡି ବିଭାଗର ରକ୍ଷଣବେକ୍ଷଣ ଅଭାବରୁ ପ୍ରାୟ ପାଞ୍ଚ

ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା : ୭ଜିଲ୍ଲାକୁ ଅରେଞ୍ଜ, ୧୭ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର : ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷା ଜାରି ରହିଛି। ଲଘୁଚାପ ସୃଷ୍ଟି ହେବା ପରେ ମୌସୁମୀ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିଛି। ଏହି ବର୍ଷା ଆହୁରି ସପ୍ତାହ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ବେଳେ ଦୁଇ ଦିନ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ଅଧିକ ରହିବ ବୋଲି

ଟ୍ରେନ୍‌ରେ ଦୁଇ ଯାତ୍ରୀଙ୍କ ମଧ୍ୟରେ ମାର୍‌ପିଟ୍‌, ଛୁରାମାଡ଼ରେ ଜଣେ ମୃତ

ଖଲ୍ଲିକୋଟ: ଚେନ୍ନାଇ-ହାୱାଡା ମେଲ ଟ୍ରେନରେ ଦୁଇ ଯାତ୍ରୀଙ୍କ ମଧ୍ୟ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ମାର୍‌ପିଟ୍‌ ହୋଇଛି । ଜଣେ ଯାତ୍ରୀଙ୍କ ଛୁରା ଆକ୍ରମଣରେ ଅନ୍ୟ ଜଣେ ଯାତ୍ରୀଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ପ୍ରସନ୍ନଜିତ୍‌ ଗରାଇ । ଗଞ୍ଜାମ ଷ୍ଟେସନ ନିକଟରେ ତାଙ୍କୁ

କଟକରେ ମହିଳାଙ୍କୁ ଗଳା କାଟି ହତ୍ୟା

କଟକରେ ମହିଳାଙ୍କୁ ଗଳା କାଟି ହତ୍ୟା। ଲାଲ ବାଗ ଥାନା ଅଂଚଳର କୁତାଖାଇଗଳିର ଏହି ଘଟଣା। ଘରେ କେହି ନ ଥିବା ବେଳେ ଘରେ ପଶି ହତ୍ୟା କରିଥିବା ଜଣାଯାଇଛି। ବେକକୁ କୌଣସି ଧାରୁଆ ଅସ୍ତ୍ରରେ କାଟି ଦିଆଯାଇଥିବା ଜଣା ପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଅଂଚଳରେ ଏବେ ଶୋକାକୁଳ

ରାଗିଂ ପାଇଁ ରାଜ୍ୟ ସରକାର ଲାଗୁ କରିବେ କଠୋର ଆଇନ

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଛି । ଏହା ମଧ୍ୟରେ ପାଖାପାଖି ୨ ସପ୍ତାହ ପୂରିବାକୁ ବସିଥିଲେ ହେଁ ମୃତ୍ୟୁ ପଛର ରହସ୍ୟ ଉନ୍ମୋଚିତ ହୋଇପାରିନାହିଁ । ସୁଇସାଇଡ୍ ନୋଟରେ ରୁଚିକା ଯେଉଁ ୩ ଜଣ