ନିତିଦିନର ଦିବଂଗତ ସାମ୍ବାଦିକ ମନୋଜ ସାହୁଙ୍କ ଧର୍ମପତ୍ନୀଙ୍କୁ ୧୫ ଲକ୍ଷ ଅର୍ଥରାଶି ପ୍ରଦାନ

ଛତ୍ରପୁର (୦୯.୦୬) : ଓଡିଶାର ସମସ୍ତ ସାମ୍ବାଦିକ ମାନଙ୍କ ହିତ ସକାଶେ ରାଜ୍ୟସରକାର ସବୁବେଳେ ଗୁରୁତ୍ବ ଦେଇ ଆସୁଛନ୍ତି । ସେଥିସକାଶେ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା, ଓଡିଶା କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠି ଯୋଜନା ମାନ ପ୍ରଣୟନ କରିଛନ୍ତି । ଗତ କରୋନା ମହାମାରୀ ସମୟରେ ଅନେକ

ଜିଲ୍ଲାର ସମସ୍ତ ବେଆଇନ୍ ଚିକିତ୍ସାଳୟ ଚିହ୍ନଟ କରାଯିବ : ଜିଲ୍ଲାପାଳ

ଛତ୍ରପୁର (୦୯.୦୬) : ରାଜ୍ୟ ସରକାର ରାଜ୍ୟର ସମସ୍ତ ଜନ ସାଧାରଣଙ୍କର ସ୍ବାସ୍ଥ୍ୟ କିଭଳି ଠିକ୍ ରହିବ ସେ ଦିଗରେ ଅଧିକ ଯତ୍ନବାନ ଅଛନ୍ତି । ଏଥି ସକାଶେ ଅନେକ ଗୁଡିଏ ସ୍ବାସ୍ଥ୍ୟ ସମ୍ପର୍କିତ ଯୋଜନା ମାନ କରାଯାଉଛି, କିନ୍ତୁ ସେ ସବୁ ଯୋଜନା ମାନ ଅସାଧୁ ବ୍ୟକ୍ତି ମାନଙ୍କ ହସ୍ତରେ ପଡି ଠିକ୍

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ବିପର୍ଯ୍ୟୟର ମୁକାବିଲା ନିମନ୍ତେ ପୂର୍ବ ପ୍ରସ୍ତୁତି ହିଁ ଜନଜୀବନକୁ ସୁରକ୍ଷିତ ରଖିବ-ଜିଲ୍ଲାପାଳ ଛତ୍ରପୁର (୦୯.୦୬) : ଯେକୌଣସି ବିପର୍ଯ୍ୟୟକୁ ମୁକାବିଲା କରିବା ନିମନ୍ତେ ଏହାର ପୂର୍ବ ପ୍ରସ୍ତୁତି ହିଁ ଅଧିକାଂଶ କ୍ଷେତ୍ରରେ ସହାୟକ ହୋଇଥାଏ । ଏଣୁ ସମସ୍ତ ବିଭାଗ ନିଜନିଜର କାର୍ଯ୍ୟ

ବାଲ୍ୟ ବିବାହକୁ ବନ୍ଦ କରିବା ଦିଗରେ ଧର୍ମ ଗୁରୁ ମାନଙ୍କର ଭୂମିକା ସମ୍ପର୍କରେ ସଚେତନତା ବୈଠକ

ଦାରିଙ୍ଗବାଡ଼ି, (୯/୬) : ପ୍ରେମ୍ ଓ ଏଡୁକୋ ଅନୁଷ୍ଠାନ ଆନୁକୁଲ୍ୟରେ ଦଣ୍ଡିମା ସ୍ଥିତ ପ୍ରେମ୍ କାର୍ଯ୍ୟାଳୟ ଠାରେ ୭ଟି ଗ୍ରାମର ବିଭିନ୍ନ ଧର୍ମର ଧର୍ମ ଗୁରୁ ମାନଙ୍କୁ ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬ ଓ ବାଲ୍ୟ ବିବାହକୁ ବନ୍ଦ କରିବା ଦିଗରେ ଗ୍ରାମ ସ୍ତରରେ ସେମାନଙ୍କ ଭୂମିକା

ଗଞ୍ଜାମ ଜିଲ୍ଲା ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ପରିଗଣତ ହେବ : ଜିଲ୍ଲାପାଳ

ଛତ୍ରପୁର(୦୯.୦୬) : ସମସ୍ତ ବିଭାଗର ମିଳିତ ସହଯୋଗ ଦ୍ବାରା ଗଞ୍ଜାମ ଜିଲ୍ଳା ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ପରିଗଣତ ହେବ ବୋଲି ଗୁରୁବାର ଅନୁଷ୍ଠିତ ଆଭାସି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅବଗତ କରାଇଛନ୍ତି । କୋଭିଡ୍ ର ଭୟାବହତା ପରେ ସୁରଟ ଏବଂ ରାଜ୍ୟ

ଟି-୨୦: ବାରବାଟୀରେ ବିକ୍ରି ହୋଇଗଲା ୧୨ ହଜାର ଟିକେଟ୍‌

କଟକ: ଭାରତ-ଦକ୍ଷିଣ ଆଫିକ୍ରା ଦ୍ବିତୀୟ ଟି-୨୦ ମ୍ୟାଚ୍‌ ପାଇଁ ବାରବାଟୀରେ ସରିଲା ଟିକେଟ ବିକ୍ରି। କଟକ ସମେତ ବାହାର ଅଞ୍ଚଳରୁ ଲୋକେ ଆସି ଆଜି ଟିକେଟ ସଂଗ୍ରହ କରିଛନ୍ତି। ଆଜି ୯ଟି କାଉଣ୍ଟରେ ୧୨ ହଜାର ୯୩ଟି ଟିକେଟ ବିକ୍ରି କରିଛି ଓସିଏ। ‌ଏହି ୯ଟି କାଉଣ୍ଟର ମଧ୍ୟରେ ସାତଟି ପୁରଷ ଓ ୨ଟି

୪୫.୩ ଡିଗ୍ରୀ ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ବଲାଙ୍ଗୀର

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି। ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଉପକୂଳରେ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ବୁଧବାର ଭଳି ଗୁରୁବାର ମଧ୍ୟ ପଶ୍ଚିମ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହୋଇଛି। ୪୫.୩ ଡିଗ୍ରୀ

ଓଡିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ ‘ଗରୁଡ଼’ କୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭବନେଶ୍ବର: ଆଜି ଚିଲିକା ବଡ଼କୁଳରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭର୍ଚୁଆଲ ମୋଡ଼ରେ ଲୋକାର୍ପିତ ହେଲା ଚିଲିକାର ପ୍ରଥମ ବିଳାସ ପୂର୍ଣ୍ଣ ହାଉସ ବୋଟ 'ଗରୁଡ଼'। ଏହି ଲୋକାର୍ପିତ ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର,ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର,ଏସପି ଶୁଭେନ୍ଦୁ

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନନ୍ଦିନୀ ଶତପଥୀଙ୍କ ଜନ୍ମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନନ୍ଦିନୀ ଶତପଥୀଙ୍କ ଆଜି ୯୧ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ଭୁବନେଶ୍ୱର ରାଜଭବନ ନିକଟସ୍ଥ ଏଲଆଇସି ଅଫିସ ଛକ ସ୍ଥିତ ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ ପୂର୍ବକ ସ୍ମୃତିଚାରଣ କରାଯାଇଛି । ନନ୍ଦିନୀ ଦେବୀ ସ୍ମୃତି କମିଟି ପକ୍ଷରୁ

ଗ୍ରୀଷ୍ମପ୍ରବାହ ପାଇଁ ୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି । ଅସହ୍ୟ ତାତିରେ ସିଝୁଛି ପଶ୍ଚିମ ଓଡିଶା । ଉପକୂଳ ଓଡିଶାରେ ବି ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ରାଜ୍ୟକୁ ଉତ୍ତପ୍ତ ଶୁଷ୍କ ବାୟୁ ପ୍ରବେଶ କରୁଛି । ଆହୁରି ୨ ଦିନ ଧରି