Sign in
Sign in
Recover your password.
A password will be e-mailed to you.
ଗୋଟିଏ ଯୁଇରେ ଜଳିଲା ମା ଓ ଝିଅର ମରଶରୀର
ଫୁଲବାଣୀ : ଗୋଟିଏ ଯୁଇରେ ଜଳିଲା ମା ଓ ଝିଅର ମରଶରୀର | ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ସହରରେ ଗତକାଲି ଅପରାହ୍ନ ସମୟରେ ଫୁଲବାଣୀ ତ୍ରିଦେବ ନଗରରେ ବାସ କରୁଥିବା ବ୍ରଜବନ୍ଧୁ ମାଝୀଙ୍କ ଘର କାନ୍ଥ ପଡିଯିବାରୁ ପରିବାର ୪ ଜଣ ଚାପି ହୋଇ ରହିଯାଇଥିଲେ ଘଟଣା ସ୍ଥଳରେ!-->…
କଳିଙ୍ଗ ଟିଭିର ପ୍ରତିଷ୍ଠା ଦିବସ
ବ୍ରହ୍ମପୁର : ମିଡ଼ିଆ ଜଗତରେ ତଥା ଲୋକଙ୍କ ମହଲରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା କଳିଙ୍ଗ ଟିଭିର ଆଜି ହେଉଛି ଅଷ୍ଟମ ସ୍ୱନକ୍ଷତ୍ର ଦିବସ । ୨୦୧୫ ମସିହା ଆଜିର ଦିନରେ କିଟ୍ କିସ୍ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡଃ. ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ଏହା ଜନ୍ମ!-->…
ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ସାଙ୍ଗଠନିକ ବୈଠକ
ବ୍ରହ୍ମପୁର (୧୫/୦୭) : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ବାଲାଜୀ ପେଣ୍ଠ ସାହି ସ୍ଥିତ ମଞ୍ଚଜ୍ୟୋତି କାର୍ଯ୍ୟାଳୟ ପରିସରରେ ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଅପରାହ୍ନ ଚାରି ଘଟିକାରେ ସଂଘ!-->…
ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଦାଦାବଟି ମାଗିବା ଅଭିଯୋଗରେ ଦୁଇ ଗିରଫ
ବ୍ରହ୍ମପୁର : ଜଣେ ଆଳୁ ପିଆଜ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୧୦ ହାଜର ଟଙ୍କା ଦାଦାବଟି ମାଗିବା ସହ ମାଡ ମାରିବା ଅଭିଯୋଗ ନେଇ ସଦର ଥାନାରେ ଅଭିଯୋଗ ହୋଇଥିଲା । ସେହି ଅଭିଯୋଗକୁ ଭିତ୍ତି କରି ସଦର ଥାନା ପୁଲିସ ଥାନା କେସ ନଂ ୩୦୧/୨୨ରେ ଏକ ମାମଲା ରୁଜୁ କରି ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ!-->…
ବ୍ରାହ୍ମଣୀଗାଁରେ ବିଏସଏନଏଲ ସେବା ଠପ, ସାଧାରଣ ଜନତା ହନ୍ତସନ୍ତ
ଦାରିଙ୍ଗବାଡ଼ି, (୧୫/୦୭) : ଡିଜିଟାଲ ଇଣ୍ଡିଆର ନାରା ବାଜି ଦିଆ ଯାଉଥିବା ବେଳେ ବ୍ରାହ୍ମଣୀଗାଁ ଅଞ୍ଚଳ ଏହି ସେବା ପାଇବାରୁ ବହୁ ପଛରେ ରହିଛି। ଏକ ମାତ୍ର ବିଏସଏନଏଲ ନେଟ ୱାର୍କ ସେବା ରହିଛି ସତ ହେଲେ ଦିନେ ଚାଲିଲେ ୫ଦିନ ବନ୍ଦ ରହୁଛି। କରେଣ୍ଟ ନାହିଁତ ନେଟୱାର୍କ ନାହିଁ। କୋଭିଡ ପରଠାରୁ!-->…
ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ କୋହଲି, ବୁମ୍ରା, ଚହଲଙ୍କୁ ବିଶ୍ରାମ
ମୁମ୍ବାଇ: ଭାରତୀୟ ଦଳର ତିନି ପ୍ରମୁଖ ଖେଳାଳି ବିରାଟ କୋହଲି, ଯଶପ୍ରୀତ୍ ବୁମରା, ୟୁଝବେନ୍ଦ୍ର ଚହଲ୍ ଆଗାମୀ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଖେଳିବେ ନାହିଁ। ଏମାନଙ୍କୁ ବିସିସିଆଇ ବିଶ୍ରାମ ଦେଇଛି। ଅବଶ୍ୟ ବିଶ୍ରାମ ନେବାକୁ କୋହଲି ପୂର୍ବରୁ ଅନୁରୋଧ କରିଥିବା ଖବର!-->…
ସିନ୍ଦେଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରେ ଏମଏନଏସ, ରାଜ ଠାକରେଙ୍କୁ ଭେଟିଲେ ଫଡନାଭିସ୍
ମୁମ୍ବାଇ: ମହାରାଷ୍ଟ୍ରରେ ନୂତନ ସରକାର ଗଠନ ପରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ଙ୍କ ଭୂମିକାକୁ ନେଇ ଅନେକ ଆଲୋଚନା ଚାଲିଛି। ଆଜି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏମଏନଏସ ମୁଖ୍ୟ ରାଜ ଠାକରେଙ୍କୁ ଭେଟିବା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି। ଏହାପୂର୍ବରୁ ଖବର ଆସିଥିଲା ଯେ ରାଜ!-->…
ପୂର୍ବତନ ଉପରାଷ୍ଟ୍ରପତିଙ୍କ ବିରୋଧରେ ବିଜେପିର ସଙ୍ଗୀନ୍ ଅଭିଯୋଗ; ସାର୍ବଜନୀନ କଲା ପାକ୍ ଗୁପ୍ତଚରଙ୍କ ସହ ଫଟୋ
ନୂଆଦିଲ୍ଲୀ: ଭାରତର ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ବିରୋଧରେ ଏକ ସଂଗୀନ ଅଭିଯୋଗ ଆଣିଛି ବିଜେପି। ବିଜେପି ପୂର୍ବତନ ଉପରାଷ୍ଟ୍ରପତି ଅନସାରୀଙ୍କ ବିରୋଧରେ ଅଭିଯୋଗ ଆଣି ବିଜେପି କହିଥିଲା ଯେ ଉପରାଷ୍ଟ୍ରପତି ପଦରେ ଥିବାବେଳେ ଅନସାରୀ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇର ଗୁପ୍ତଚର!-->…
‘ଆଇ-ଟୁ-ୟୁ-ଟୁ’ ସମିଟିରେ ଉଦବୋଧନ ଦେଲେ ମୋଦି
ନୂଆଦିଲ୍ଲୀ: ‘ଆଇ-ଟୁ-ୟୁ-ଟୁ’ ସମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇଛନ୍ତି। ଭାରତ, ଇସ୍ରାଏଲ, ଆମେରିକା ଏବଂ ୟୁଏଇର ନୂଆ ସଂଗଠନ ଆଇଟିୟୁଟୁ ଗୁରୁବାର ପ୍ରଥମ ଥର ଭର୍ଚୁଆଲ ମୋଡରେ ବୈଠକ କରିଛନ୍ତି । ପିଏମ ମୋଦୀ ଏହି ବୈଠକରୁ ସମ୍ୱୋଧିତ କରି କହିଛନ୍ତି, ଆଜିର ଏହି ପ୍ରଥମ!-->…
ବିବାଦ ପରେ ସଂସଦରେ କୌଣସି ଶବ୍ଦ ବ୍ୟାନ ହୋଇ ନଥିବା କହିଲେ ଲୋକସଭା ବାଚସ୍ପତି
ନୂଆଦିଲ୍ଲୀ: ସଂସଦରେ କିଛି ନିର୍ଦ୍ଦିଷ୍ଟ ଶବ୍ଦ ବ୍ୟାନ କରାଯିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ସ୍ପଷ୍ଟୀକରଣ ଦେଇଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା। ଦୁର୍ନୀତିଗ୍ରସ୍ତ ଓ ଦାୟିତ୍ୱହୀନତା ଭଳି ଏକାଧିକ ଶବ୍ଦକୁ ଅବୈଧାନିକ ବା ଅସଂସଦୀୟ ଶବ୍ଦ ତାଲିକାରେ ସାମିଲ କରାଯାଇଥିବା ଖବର!-->…