Sign in
Sign in
Recover your password.
A password will be e-mailed to you.
ଭାରତରୁ ଚିହ୍ନଟ ହେଲେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ
କୋଲ୍ଲାମ: ଭାରତରୁ ପ୍ରଥମଥର ପାଇଁ ଚିହ୍ନଟ ହୋଇଛି ମାରାତ୍ମକ ମଙ୍କିପକ୍ସ। କେରଳର କୋଲ୍ଲାମରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଶରୀରରୁ ଏହି ଭାଇରସ ଠାବ ହୋଇଛି। ଏ ସମ୍ପର୍କରେ କେବଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି। ସେ କହିଛନ୍ତି, “କେରଳର କୋଲ୍ଲାମରୁ ଦେଶର ପ୍ରଥମ!-->…
ଶ୍ରୀଲଙ୍କା ରାଷ୍ଟ୍ରପତି ହଟିବା ପରେ ସେଲିବ୍ରେସନ: ନୃତ୍ୟ, ଗୀତରେ ମାତିଲେ ଦେଶବାସୀ
କଲମ୍ବୋ: ହା-ହତାଶା, ନିରାଶା ଓ ଅସନ୍ତୋଷ ମଧ୍ୟରେ ଆନନ୍ଦର ଲହରୀ। ଶ୍ରୀଲଙ୍କାରେ ଖୁସିର ମାହୋଲ। ପଳାତକ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଦେଶରେ ସେଲିବ୍ରେସନର ମାହୋଲ। ରାଷ୍ଟ୍ରପତିଙ୍କୁ ହଟେଇବା ପାଇଁ ଦୀର୍ଘ ଦିନ ଜାରି ରହିଥିବା ଆନ୍ଦୋଳନ!-->…
୬ଷ୍ଠଥର ପାଇଁ ବୋଲବମ ଯାତ୍ରାରେ ଯାଉଛନ୍ତି ଏହି ମୁସଲିମ ବ୍ୟକ୍ତି
ଶାମଲି: ଦେଶରେ ହିନ୍ଦୁ ଓ ମୁସଲିମ ଧର୍ମକୁ ନେଇ ଅନେକ ବିତର୍କ ହେଉଛି। କିଛି ରାଜନେତା ଓ ତଥାକଥିତ ଧର୍ମ ପ୍ରଚାରକମାନେ ହିନ୍ଦୁ-ମୁସଲିମର ବିତର୍କ କରି ଦେଶର ଭାଇଚାରା ଉପରେ ଅନେକ ସମୟରେ ପ୍ରଶ୍ନ ଉଠାଉଛନ୍ତି। କିଛି ଲୋକ ହିନ୍ଦୁ ଶ୍ରେଷ୍ଠ ଧର୍ମ କହୁଥିବା ବେଳେ ଆଉ କିଛି ଇସଲାମ ସର୍ବଶ୍ରେଷ୍ଠ!-->…
ଏଣିକି ସଂସଦ ଭିତରେ ଧାରଣା, ଉପବାସ ମନା
ନୂଆଦିଲ୍ଲୀ: ସଂସଦକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦୀୟ ନିୟମ ଆସୁଛି। ନୂଆ ନିୟମ ଅନୁଯାୟୀ ସଂସଦ ଭିତରେ ସଦସ୍ୟଙ୍କୁ ଧାରଣା ମନା ହୋଇଛି। ଏନେଇ ରାଜ୍ୟସଭା ସାଧାରଣ ସଚିବ ପିସି ମୋଡି ଏକ ବିଜ୍ଞପ୍ତି ଜାରି କରିନ୍ତି ।ମୁଖ୍ୟତଃ ସଂସଦ ଭିତରେ କୌଣସି ଆନ୍ଦୋଳନ, ଧାରଣା, ଷ୍ଟ୍ରାଇକ୍ , ଉପବାସ ମନା!-->…
ଆଇଆଇଟି ମାଡ୍ରାସ ଦେଶର ୧ନଂ ଶିକ୍ଷାନୁଷ୍ଠାନ
ନୂଆଦିଲ୍ଲୀ: ଆଇଆଇଟି ମାଡ୍ରାସ ପୁଣିଥରେ ଦେଶର ୧ନଂ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଛି। ନ୍ୟାଶନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ) ପକ୍ଷରୁ ଆଜି ଦେଶର ଶ୍ରେଷ୍ଠ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ରାଙ୍କିଙ୍ଗ ଜାରି କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର!-->…
ଟ୍ରକର ଗୁପ୍ତ ଚାମ୍ବର ଭିତରେ ଗଞ୍ଜେଇ ଚାଲାଣ ବେଳେ ଜବତ, ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ
ଚିତ୍ରକୋଣ୍ଡା (୧୪/୦୭) : ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ା ଠାରୁ ମିଳିଥିବା ସୂଚନା ଅନୁଯାଇ ଗଲା କାଲି ଚିତ୍ରକୋଣ୍ଡା ଏସଆଇ ଏକେ ପରିଡ଼ା ପାଟ୍ରୋଲିଙ୍ଗ କରୁଥିବା ସମୟରେ ଇସାର ଛକ ନିକଟରୁ ଏକ ଆଇଚର ଟ୍ରକର ଗୁପ୍ତ ଚାମ୍ବର ଭିତରେ ବିପୁଳ ପରିମାଣରେ ଗଞ୍ଜେଇ ରଖି ଚାଲାଣ!-->…
ଢ଼ାବା ହୋଟେଲ ଚଢାଉ : ବିପୁଳ ପରିମାଣର ବିଦେଶୀ ମଦ ଜବତ, ମାଲିକ ଗିରଫ
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନସ୍ଥ ଡେଙ୍ଗାଓସ୍ତା ଗ୍ରାମ ବଜାର ନିକଟରେ ଥିବା ଏକ ଢ଼ାବା ହୋଟେଲ ଉପରେ ପୋଲିସ ଅତର୍କିତ ଚଢାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ମାଲିକଙ୍କୁ ଗିରଫ କରାଯାଇଛି । ଗିରଫ ଯୁବକ ହେଲେ ଫାସିଗୁଡ଼ା ଗ୍ରାମର ପଞ୍ଚାନନ ପ୍ରଧାନ!-->…
ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଗାଡି ଚାଳକ ଗିରଫ
ବ୍ରହ୍ମପୁର : ଆଜି ଗୋଟିଏ କଣ୍ଟେନର ରେ ବିପୁଳ ପରିମାଣ ର ଗଞ୍ଜେଇ ଚୋରା ଚାଳନ ହେଉଥିବା ଖବର ପାଇ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଗାଡିରେ ଥିବା ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ଗାଡି ଚାଳକ କୁ ଗିରଫ କରିଛି | ସୂଚନା ପ୍ରକାରେ ଆଜି ଭୋର ରେ ଗୋଟିଏ କଣ୍ଟେନୋର ରେ ଗଞ୍ଜେଇ ଚୋରା ଚାଲନ!-->…
ସମ୍ବିଧାନର ଜନକ ବାବାସାହେବ ଡକ୍ଟର ବି. ଆର. ଆମ୍ବେଦକର ପୁସ୍ତକ ଲୋକାର୍ପିତ
ଭୁବନେଶ୍ୱର : ଉତ୍କଳ ଭୂମି ଭୂମାର ବାଣୀପୀଠ, ଜ୍ଞାନର ସମୁଦ୍ର, ବିଦ୍ୟାର ଭଣ୍ଡାର ଉତ୍କଳ ବିଶ୍ୱବିଦ୍ୟାଳୟ । ଆଜି ସେଇ ବିଦ୍ୟାର ଭଣ୍ଡାରରେ, କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଦ୍ୱାରା, ଲେଖକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଦ୍ୱାରା ରଚିତ ପୁସ୍ତକ " ସମ୍ବିଧାନର ଜନକ ବାବାସାହେବ!-->…
ନାରୀ ସୁରକ୍ଷା ପାଇଁ ସବୁ ବେଳେ ଲଢ଼ିଛି ଆଉ ସବୁ ବେଳେ ଲଢ଼ିବି : ସୁଭଦ୍ରା ଶୁକ୍ଳା
ବ୍ରହ୍ମପୁର : ଭୁବନେଶ୍ୱରସ୍ଥିତ ବିଜେବି କଲେଜର ରାଗିଙ୍ଗ ରେ ମୃତ ଛାତ୍ରୀ ରୁଚିକା ମହାନ୍ତି କୁ ନ୍ୟାୟ ଦେବା ଦାବିନେଇ ଯେଉଁ ପରି ଭାବରେ ରୁଚିକା ଙ୍କ ମାଆ ଏବଂ ତାଙ୍କ ଭଉଣୀ କୁ ପୋଲିସ ଉଠାଇ ନେଇଯାଇଥିଲେ ସେଇ ଘଟଣା ର ନ୍ୟାୟ ପାଇଁ ପ୍ରଗତିଶୀଳ ଉତ୍କଳସମାଜ ତରଫରୁ ଦକ୍ଷିଣାଞ୍ଚଳ ଡିଆଇଜି!-->…