ସାତ ଫୁଟର ଅଜଗର ଉଦ୍ଧାର

ଫୁଲବାଣୀ : ଗତକାଲି ରାତି ୮:୩୦ ସମୟରେ ଫୁଲବାଣୀର ଓ଼ଲ୍ଡ ଏଲ ଆଇ ସି କଲୋନୀ ଅଞ୍ଚଳରେ ଏକ ଅଜଗର ସାପ ଥିବା ନେଇ ସ୍ଥାନୀୟ ଲୋକ ଟିମ୍ ହ୍ୟୁମାନିଟି କନ୍ଧମାଳ ର ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ଟିମ୍ ସଦସ୍ୟ , ଭି.ଜଗନ୍ନାଥ ରାଜୁ , ରବୀନ୍ଦ୍ର ମହାରଣା, ସନ୍ତୋଷ…

ସମ୍ବାଦ ସାହିତ୍ୟ ଘରର ଶାରଦୀୟ କବିତା ଆସର

ଫୁଲବାଣୀ : ଫୁଲବାଣୀ ସମ୍ବାଦ ସାହିତ୍ୟ ଘର ତରଫରୁ ଜିଲ୍ଲା ଲେଖକ ସାମ୍ମୁଖ୍ୟ ପରିସରରେ ଶାରଦୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ସଭାପତି ରବିନ୍ଦ୍ର ନାଥ ମିଶ୍ର ଙ୍କ ଅଧ୍ୟକ୍ଷତାରେ ସମ୍ପାଦକ କୈଳାସ ଚନ୍ଦ୍ର ଧଳ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ କବୟିତ୍ରୀ ହରପ୍ରିୟା ମିଶ୍ର ଙ୍କ…

ଭୁସ୍ଖଳନ ହୋଇ ଫାଟ ସୃଷ୍ଟି ହୋଇଥିବା ଥିବା ସ୍ଥାନ ପରିଦର୍ଶନ କଲେ ଏଡିଏମ

ଦାରିଙ୍ଗବାଡ଼ି (୮/୧୦) : ଭୁସ୍ଖଳନ ଘଟଣାରେ ଜିଲାପାଳ ଆଶିଷ ଈଶ୍ଵର ପାଟିଲଙ୍କ ନିର୍ଦେଶ କ୍ରମେ କୁମ୍ଭାରୀପଦର ଗ୍ରାମବାସୀଙ୍କୁ ତାମାଙ୍ଗି ଠାରେ ରହିଥିବା ସରକାରୀ ବିଦ୍ୟାଳୟରେ ଗତ ୬ ତାରିଖ ଠାରୁ ଅସ୍ଥାୟୀ ସୁରକ୍ଷିତ ଆଶ୍ରୟୀ ସ୍ଥଳୀ କରି ସମସ୍ତଙ୍କୁ ରଖାଯାଇଛି। ଆଜି ଏଡିଏମ ବସନ୍ତ କୁମାର…

ଛେଳି ଚୋରୀ ଅଭିଯୋଗରେ ୩ ଗିରଫ , ଦେଶୀ ବନ୍ଧୁକ ଜବତ

ବୁଗୁଡ଼ା : ତା ୦୮/୧୦/୨୨ : ବୁଗୁଡା ଥାନା ଅନ୍ତର୍ଗତ ଘୋଳପୁର ଗାଁରେ ଦୀର୍ଘ ଦିନ ଧରି ଚାଲିଥିବା ଛେଳି ଚୋରି ଘଟଣାରେ ବୁଗୁଡ଼ା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଅଭିଯୁକ୍ତମାନେ ହେଲେ ତାରସିଂ ଥାନା ଅନ୍ତର୍ଗତ କେପିଟି ଗ୍ରାମର ଟୁନା ନାୟକ , ଘୋଳପୁର ଗାଁର…

ଏନ୍‌ସିବି-ନୌସେନାର ମିଳିତ ଅଭିଯାନ, ୧୨୦୦ କୋଟି ଟଙ୍କାର ହେରୋଇନ ଜବତ

କୋଚି : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଏବଂ ଭାରତୀୟ ନୌସେନାର ମିଳିତ ଅଭିଯାନରେ କୋଚି ନିକଟରୁ ୧୨ ଶହ କୋଟିରୁ ଅଧିକ ଟଙ୍କା ମୂଲ୍ୟର ହେରୋଇନ ଜବତ କରାଯାଇଛି । ୨୦୦ କିଲୋ ହେରୋଇନ ସହିତ ମାଛ ଧରିବା ପାଇଁ ଉଦ୍ଦିଷ୍ଟ ଏକ ଇରାନୀ ଜାହାଜକୁ ଏନସିବି-ନୌସେନାର ମିଳିତ ଟିମ୍‌ ଜବତ…

ଚିତା ଟାସ୍କ ଫୋର୍ସ ଗଠିତ

ଭୁବନେଶ୍ବର : ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ଓ ଅନ୍ୟ ଉପଯୁକ୍ତ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଚିତା ପୁନର୍ବାସ ନିରୀକ୍ଷଣ କରିବା ପାଇଁ ‘ଚିତା ଟାସ୍କ ଫୋର୍ସ’ ଗଠନ କରିଛନ୍ତି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଚିତା…

ପୋଲାଭରମ ପ୍ରକଳ୍ପକୁ ନେଇ ୪ ରାଜ୍ୟର ବୈଠକ

ନୂଆଦିଲ୍ଲୀ : ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ବିବାଦର ସମାଧାନ ପାଇଁ ଶୁକ୍ରବାର ଦିନ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ଅଧ୍ୟକ୍ଷ ଆର୍‌କେ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ…

ମୁକୁଳିଛନ୍ତି ମିଆଁମାରରେ ପଣବନ୍ଦୀ ଥିବା ପ୍ରାୟ ୮ ଶହ ଭାରତୀୟ ଆଇଟି କର୍ମଚାରୀ

ନୂଆଦିଲ୍ଲୀ : ମିଆଁମାରରେ ପଣବନ୍ଦୀ ଥିବା ପ୍ରାୟ ୮ ଶହ ଭାରତୀୟ ଆଇଟି କର୍ମଚାରୀ ଏବେ ମୁକୁଳି ଛନ୍ତି ଏବଂ ପର୍ଯ୍ୟାୟକ୍ରମେ ଭାରତ ଫେରୁଛନ୍ତି। ତାମିଲନାଡ଼ୁ ମନ୍ତ୍ରୀ କେଏସ୍‌ ମସ୍ଥାନ ଗତ ମଙ୍ଗଳବାର ଦିନ ଚେନ୍ନାଇରେ ମିଆଁମାରରୁ ଫେରିଥିବା କିଛି ଭାରତୀୟଙ୍କୁ ସ୍ବାଗତ କରିଥିଲେ। ସେମାନେ ଆଇଟି…

୨୦୩୦ ସୁଦ୍ଧା ଶୂନ୍ୟ ଅଙ୍ଗାରକ ନିର୍ଗମନକାରୀ ହେବ ଭାରତୀୟ ରେଳ

ଭୁବନେଶ୍ବର : ଭାରତ ସରକାର, ଜାତୀୟ ସ୍ତରରେ ନିର୍ଦ୍ଧାରିତ ଯୋଗଦାନ (ଏନ୍‌ଡିସି)ର ଅଂଶ ଭାବେ ନିର୍ଗମନର ତୀବ୍ରତାରେ ୩୩% ହ୍ରାସ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଯେଉଁଥିରେ ପରିବହନ କ୍ଷେତ୍ର ଅନ୍ୟତମ। ଭାରତୀୟ ରେଳ ୨୦୩୦ ସୁଦ୍ଧା ନିଜର କାର୍ବନ ପଦଚିହ୍ନକୁ ଧୀରେ ଧୀରେ କମ୍ କରି ଶୁଦ୍ଧ…

ଟ୍ୟାଙ୍କର୍ ଟ୍ରକ୍‌ରେ ଧକ୍କା ଖାଇ ବସ୍‌ରେ ନିଆଁ ଲାଗିଯିବାରୁ ୧୧ ମୃତ, ୩୮ ଆହତ

ନାସିକ: ଆଜି ପ୍ରତ୍ୟୁଷରେ ମହାରାଷ୍ଟ୍ରର ନାସିକରେ ଗୋଟାଏ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିଯିବାରୁ ୧୧ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ୩୮ ବ୍ୟକ୍ତି ଆହତ ହୋଇଥିବା କଥା ପୁଲିସ କହିଛି। ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ ଅନୁସାରେ, ଭୋର୍‌ ପ୍ରାୟ ୫ଟା ବେଳେ ନାସିକ…