ସାଲେପୁରରେ ଆରମ୍ଭ ହେବ ମୋ ବସ୍‌ ସେବା

ସାଲେପୁର: ଦାବି ହେବ ପୂରଣ । ଗମନାଗମନ ହେବ ଆହୁରି ସହଜ । ସାଲେପୁରରେ ଆରମ୍ଭ ହେବ ମୋ ବସ୍‌ ସେବା । ସରକାରଙ୍କ ପକ୍ଷରୁ କଟକ ଜିଲ୍ଲା ସାଲେପୁର ସହରକୁ ଯୋଗାଇଦେବାକୁ ଯାଉଛନ୍ତି ମୋ ବସ୍ ସେବା। ଖବର ଅନୁଯାୟୀ, କଟକ ଚାନ୍ଦବାଲି ରାସ୍ତାର ସାଲେପୁର ସହର ହେଉଛି ଏକ ପ୍ରମ୍ମୁଖ ସହର ।

ଜୁନ ୯ରେ ଚିଲିକାରେ ହାଉସ୍‌ ବୋଟ୍‌ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଚିଲିକାରେ ଆସନ୍ତା ଜୁନ ୯ ତାରିଖରୁ ହାଉସ୍‌ ବୋଟ୍‌ ଚାଲିବ । ଏହା ରାଜ୍ୟରେ ପ୍ରଥମ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ । ଏ ନେଇ ଏହାର ପରିଚାଳନା ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥା ବିକାଶ ଇକୋ ରିସୋର୍ଟସ ପକ୍ଷରୁ

ବାରବାଟୀ ଷ୍ଟାଡିୟମରେ ଆଜିଠୁ ଅଫଲାଇନ୍ ଟିକେଟ ବିକ୍ରି ଆରମ୍ଭ

କଟକ: ବାରବାଟୀ ଷ୍ଟାଡିୟମ କ୍ରିକେଟ ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ଆଜିଠୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି। ବାରବାଟୀ ଭାରତ ଓ ଦକ୍ଷିଣ ଆଫ୍ରିକା ଟି୨୦ ପାଇଁ ଆଜିଠୁ ଅନଲାଇନ ଟିକେଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି। ଓସିଏ ଅନୁବନ୍ଧିତ ସଂସ୍ଥା , କ୍ଳବ ଓ ସ୍କୁଲ, କଲେଜ ପିଲାମାନଙ୍କୁ

କର୍କଟ ନିରାକରଣ ଅଭିଯାନରେ ସାମିଲ ହେବେ ମହିଳା ଏସ୍‍ଏଚ୍‍ଜି

ଭୁବନେଶ୍ୱର : ବିଭିନ୍ନ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିଥିବା ମହିଳା ସ୍ୱୟଂ ସହାୟଗ ଗୋଷ୍ଠୀ (ଏସ୍‍ଏଚ୍‍ଜି) ସଦସ୍ୟମାନେ ଏଣିକି କର୍କଟ ଚିକିତ୍ସା କ୍ଷେତ୍ରରେ ନିୟୋଜିତ ହେବେ। କର୍କଟ ରୋଗ ଚିହ୍ନଟ ଠାରୁ ଆରମ୍ଭ କରି ଡାକ୍ତରଖାନାରେ ଚିକିତ୍ସା ପର୍ଯ୍ୟନ୍ତ ସବୁଠି ରୋଗୀ ଏବଂ

ଚମତ୍‌କାର : ଔଷଧରେ ଭଲ ହେଲା କ୍ୟାନ୍‌ସର

ୱାଶିଂଟନ: ମେଡିକାଲ ବିଜ୍ଞାନରେ ନୂଆ ଓ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ଔଷଧ ଦ୍ୱାରା ମାରାତ୍ମକ କ୍ୟାନସର ଭଳି ରୋଗକୁ ସଂପୂର୍ଣ୍ଣ ନିଶ୍ଚିହ୍ନ କରାଯାଇ ପାରିଛି। ରେକ୍ଟାଲ୍ କ୍ୟାନସରର ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥିବା ଔଷଧର ପ୍ରାଥମିକ ପରୀକ୍ଷଣରୁ ଶୁଭଙ୍କର ଖବର ମିଳିଛି। ଏହି ଔଷଧର

ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡକରା

ଭୁବନେଶ୍ୱର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡକରା । ଦିଲ୍ଲୀରେ ଶୀର୍ଷ ନେତୃତ୍ବ ଏବଂ ପ୍ରଭାରୀଙ୍କ ସହ ଶରତ ଆଲୋଚନା କରିବେ ବୋଲି ସୂଚନା ରହିଛି। ଆସନ୍ତା 10ରେ ଶରତଙ୍କୁ ରାଜ୍ୟ କଂଗ୍ରେସ ଏକ ସମ୍ବର୍ଦ୍ଧନା ସମାବେଶ କରାଯିବ। ଏହା ପୂର୍ବରୁ ରାଜ୍ୟ କଂଗ୍ରେସର ବିଭିନ୍ନ ନେତାଙ୍କୁ

ଦୀର୍ଘ ଦିନ ପରେ ଉପାନ୍ତରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର

ଚିତ୍ରକୋଣ୍ଡା(୦୭/୦୬) : ଦୀର୍ଘ ଦିନର ବ୍ୟବଧାନ ପରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳର ଟନେଲକ୍ୟାମ୍ପ ମୁଖ୍ୟ ରାସ୍ତା ରେ ଲାଗିଲା ଲାଲ ବାହିନୀର ଧମକପୂର୍ଣ ପୋଷ୍ଟର । ଦଣ୍ଡକାରଣ୍ୟ ଡିଭିଜନ ପକ୍ଷରୁ ଲାଗିଥିବା ଏହି ପୋଷ୍ଟର ଗୁଡିକରେ ପୋଲିସ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ

ବିଏସ୍ଏ‌ଫ୍‌ ଶିବିର ନିକଟରୁ ଜୀବନ୍ତ ବୋମା ଉଦ୍ଧାର, ଅଘଟଣ ପୂର୍ବରୁ ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି ସୀମାନ୍ତ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତର ମନ୍ତ୍ରୀଆମ୍ବ ନିକଟରେ ମାଓବାଦୀଙ୍କ ବଡ଼ଧରଣର ଷଡ଼ଯନ୍ତ୍ରକୁ ପଣ୍ଡ କରିଛନ୍ତି ବିଏସ୍‌ଏଫ୍‌ ଯବାନ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ପୋତି ଥିବା ଟିଫିନ୍ ବୋମାକୁ ଠାବ କରିବା ପରେ ନିଷ୍କ୍ରିୟ

ବହୁମୁଖୀ ସମବାୟ ସମିତି ନିର୍ବାଚନରେ ସମବାୟ ଆଇନ ଉଲଂଘନ ଅଭିଯୋଗ

        ଦାରିଙ୍ଗବାଡ଼ି (୭/୬) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବୃହଦକାର ଆଦିବାସୀ ବହୁମୁଖୀ ସମବାୟ ସମିତି(LAMPCS)ର  ପରିଚାଳନା ପରିଷଦ ସଦସ୍ୟ /ସଦସ୍ୟା ପଦବୀ ପୂରଣ ନିମନ୍ତେ ଗତ କାଲି ନିର୍ବାଚନ  ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିଲା। ୧୫ଟି ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ

କୁହୁଳିଲା ରାଜନୀତିକ ହିଂସା : ଖଣ୍ଡା ଚୋଟ ରେ ୩ ଆହତ ଜଣେ ଗୁରୁତର…

ବ୍ରହ୍ମପୁର ସାମ୍ବାଦିକ //ନିସର୍ତ୍ତ ନିୟୁଜ ବ୍ରହ୍ମପୁର : ସଦର ଥାନା ଅନ୍ତଗର୍ତ ମସିହାଖୋଲି ଅଞ୍ଚଳ ରେ ପୁଣି ବୁଲିଛି ଖଣ୍ଡା l ଏଥିରେ କଂଗ୍ରେସ ର ପୂର୍ବତନ ସରପଞ୍ଚ ମୋନଜ ସେଠି ଆହତ ହେଇଥିବା ଜଣାପଡିଛି l ବର୍ତ୍ତମାନ ର ସରପଞ୍ଚ ଏବଂ ତାଙ୍କ ସହଯୋଗୀ ଙ୍କ ଦ୍ଵାରା ଏହି ପରି