Sign in
Sign in
Recover your password.
A password will be e-mailed to you.
ବାୟୁ-ପ୍ରଦୂଷଣ ମାରାତ୍ମକ କୋଭିଡ୍-୧୯ର ଆଶଙ୍କା ବଢ଼ାଇଥାଏ: ଅନୁଧ୍ୟାନ
ବର୍ଲିନ : ସମ୍ପ୍ରତି ଜର୍ମାନୀରେ ଅନୁଷ୍ଠିତ ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଦୀର୍ଘକାଳ ଧରି ପ୍ରଦୂଷିତ ବାୟୁ ସଂସ୍ପର୍ଶରେ ଆସିଲେ ମାରାତ୍ମକ କୋଭିଡ୍-୧୯ର ଅଧିକ ଆଶଙ୍କା ରହିଥାଏ। ଜୁନ୍ ୪-୬ ମଧ୍ୟରେ ଇଟାଲିର ମିଲନଠାରେ ଅନୁଷ୍ଠିତ ୟୁରୋପୀୟ ନିଶ୍ଚେତନା ବିଜ୍ଞାନ ଓ ଇଣ୍ଟେନ୍ସିଭ୍ କେୟାର୍!-->…
ମହିଳାଙ୍କ ମୌଳିକ ଅଧିକାର ଛଢ଼ାଇ ନେଇଥିବା ତାଲିବାନ ଇସଲାମର ସମ୍ମାନ ପାଇଁ ଭାରତକୁ ଦେଲା ଉପଦେଶ
ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦୁଇ ବିଜେପି କର୍ମକର୍ତ୍ତାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଇସଲାମିକ୍ ଦେଶ ଏବଂ ବିଶେଷ କରି ଉପସାଗରୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଏଭଳି ଟିପ୍ପଣୀର ନିନ୍ଦା କରିବା ସହିତ କାର୍ଯ୍ୟାନୁଷ୍ଠାନ ଲାଗି ସେମାନେ ଭାରତ!-->…
ମୁସେୱାଲାଙ୍କୁ ନ୍ୟାୟ ଦେବା ଆମର କର୍ତ୍ତବ୍ୟ ଏବଂ ଆମେ ତାହା କରିବୁ; ହତ୍ୟାର ଏକ ସପ୍ତାହ ପରେ ରାହୁଲଙ୍କ ବୟାନ
ଚଣ୍ଡୀଗଡ଼: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯିବାର ଏକ ସପ୍ତାହ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ତାଙ୍କ ପରିବାରକୁ ଭେଟିବାକୁ ଯାଇ ମନ୍ସାରେ ଥିବା ତାଙ୍କ ବାସଭବନରେ ପହଞ୍ଚିଥିଲେ। ସେ ସକାଳେ ଚଣ୍ଡୀଗଡ଼ ବିମାନବନ୍ଦରରେ ପହଞ୍ଚିବା ପରେ କାର୍ ଯୋଗେ!-->…
ଜୁନ୍ ୨୨ରେ ହାଜର ହେବାକୁ ନୂପୁର ଶର୍ମାଙ୍କୁ ସମନ ଜାରି କଲା ମହାରାଷ୍ଟ୍ର ପୁଲିସ୍
ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇ ପୁଲିସ ବିଜେପିର ନିଲମ୍ବିତ ମୁଖପାତ୍ର ନୂପୁର ଶର୍ମାଙ୍କ ବିବାଦୀୟ ଧାର୍ମିକ ମନ୍ତବ୍ୟ ଉପରେ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ଜୁନ୍ ୨୨ରେ ହାଜର ହେବା ପାଇଁ ମଙ୍ଗଳବାର ସମନ ଜାରି କରିଛି।ସଂଖ୍ୟାଲଘୁଙ୍କ ବିରୋଧରେ ଅପମାନସୂଚକ ଓ ଅଶାଳୀନ ମନ୍ତବ୍ୟ ଦେବା!-->…
ସୋସିଆଲ ମିଡିଆରେ ଚାଲିଥିବା ଭାରତ ବିରୋଧୀ ଅଭିଯାନ ପଛରେ ପାକିସ୍ତାନ !
ନୂଆଦିଲ୍ଲୀ : ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ଦ୍ବାରା ଦିଆଯାଇଥିବା ଇସଲାମ ବିରୋଧୀ ମନ୍ତବ୍ୟକୁ ନେଇ ଆରବ ଜଗତରେ ପ୍ରବଳ ବିରୋଧ ଦେଖାଦେଇଛି । ଲୋକମାନଙ୍କର ଏହି ଅସନ୍ତୋଷକୁ ଆହୁରି ତେଜୁଛି ସୋସିଆଲ ମିଡିଆ । ସୋସିଆଲ ମିଡିଆରେ ଭାରତ ବିରୋଧୀ ହ୍ୟାସଟ୍ୟାଗ ଅଭିଯାନ ଟ୍ରେଣ୍ଡ!-->…
ଘାଟିରେ ଟାର୍ଗେଟ୍ କିଲିଂ: ଧରାପଡ଼ିଲା ହିଜବୁଲ ଆତଙ୍କୀ
ବେଙ୍ଗାଲୁରୁ: ଜମ୍ମୁକଶ୍ମୀରରେ ଜରି ରହିଛି ଟାର୍ଗେଟ୍ କିଲିଂ। ଗଲା କିଛି ଦିନ ହେବ ହିନ୍ଦୁମାନଙ୍କୁ ଟାର୍ଗେଟ୍ କରି ଆଙ୍କବାଦୀମାନେ ହତ୍ୟା କରୁଛନ୍ତି। ଏହି ମାମଲାରେ ଏବେ ପୁଲିସକୁ ମିଳିଛି ବଡ ସଫଳତା। ଘାଟିରେ ହିନ୍ଦୁମାନଙ୍କୁ ହତ୍ୟା କରିବା ଅଭିଯୋଗରେ ବେଙ୍ଗାଲୁରୁରୁ ଜଣେ ହିଜବୁଲ!-->…
ରାଜ୍ୟସଭା ନିର୍ବାଚନ ପୂର୍ବରୁ ରିସର୍ଟ ପଲିଟିକ୍ସ
ଜୟପୁର: ରାଜସ୍ଥାନ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଗଲାଣି ରିସର୍ଟ ପଲିଟିକ୍ସ। ନେତାଙ୍କୁ ଘାରିଲାଣି ଘୋଡା ବେପାର ଓ କ୍ରସ ଭୋଟିଂ ଭୟ। ଏଥିପାଇଁ କିଏ କେଉଁ ଉପାୟରେ ନିଜ ନିଜ ବିଧାୟକଙ୍କୁ ସୁରକ୍ଷିତ ରଖିବେ ସେ ନେଇ ଚାଲିଛି ପ୍ରସ୍ତୁତି। ଯେପରି ବିଧାୟକମାନେ ବାଡ ନ ଡେଇଁବେ!-->…
କୋଭିଡ ଅନାଥଙ୍କ ମୁଣ୍ଡରେ ହୋମ୍ ଲୋନ୍ ବୋଝ, ସାହା ହେଲେ ସୀତାରମଣ
ଭୋପାଳ: ବାପାମା’ଙ୍କୁ ଛଡ଼ାଇ ନେଲା କରୋନା। ଦୁନିଆରେ ଏକା ହୋଇଗଲେ ଭାଇଭଉଣୀ। ନିଜର ବୋଲି କେହି ନ ଥିବା ବେଳେ ମାମୁ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ୨ ଅନାଥ ଛୁଆ। ନିଜେ ବଞ୍ଚିବାର ରାହା ପାଇପାରୁ ନ ଥିବା ଭାଇଭଉଣୀଙ୍କ ମୁଣ୍ଡ ଉପରେ ଏବେ ଲଦି ହୋଇଛି ହୋମ୍ ଲୋନ୍ ବୋଝ। ବାପା ସିନା ଚାଲିଗଲେ,!-->…
ଧମକ ପରେ ବଢ଼ିଲା ନୂପୁରଙ୍କ ସୁରକ୍ଷା
ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ବିଜେପିର ନିଲମ୍ବିତ ନୂପୁର ଶର୍ମାଙ୍କ ବଢ଼ିଲା ସୁରକ୍ଷା। ଧମକ ପରେ ଦିଲ୍ଲୀ ପୁଲିସ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ଓ ତାଙ୍କ ପରିବାରର ସୁରକ୍ଷା କଡାକଡି କରିଛି।ବାସ୍ତବରେ ପ୍ରଫେଟ!-->…
କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଅଫିସ ଭିତରେ ଗୁଳି କରି ହତ୍ୟା
ନୂଆଦିଲ୍ଲୀ: ନିଜ ଅଫିସ ଭିତରେ ହିଁ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଉପରକୁ ଗୁଳିମାଡ। ଡୋମିନିକାନ୍ ରିପବ୍ଲିକର ପରିବେଶ ମନ୍ତ୍ରୀଙ୍କୁ ତାଙ୍କ ଅଫିସ ଭିତରରେ ଗୁଳି କରି ହତ୍ୟା କରାଯାଇଛି। ତାଙ୍କୁ ଜଣେ ତାଙ୍କ ଘନିଷ୍ଟ ସାଙ୍ଗ ସୋମବାର ଅଫିସ ଭିତରକୁ ଆସି ଗୁଳିମାଡ କରିଥିବା ସୂଚନା!-->…